“ସରକାରୀ ବୈଠକ ଓ ସମ୍ମିଳନୀରେ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ସାମିଲ କରାଯିବା ବିଚାର କରାଯାଉ”

ସମସ୍ତ ବିଭାଗୀୟ ସଚିବଙ୍କୁ କୃଷି ସଚିବଙ୍କର ଅନୁରୋଧ ପତ୍ର ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କରିବା ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ…

କିଡ଼ନୀ ରୋଗରେ ଆକ୍ରାନ୍ତ ଚିତରଂଜନଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ କିଡ଼ନୀ ରୋଗରେ ଆକ୍ରାନ୍ତ ଜଣେ ଚିତ୍ର କଳାକାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୂଚନାଥାଉକି ନିଶ୍ଚିନ୍ତକୋଇଲି ବ୍ଲକ…

ପରଲୋକରେ ପୂର୍ବତନ ସରପଞ୍ଚ ରାଜେଶ୍ୱରୀ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ଗୋଲଡି ସିଂ ବରିହା ଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ସିଂ ବରିହା ବୟସ ୪୨,ଆଜି ସକାଳେ ଅକାଳ ମୃତ୍ୟୁ ବରଣ ହୋଇଛି ।ଅତିତ ରେ ରାଜେଶ୍ୱରୀ ସିଂ ବରିହା ରାଜବୋଡାସମ୍ବର ବ୍ଳକରେ ଯାଉଥିବା ଜମରତଲା…

ଇବ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ : ପ୍ରଭାବିତ ହେବ କିଛି ଟ୍ରେନର ଯାତାୟାତ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳମଣ୍ଡଳର ରାଇଗଡ଼ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଇବ ଷ୍ଟେସନ ଠାରେ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରୁ ଛାଡୁଥିବା କିମ୍ବା ରେଳପଥକୁ ଆସୁଥିବା…

ଜନ ଶୁଣାଣି ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଦ୍ରାକୁ ନେଇ ଚର୍ଚ୍ଚା।

 ସିମୁଳିଆ (ଅକ୍ଷୟ କୁମାର ଜେନା): ସରକାର ଲୋକ ମାନଙ୍କୁ ନ୍ୟାୟ ଏବଂ ବିଭିନ୍ନ ପ୍ରକାର ସମସ୍ୟା କୁ ବୁଝିବା କୁ ନେଇ ବିଭିନ୍ନ ପ୍ରକାର ପନ୍ଥା କୁ ଲାଗୁ କରିଚନ୍ତି। କିନ୍ତୁ ଉପରିସ୍ଥ ବାବୁ ମାନଙ୍କ ଖାମଖିଆଲିଆ ନୀତି ଯୋଗୁଁ ବଦନାମ କେବଳ ସରକାର ଙ୍କ ମୁଣ୍ଡରେ ଯାଉଛି। ଲୋକ ମାନଂକ ସମସ୍ୟା କେବଳ…

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ

୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ର ଗ୍ରାମାଞ୍ଚଳ ପାଇଁ ଅଭିବୃଦ୍ଧିର ଇଞ୍ଜିନ ୫-ଟି ଉପକ୍ରମ ଅବଲମ୍ବନ କରି ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରନ୍ତୁ –…

କାର ମଧ୍ୟରୁ ୧୨୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ

ଭଞ୍ଜନଗର: ବୁଧବାର ଭୋର ସକାଳ ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଗୋଚ୍ଛାବାଡ଼ି ଗ୍ରାମରୁ ଏକ ହୋଣ୍ଡା ସିଟି କାର ମଧ୍ୟରୁ ୧୨୦ କେନି ଗଞ୍ଜେଇ ଜବତ କରିଛି। ଘଟଣା ପ୍ରକାରେ,ଭଞ୍ଜନଗର ରୁ ହୋଣ୍ଡା ସିଟି କାର ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ…

ବିଶିଷ୍ଟ ଭIସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ନିଆରା ପ୍ରୟାସ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଓ ଗାନ୍ଧୀଜିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପାଳିତ ହେଉଥିବା ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଓଡିଶାର ବିଶିଷ୍ଟ ଭIସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ୧୫୦ ଟି ସ୍କୁଲରେ ଲାଇଭ ପ୍ରୋଟେଟ ଅଫ ଗାନ୍ଧିଜୀ…

ରାନ୍ଦିଆ ଶ୍ରୀରାମ ଟ୍ରକ ମାଲିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ( ସୀତାକାନ୍ତ ପାଢ଼ୀ)-:ଭଦ୍ରକ ରାନ୍ଦିଆ ସ୍ଥିତ ଶ୍ରୀରାମ ଟ୍ରକ ମାଲିକ ସଂଘ ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସଂଘ କାର୍ଯ୍ୟାଳୟ ରେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ! ଶ୍ରୀରାମ ଟ୍ରକ ମାଲିକ ସଂଘ ର ନବ ନିର୍ବାଚିତ ସଭାପତି ଭାବେ ପ୍ରଶାନ୍ତ କୁମାର ପରିଡା.ଉପ ସଭାପତି…

ଝାରବନ୍ଧ ବ୍ଳକ ସରପଞ୍ଚ ସଙ୍ଗଠନ ଗଠିତ

ଝାରବନ୍ଧ-ମନୋହର ଦାଶ: ପଶ୍ଚିମ ଓଡ଼ିଶାର ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ପୀଠ ସ୍ଥଳୀ ଠାରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ସରପଞ୍ଚ ଭାଇ,ଭଉଣୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଉଦ୍ଦେଶ୍ୟ ରେ ସମସ୍ତ ସରପଞ୍ଚ ମାନଙ୍କୁ…