ବ୍ଲକ ସ୍ତରୀୟ ସୁନେତ୍ର ଚିକିତ୍ସା ଶିବିର

ଜଗତସିଂପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିନପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁନେତ୍ର ଚିକିତ୍ସା ଶିବିର ତା -୨୩,୦୯,୨୦୨୨ ରିଖ ଶୁକ୍ରବାର ଦିନ ସୁନେତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି |ବ୍ଲକ ସ୍ତରୀୟ ସୁନେତ୍ର ଚିକିତ୍ସା ଶିବିର…

ଗାଁ ରାସ୍ତାର ଶୋଚନୀୟ ଅବସ୍ଥା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଗାଁ ରେ ଥିବା ଲୋକମାନଙ୍କ ରାସ୍ତାଘାଟ, ପୋଲ ଓ ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ କିନ୍ତୁ ତାହା ଜନସାଧାରଣଙ୍କ ପାଖରେ ପହଂଚି ପାରୁନାହଁ l କିଛି କୁଜି ନେତା ଓ କଂଟ୍ରାକଟର ସେହି ଟଙ୍କାକୁ ହଡପ କରୁଛନ୍ତି l ପୋଲରାସ୍ତା…

ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ବ୍ୟାଙ୍କ୍ , ପୋଷ୍ଟ ଅଫିସ୍ ଏବଂ ଶିଶୁ ମିତ୍ର ଥାନା ଭ୍ରମଣ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ…

କେତେ ନିରାପଦ ଏଇ ପିଲାମାନେ ହେଜିବେ କି ସରକାର

ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ଲାଡ ଅଙ୍ଗନୱାଡ଼ି କେନ୍ଦ୍ର(୧)ର ଶିଶୁ କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଅନ୍ତର୍ଗତ ଲାଡ଼ ଅଙ୍ଗନୱାଡ଼ି କେନ୍ଦ୍ର(୧) ବିପଜ୍ଜନକ ଅବସ୍ଥାରେ ରହିଛି l ଏଠାରେ ୧୫ ଜଣ ଶିଶୁ ପ୍ରାକଶିକ୍ଷା…

ଗରୀବ ଅସହାୟକ ଙ୍କ କାହାଣୀ କହିଲା ନାଟକ “ଭୋକ”

(ନାଟ୍ୟଧାରାରେ କ୍ରିଏଟିଭ ଆର୍ଟସ ର ନାଟକ)  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ "କ୍ରିଏଟିଭ ଅର୍ଟସ୍" ପକ୍ଷରୁ ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ନାଟକ "ଭୋକ" ମଞ୍ଚସ୍ଥ ହୋଇଯାଇଛି । କାହାଣୀ ଟି ଏପରି , ରିକ୍ସା ଆଉ ଚାଲୁନି…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ବରଗଡ:-ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଫ୍ରେଜରପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ବରଗଡ ଜିଲ୍ଲାପାଳ ଶ୍ରୀମତି ମୋନିଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର…

ସଡ଼କ ଦୁର୍ଘଟଣା ରେ ସ୍କୁଟି ଆରୋହୀ ଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି କଲେ ଗ୍ରାମବାସୀ l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ହୁ ହୁ ହୋଇ ବଢିଚାଲିଛି l ପ୍ରଶାସନ ର ଟ୍ରାଫିକ ବ୍ୟବସ୍ଥା ଦୁର୍ବଳ ସର୍ବୋପରି ସଚେତନତା ଅଭାବ ହେତୁ ବହୁ ଧନଜୀବନ ହାନି ଘଟୁଥିବାର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ମାହାଙ୍ଗା ବ୍ଲକ ଗୋତରା…

ଭଦ୍ରକ ମେଡିକାଲ ପରିସରରେ ଅଭାବନୀୟ: ପରିତ୍ୟକ୍ତ ବ୍ୟାଗରୁ ମିଳିଲା ନବଜାତକ

ଭଦ୍ରକ: (ସତ୍ୟବ୍ରତ ନୟକ )ବ୍ୟାଗ ଭିତରୁ ମିଳିଲା ନବଜାତକ ଶିଶୁ । ଏମିତି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସୂଚନା ଅନୁଯାୟୀ ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ କିଛି ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗ କେହି ନ ନେବାରୁ…

ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର | ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଏହି ଦାୟିତ୍ୱ ବଣ୍ଟନ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ୧୯ ମନ୍ତ୍ରୀ ଏବଂ ୧୧ ବିଧାୟକ । ରାଜ୍ୟ ସରକାରଙ୍କ…

ମେଲଛାମୁଣ୍ଡା ଦୁର୍ଗାପୂଜା କମିଟି ତରଫରୁ ରାବଣ ବରଣ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ସାର୍ବଜନୀନ ଦୂର୍ଗାପୂଜା ଅବସରରେ ମନୋରଂଜନ କାର୍ଯ୍ୟକ୍ରମ ସକାଶେ ହେବାକୁ ଥିବା ରାମଲିଲାର ମୁଖ୍ୟ ଆର୍କଷଣ ରାବଣ ଚରିତ୍ର ପାଇଁ ଆଜି ରାତ୍ରରେ କଳାକାର ବରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଟଲି ବ୍ଳକ ଅର୍ନ୍ତଗତ ନୂଆଗଡସ୍ଥିତ ମାଁ ଲେହେନୀଶ୍ୱରୀ କଳା ଓ…