ଓଡ଼ିଶା ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବିପତ୍ର

0 2

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦଶ ଦଫା ଦାବିପତ୍ର ଜିଲା ପାଳ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୂ ମହୋଦୟ ଙ୍କୁ ପ୍ରଦାନ କରାଗଲା।ଦାବିପତ୍ର ପ୍ରଦାନ ସମୟରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ମହୋଦୟ ଉପସ୍ଥିତ ଥିଲେ।ଓଜେୟୁ ଜିଲା ଶାଖାର ସଭାପତି ସୁନାକର ବେହେରା ଓ ରାଜ୍ୟ ସଂଗଠନ ସମ୍ପାଦକ ତଥା ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ମହାରଣାଙ୍କ ନେତୃତ୍ୱରେ 21ଜଣ ସଦସ୍ୟଙ୍କ ଦସ୍ତଖତ ରେ ଦାବୀ ପ୍ରଦାନ କରାଯାଇଛି।ସଂଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଟୁକନ ସେଠୀ, ସଦସ୍ୟ ଅକ୍ଷୟ କୁମାର ମହାନ୍ତି, ବିପିନ କୁମାର ସେଠୀ, ଗୟାଧର ମହାରଣା l

Leave A Reply

Your email address will not be published.