ଭଟଲି ଜନସମ୍ପର୍କ ପଦଯାତ୍ରା ରେ ସାମିଲ ହେଲେ ରେକର୍ଡ ସଂଖ୍ୟାରେ ମାତୃଶକ୍ତି

ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ଙ୍କର ଦ୍ୱାରା ଜନସାଧାରଣ ବିକାଶ ଓ ମଙ୍ଗଳ ପାଇଁ କରାଯାଉଥିବା ସମସ୍ତ ଯୋଜନା ଓ କାର୍ଯ୍ୟକୁ ସିଧାସଳଖ ଜନସାଧାରଣଙ୍କୁ ଅବଗତ କରେଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳ ତରଫରୁ…

ମୁମ୍ବାଇ ଓଡିଶା ଭବନ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି…

ଅରୁଣଙ୍କ ନେତୃତ୍ୱରେ ନୟାଗଡରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଓ ବିଶାଳ ସମାବେଶ

ନୟାଗଡ : ନୟାଗଡ଼(ବିଶ୍ଵଜିତ ନାୟକ) - ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ଙ୍କର ଦ୍ୱାରା ଜନସାଧାରଣ  ବିକାଶ ଓ ମଙ୍ଗଳ ପାଇଁ କରାଯାଉଥିବା ସମସ୍ତ ଯୋଜନା ଓ କାର୍ଯ୍ୟକୁ ସିଧାସଳଖ ଜନସାଧାରଣଙ୍କୁ ଅବଗତ କରେଇବା ଓ ସଚେତନତା ସୃଷ୍ଟି କରିବା…

ବରଗଡ଼ ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶିଶୁ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ

ବରଗଡ :- ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଡ଼ ଏଡ଼ ଆକ୍ସନ , ୟୁନିସେଫ , ବରଗଡ଼ ପୋଲିସ ତରଫରୁ ପାଇକମାଲ ବ୍ଲକ ଦଶ ଗୋଟି ଗ୍ରାମପଞ୍ଚାୟତ ରେ ଆଜି ଶିଶୁ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ ର ସୁଭାରମ୍ବ ଆଜି ମାଣ୍ଡିଆଢ଼ିପା ଗ୍ରାମପଞ୍ଚାୟତ ରୁ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ କୁ ବରଗଡ଼…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ନୃସିଂହ ନାଥ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ :- ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ନୃସିଂହ ନାଥ ମନ୍ଦିର ପରିସରରେ ବୁଧବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ର 50ଜଣ ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ |ଏହି ସଫେଇ କାର୍ଯ୍ୟକ୍ରମ କୁ ପାଇକମାଳ ତହସିଲଦାର…

ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଆଗାମୀ ୫ ବର୍ଷରେ ରାଜ୍ୟରେ ୧ ଲକ୍ଷ ଗଭୀର ସେଚ କୂପ ସ୍ଥାପନ ମାଧ୍ୟମରେ ୫ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯିବ : ଶ୍ରୀ ପତ୍ରୀ ଭୁବନେଶ୍ୱର: ନିଜର ନିଷ୍ଠା ଓ କାର୍ଯ୍ୟଦକ୍ଷତା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଜିତି ନିଜ ପୂର୍ବ ପଦବୀ ବଜାୟ ଶ୍ରୀ ଅମରେଶ ପତ୍ରୀ ଆଜି…

ଜମିପଟ୍ଟା ସଂଶୋଧନ ପାଇଁ ସ୍ୱତନ୍ତ୍ର ଅଭିଯାନ

ବରଗଡ :-ଓଡିଶା ସରକାର ଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଓ ପାଇକମାଲ ତହସିଲଦାର ଶ୍ରୀ ପରୀକ୍ଷିତ ସାହୁ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ପାଇକମାଲ ତହସିଲ ଅନ୍ତର୍ଗତ , ବିଭିନ୍ନ ଗ୍ରାମରେ ତହସିଲଦାର ଙ୍କର…

ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ରାଉରକେଲା,(ବସନ୍ତ କୁମାର ଜେନା): ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଶ୍ରୀଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ବିଜୁ ସ୍ୱାସ୍ଥ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା…

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂହ ଜଗତସିଂହପୁର ସହରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହସ୍ପିଟାଲଗୁଡିକୁ ଯୁଗ୍ମ ପରିଦର୍ଶନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ…

ଦେଶୀ ଓ ବିଦେଶୀ ମଦ ଜବତ, ୦୨ ଗିରଫ l

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ଅନନ୍ତପୁର, ଜଳମଣ୍ଡୁଆ, ବ୍ରହ୍ମପୁର, ଚୂଡ଼ାକୁଟି, କଲ୍ୟାଣୀ ଏବଂ ଧୂଷୁରୀ ଥାନା ଅନ୍ତର୍ଗତ ଝାରଡ଼ିଆ ଗ୍ରାମ…