ରାୟଗଡ଼ ନିର୍ବାଚନ ମଣ୍ଡଳୀରେ ବୁଲିଲା ଭୋଟର ସଚେତନତା ରଥ

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରୁ ବୁଧବାର ଗଡିଲା ଭୋଟର ସଚେତନତା ରଥ । ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଉପ ଜଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀ ଭୀମସେନ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।…

ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ

ଭୁବନେଶ୍ୱର, ୨୧/୦୯: ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି । ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ…

ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ସୋସାଇଟିରେ ବିଦ୍ୟୁତ ଚୋରି ଧରାପଡ଼ିଲା

ଭୁବନେଶ୍ୱର: ଏକ ଅବିଶ୍ୱସନୀୟ ଘଟଣାକ୍ରମରେ ଟିପିସିଓଡିଏଲ୍ର ଅଧିକାରୀମାନେ ଏକ ବଡ଼ ଧରଣର ବିଦ୍ୟୁତ ଚୋରି ମାମଲା ଠାବ କରିଛନ୍ତି । ଏକ ଯାଂଚ ସମୟରେ ବାରଙ୍ଗ ଇଲେକ୍ଟ୍ରିକାଲ୍ ସେକ୍ସନ୍ ଅଧୀନସ୍ଥ ପଦସାହିରେ ଥିବା ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ସୋସାଇଟିର ୧୮ଟି ଘରେ ବିଦ୍ୟୁତ ଚୋରି ପାଇଁ ସ୍ଥାୟୀ…

ଗ୍ରାମିଣ ଡାକ ସେବକ ଙ୍କ ଅକାଳ ବିୟୋଗରେ,ମର୍ମାହତ ଗେଡମା ପଞ୍ଚାୟତବାସୀ

ହାଟଡିହି ମକରଧ୍ବଜ ଯେନା: କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଗେଡମା ପଞ୍ଚାୟତର ଗେଡମା ଗ୍ରାମିଣ ଡାକ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର ଗୋଲକ ବିହାରୀ ଦାସ ବୟସ (୫୫) ଙ୍କ ଅକାଳ ବିୟୋଗ ଘଟିଛି।ସେ ଗତ ଛଅ ମାସ ପୂର୍ବରୁ ଶ୍ରୀରାମ ହସ୍ପିଟାଲ୍, ବାଲେଶ୍ବର ଘରୋଇ କ୍ଲିନିକ୍ ରେ କିଡିନ୍ ଷ୍ଟୋନ୍…

ରକ୍ତ ଦାନ ଶିବିର ଆୟୋଜିତ

ବାସୁଦେବପୁର- ଓଡ଼ିଶା ମୋ ପରିବାର ଆନୁକଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର ବାରପୁର ମହାବିଦ୍ୟାଳୟ  ପରିସରରେ ଅନୁଷ୍ଟିତ ହୋଇଯାଇଛି ll ଏଠାରେ ମୁଖ୍ୟ ଅତିଥି ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ ବିଧାୟକ ବ୍ରିଷ୍ଣୁବ୍ରତ ରାଉତରାୟ । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ରକ୍ତ…

ବହୁରୂପୀ ଏଣ୍ଡୁଅ ମୋଦି ନବୀନଙ୍କ ଜନ୍ମଦିନ

ଅନୁଗୁଳ : ମୋଦି ଓ ନବୀନ, ପୁଣି ବହୁରୂପୀ ଏଣ୍ଡୁଅ ! ଶୁଣି ଟିକେ ଅଖାଡୁଆ ଲାଗିପାରେ | ହେଲେ ବହୁରୂପୀ ଏଣ୍ଡୁଅ ମୋଦି ନବୀନଙ୍କ ଜନ୍ମଦିନ ଆଜି ପାଳିତ ହୋଇଛି | ଅନୁଗୁଳ ମାନବ ସେବାଶ୍ରମ ରେ ପ୍ରତିଷ୍ଠାତା ଚିନ୍ମୟୀ ଦାସଙ୍କ ଉପସ୍ତିତିରେ ପାଳିତ ହୋଇଛି ବହୁରୂପୀ ଏଣ୍ଡୁଅ ମୋଦି ଓ ନବୀନଙ୍କ ଜନ୍ମ…

ବୁଧବାର ଦିନ ଗଜପତି ଜିଲ୍ଲାରେ ପହଞ୍ଚିବ ଅହିଂସା ରଥ

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି। ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଗଜପତି ଜିଲ୍ଲାରେ…

“୪୦ ବର୍ଷର ସମସ୍ୟାର ୪୦ ମିନିଟ୍‌ରେ ସମାଧାନ କଲେ ପାଣ୍ଡିଆନ”

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ କୋଭିଡ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ସ୍ବତନ୍ତ୍ର ନୀତି ଆସିବ ସବୁ ଇଡ୍‌କୋ ଶିଳ୍ପାଞ୍ଚଳରେ ଶ୍ରମିକ ମାନଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ ହେବ…

ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜେଲ ଆଇନ ସଚେତନତା ଶିବିର

ଭୁବନେଶ୍ୱର/ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂ, ଖୋର୍ଦ୍ଧା ଜିଲ୍ଲା ଜଜ୍ ଶ୍ରୀ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ସବଜେଲ ଓ ବାଣପୁର ସବଜେଲ ପରିଦର୍ଶନ କରି ଜେଲ ଅନ୍ତେବାସୀମାନଙ୍କର ବିଭିନ୍ନ ଅଭାବ ଅସୁବିଧା, ସେମାନଙ୍କ…

ଜଳସେଚନ, ଜଳ ସଂରକ୍ଷଣର ଫମ୍ଫା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର: ପ୍ରଦୀପ ପୁରୋହିତ

 ୨୦୦୭ ମସିହା ‘ଜଳ ନୀତି’ର ସ୍ଥିତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତୃପକ୍ଷ ଗଠନ କଲେ ନାହିଁ  ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ୍ ଡେମ୍ ନିର୍ମାଣ ଆଳରେ କେବଳ ଦଳୀୟ…