କିଟରେ ପେଡିକ୍ରିଟିକନ୍‍ -୨୦୨୨ ଉଦ୍‍ଯାପିତ: ସମସ୍ତ ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ…

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍‍ ଏକାଡେମୀ ଅଫ୍‍ ପେଡିଆଟ୍ରିକ୍‍ସ (ଆଇଏଏପି) ଇଣ୍ଟେନ୍‍ସିଭ୍‍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍‍-୨୦୨୨ ରବିବାର ଉଦ୍‍ଯାପିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଦେଶ ଓ ବିଦେଶର ଶିଶୁରୋଗ ବିଶେଷଜ୍ଞମାନେ ସମସ୍ତ…

ଉଦଘାଟନ ହେଲା ଧାନ ମଣ୍ଡି , ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ମିଲରଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିଲେ ଆଦିବାସୀ…

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର.ଏମ.ସି ୟାର୍ଡ ଠାରେ ନିୟନ୍ତ୍ରିତ ବଜାର କମିଟି ରାୟଗଡା ପକ୍ଷରୁ୨୦୨୨-୨୩ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟନ କରାଯାଇଛି । ଏହି ଧାନ ମଣ୍ଡି କୁ ଚାଷୀ ଦାଶରଥି ନାୟକ ଙ୍କ…

ଶିଶୁ ବିଦ୍ୟା ମନ୍ଦିର ବାର୍ଷିକକ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲାକାଶୀପୁର ବ୍ଲକ ଟିକିରି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଦୁଇଦିନ ଧରିଚାଲିଥିବା ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି ।ଏହି ସଙ୍କୁଳ ସ୍ତରୀୟ ପ୍ରତିଯୋଗିତାରେ ଟିକିରିସରସ୍ୱତୀ ଶିଶୁ ବିଦ୍ୟା…

୧୪ ତମ ଅକ୍ଷୟ ମେମୋରିଆଲ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଦଶମାଇଲ ଦଳ ଚାମ୍ପିଅନ

ବିଜେପୁର : ବିଜେପୁର ବ୍ଲକ୍ ଖରମୁଣ୍ଡା ଠାରେ ୧୪ ତମ ଅକ୍ଷୟ ମେମୋରିଆଲ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖରମୁଣ୍ଡା ଯୁବ କ୍ରୀଡା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଜାରିଂ, ଆଇମାଲ୍ , କନାପାଲି, ବରପାଲି , କାଇଁଶିର, ଖୁଣ୍ଟପାଲି, ଦଶମାଇଲ, ରକ୍ସା ଆଦି ଆଠ ଗୋଟି ଦଳ କୁ ନେଇ…

ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ : ମାଇକଞ୍ଚ ଠାରେ ସହିଦ ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲା କାଶୀପୁର ବ୍ଲକର ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ।ସହିଦଙ୍କୁ ମନେପକାଇ ମାଇକଞ୍ଚ ଠାରେ ଥିବା ସହିଦ ସ୍ତମ୍ବ ନିକଟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଡିସେମ୍ବର ୧୬ ତାରିଖ ଦିନ ସହିଦ ଦିବସ ପାଳିତ ହୋଇଯାଇଛି। କାଶୀପୁର ବ୍ଲକ…

Big Breaking : ଓଡଗାଁ ପୋଲିସକୁ ବଡ ସଫଳତା: ସୁସ୍ଥ ଅବସ୍ଥାରେ ମିଳିଲା ନିଖୋଜ ବାଳକ ଅମ୍ରିତ

ଓଡଗାଁ ( ଶ୍ରୀକାନ୍ତ ମିଶ୍ର ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ ବର୍ଷର ପୁଅ ଅମ୍ରିତ ଆଜି ଉକ୍ତ ଗ୍ରାମ ପଣ୍ଡିତସାହିର ଏକ ବନ୍ଦ ଘର ମଧ୍ୟରୁ ଉଦ୍ଧାର କରାଯାଇଛି । ଅମ୍ରିତ ଟିଉସନରୁ ଫେରୁଥିବା ବେଳେ ନିଖୋଜ ହୋଇଥିଲା । ପରିବାର ଲୋକେ…

କୁରାଳ ଅମ୍ରିତ ଅପହରଣ ଘଟଣାକୁ ପୁରିଲା ୭୨ଘଣ୍ଟା,

ଜିଲ୍ଲାର ୪ ପୋଲିସ ଟିମ ଦ୍ବାରା ଘଟଣାର ଛାନଭିନ, ସନ୍ଦେହରେ ୨ଜଣଙ୍କୁ ଥାନାରେ ପଚରାଉଚରା ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା କୁରାଳ ଗ୍ରାମରୁ ଗୁରୁବାର ସନ୍ଧ୍ୟାରେ ନିଖୋଜ ନାବାଳକ ଘଟଣା ୭୨ ଘଣ୍ଟା ପୁରି ଥିଲେ ମଧ୍ୟ ଏଜାବତ ପୋଲିସ ଅମ୍ରିତର ନିଖୋଜ ସମ୍ପର୍କରେ କୌଣସି ସୁରାକ…

ସର୍ବଭାରତୀୟ ଓଡ଼ଗାଁ କପ୍ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ୨୦୨୨ଉଦଯାପିତ

ସୋନପୁର ରାମଧୁନ କ୍ଳବ ଚମ୍ପିୟାନ: ଭୁବନେଶ୍ୱର ଜଗା ୟୁନାଇଟେଡ ରନର୍ସଅପ ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୪ର୍ଥ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କ୍ଳବ ୨୦୨୨ ରବିବାର ଦିନ ଉଦଯାପିତ ହୋଇ ଯାଇଛି । ଆଜିର ଉଦଯାପନୀ ତଥା ଫାଇନାଲ…

ନୟାଗଡ଼ ସଂକୁଳ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ପାଳିତ

ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଚଳିତମାସ ୧୭ ଓ ୧୮ ତାରିଖ ୨ ଦିନ ଧରି ନୟାଗଡ଼ ଜିଲ୍ଲା ସଂଙ୍କୁଳ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ୨୦୨୨/୨୩ ଓଡ଼ଗାଁ ମହୋତ୍ସବ ପଡିଆରେ ପାଳିତ ହୋଇଯାଇଛି । ରବିବାର ଦିନ କ୍ରିଡାର ଉଦଯାପନ ଦିବସରେ ଶିଶୁ…

ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବୀ ପ୍ରସ୍ତୁତି ଉପରେ ବିରାଟ ଚାଷୀ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଚାଷୀଙ୍କ କୃଷି ଉତ୍ପାଦର ଉଚିତ୍ ମୂଲ୍ୟ ସମେତ ପ୍ରତ୍ୟେକ ଚାଷୀ ପରିବାରକୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ସକଳ ସ୍ତରରେ ଚାଷୀଙ୍କୁ ସମ୍ମାନ ଦେବା ଦାବୀରେ ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ନବ ନିର୍ମାଣ…