ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ବ୍ଲକ ସ୍ତରୀୟ କ୍ରୀଡା ଦିବସ ପାଳନ।

0

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ନବମ ବ୍ଲକ ସ୍ତରୀୟ କ୍ରୀଡା ଦିବସ ପାଳନ କରାଯାଇଛି ।ଏଥିରେ ୧୧ଟି ବିଦ୍ୟାଳୟ ରୁ ୨୬୩ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ କବାଡି, ଖୋ ଖୋ, ହେଣ୍ଡବଲ, ଭଲିବଲ,କ୍ରିକେଟ, ଯୋଗ ଓ ଆଥ ଲେଟିକ୍ସ, ଖେଳି ଆସନ୍ତା,୯,୧୦ତାରିଖ ରେ ଯଉଁମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନେ ରାୟଗଡା ଜିଲ୍ଲା ସ୍ତରୀୟ ରେ ଭାଗ ନେବେ ବୋଲି ପ୍ରଧାନ ଶିକ୍ଷକ ଗଣେଶ ଶବର କହିଛନ୍ତି।

Leave A Reply

Your email address will not be published.