Sign in
Sign in
Recover your password.
A password will be e-mailed to you.
ବର୍ଷା ଙ୍କର ପ୍ରତି ବଢ଼ିବାରେ ଲାଗିଛି ଲୋକଙ୍କ ଭରସା
ବର୍ଷା ଙ୍କର ପାଇଁ ଗାଁ ଗାଁ ରେ ପ୍ରଚାର ପ୍ରଚାର କରୁଛନ୍ତି ଦଳୀୟ ନେତୃ ମଣ୍ଡଳୀ ।
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ସମୟ ଧୀରେ ଧୀରେ ପାଖେଇ ଆସୁଛି । ଯଦିଓ ସରକାରୀ ସ୍ତରରେ ଉପନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଏ ଯାଏ ଘୋଷଣା ହୋଇ ନାହିଁ ତଥାପି ବର୍ତ୍ତମାନ ପ୍ରଚାର…
ବିଧାନସଭା ସମ୍ମୁଖରେ ୨ଦିନରେ ବିଜେପିର ସତ୍ୟାଗ୍ରହ
ଚାଷୀଙ୍କୁ ମୋହାରା ବନାଇ ନିର୍ବାଚନ ବୈତରଣୀ ପାର ହେବାର କଳ୍ପନା କରୁଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ଓଡିଶାରେ ଚାଷୀଙ୍କୁ ସର୍ବଦା ଅବହେଳିତ କରୁଛନ୍ତି ରାଜ୍ୟ ସରକାର । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ…
ପଦ୍ମପୁର ଉପ ନିର୍ବାଚନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିଦଳ
ନିର୍ବାଚନମଣ୍ଡଳୀର ସମସ୍ତ ‘କାର୍ଯ୍ୟରତ କିମ୍ବା ବାସିନ୍ଦା’ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ବାଦ୍ ଦିଆଯାଉ: ବିଜେପି
ଭୁବନେଶ୍ୱର, : ନିର୍ବାଚନମଣ୍ଡଳୀରେ ଥିବା କୈାଣସି ସରକାରୀ ଅଧିକାରୀ କିିମ୍ବା ସରକାରୀ ଚାକିରୀ କରୁଥିବା ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା…
ଦାଉଦପୁର ଗ୍ରାମ ପଞ୍ଚାୟତ ମା ବୁଢ଼ୀ ଜାଗୁଳାଇ ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ର କଳସ ଶୋଭାଯାତ୍ରା ଅନୁଷ୍ଠିତ l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ବଗୁଲିପଡ଼ା ଓ ଚାନ୍ଦପୁର ଗ୍ରାମବାସୀ ଙ୍କ ସହଯୋଗରେ ମା ବୁଢ଼ୀ ଜାଗୁଳାଇ ଙ୍କ ପୀଠରେ ଶ୍ରୀ ଶ୍ରୀ ଶଙ୍କଟମୋଚନ ହନୁମାନଜୀଉ ଙ୍କ 3ୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଶନିବାର…
ବୈଜୟନ୍ତଙ୍କ ମଣିଷପଣିଆ : ତାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ମୃତ ଓଡିଆ ଯୁବକ ନାରାୟଣ ବେହେରାଙ୍କ ମରଶରୀର ଆଜି ଅପରାହ୍ନରେ ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ନାରାୟଣଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଶ୍ରୀ ପଣ୍ଡା…
ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ସଂହତି ସମାରୋହ ପାଳିତ
ଭୁବନେଶ୍ୱର- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୧୦୫ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଆଜି ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କଠାରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ସମାରୋହ ସମିତିର ଅଧ୍ୟକ୍ଷ ତଥା ବିଧାୟକ…
ଟୋଲଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି ଜୋରଦାର
ଭଦ୍ରକ : (ସତ୍ୟବ୍ରତ ନାୟକ): ଟୋଲଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବାକୁ ନେଇ ଅସନ୍ତୋଷ ବଢୁଛି । ଟୋଲଗେଟ ସମ୍ମୁଖରେ ସ୍ଥାନୀୟ ଯୁବକ ଯୁବତୀ ଧାରଣାରେ ବସିଥିବା ବେଳେ ବିଜେପି ସେମାନଙ୍କୁ ସମର୍ଥନ ଦେଇଛି । ଅନ୍ୟପଟେ ନାଗରିକ ମଞ୍ଚର ଦାବି ସହ କଂଗ୍ରେସ ମଧ୍ୟ କେତେକ ଦାବି ନେଇ…
ତିନି ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ
https://youtu.be/_wYOXC1IfCI
ବନ୍ତ (ପୂଜା ରାଉତ ) : ତିନି ଦଫା ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନସନ ଯୋଜନା ଭୁକ୍ତ) ବନ୍ତ ବ୍ଲକ ଶାଖା | ମହାସଂଘର ପ୍ରତିନିଧି ମାନେ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ଶିକ୍ଷା…
ଶ୍ରୀ ଶ୍ରୀ ବାବା ଗ୍ରାମେଶ୍ବର ଦେବ ଓ ମା ରାମଚଣ୍ଡୀ ଦେବୀଙ୍କ ଚାରିଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ
ବାଣପୁର/ଖୋର୍ଦ୍ଧ(ସେକ୍ କୌଶର ):-ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଘାସଡିହ ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଭାଟପଡା ଅଂଚଳର ସୀମାଠାକୁର ଶ୍ରୀ ଶ୍ରୀ ବାବା ଗ୍ରାମେଶ୍ବର ଦେବ,ମା ରାମଚଣ୍ଡୀ ଦେବୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ ମହୋତ୍ସବ ରୀତି ନୀତି ଅନୁସାରେ ପନ୍ଦର ତାରିଖ ଠାରୁ…
ପଦ୍ମପୁର ପାଇଁ ବିଜେଡି ଜାରି କଲା ତାରକା ପ୍ରଚାରକ ତାଲିକା
ପଦମପୁର ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବରଗଡ: ପଦମପୁର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନାମ | ଅର୍ଥାତ ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ…