ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବନ ବିଭାଗ ଚଢ଼ଉ କରି ପିକଅପ ସହିତ ଲକ୍ଷ୍ୟାଧିକ ଟଙ୍କା ର କାଠଗଣ୍ଠି ଜବତ କରିଛି ଡ଼ଭା ପଞ୍ଚାୟତ ହରଡ଼ାଟାଲ ଠାରେ କେନ୍ଦୁ କାଠଗଣ୍ଠି ଚୋରା ଚାଲାଣ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଝାରବନ୍ଧ ବନପାଳ ଗିରିରାଜ କୁମ୍ଭାର ଙ୍କ ସହିତ ବନ ରକ୍ଷୀ ପ୍ରତିମା ସୁନା ଏବଂ ବନ ବିଭାଗ କର୍ମଚାରୀ ମାନେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ରହିଥିବା 78 ଖଣ୍ଡ,171 cft କେନ୍ଦୁ କାଠଗଣ୍ଠି ସହ ପିକଅପ ଜବତ କରିଥିଲେ l ଜବତ କାଠଗଣ୍ଠି ର ମୂଲ୍ୟ ହାରାହାରୀ ମୂଲ୍ୟ 2 ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ କୁମ୍ଭାର କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post