ମାକ୍ଷାନଗର/ରିତେଶ ବ୍ରହ୍ମା- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ପୂର୍ବତଟ ରେଳପଥର ଟ୍ରାକରେ ଆଜି ପ୍ରଥମ ଥର ପାଇଁ ପରିକ୍ଷାମୂଳକ ଭାବେ ଗଡ଼ିଲା ମାଲ ବାହି ଟ୍ରେନ , ଅନୁଗୁଳ ଠାରୁ ସୁକିନ୍ଦା ଯାଏଁ ନିର୍ମାଣ ହୋଇଥିବା ରେଳ ଲାଇନରେ ବାଘୁଆପାଲ ଠାରୁ ବୁଢାପଙ୍କ ଯାଏଁ ଟ୍ରାକରେ ଗଢିଥିଲା।କାମାକ୍ଷାନଗର ଠାରେ ପହଞ୍ଚିବା ଏଠାରେ ଉପସ୍ଥିତ ଥିବା କର୍ମଚାରିଙ୍କ ତରଫରୁ ସ୍ବାଗତ କରାଯାଇଥିଲା।ଅନୁଗୁଳ ସୁକିନ୍ଦା ୯୫କିମି ରେଳ ରାସ୍ତା କାମ ସରି ଯାଇଥିବା ବେଳେ ଗତ କିଛି ଦିନ ପୂର୍ବରୁ ଖାଲି ଇଞ୍ଜିନ ଗଡିଥିଲା ଆଉ ଆଜି ୫୮ଟି ବଗି ଥିବା ମାଲ ବାହିଟ ଟ୍ରେନ ଗଡ଼ିଲା ଥିଲା ।ଆଗକୁ ଏହା ପ୍ରତ୍ୟେକ ଦିନ ଚାଲିବ ବୋଲି ଅଧିକାରୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.