ପାଟିଲୋ ରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା

ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଜଗତସିଂହପୁର/ସୁମନ୍ତକୁମାରଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପାଟିଲୋ ପଂଚାୟତ , ତିର୍ତ୍ତୋଲ ବ୍ଲକ ଗ୍ରାମ ପଂଚାୟତରେ ଥିବା ମହିଳୋ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପଂଚାୟତସ୍ତରୀୟ ଖେଳ ଅନୁଷ୍ଠିତ…

ଏଲଡରଲାଇନ ୧୪୫୬୭ ତରଫରୁ ଏକ ଜନ ସଚେତନ କାର୍ଯ୍ୟକ୍ରମ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଏଲଡରଲାଇନ ୧୪୫୬୭ ତରଫରୁ ଏକ ଜନ ସଚେତନ କାର୍ଯ୍ୟକ୍ରମ ଖଇରଙ୍ଗ ଗ୍ରାମପଂଚାୟତ ପୁରୁଣାଗଡ଼ ଗ୍ରାମରେ ଆୟୋଜିତ ହୋଇଯାଇଛି l ଏଲଡଲାଇନ ୧୪୫୬୭ ତଥା ବରିଷ୍ଠ ନାଗରିକ ହେଲ୍ପଲାଇନ ସେବା ଯେଉଁଥିରେ ଏଲଡଲାଇନର ସଦସ୍ୟ ବାସୁଦେବ ଦାସ ଓ ଏଲଡଲାଇନର ଟିମ ଲିଡର ଜୟନ୍ତ…

ଜିଆରଏସ ଙ୍କ ସ୍ତ୍ରୀ ଟ୍ରାକ୍ଟର ଧକ୍କାରେ ମୃତ

ସ୍ବାମି ଓ ୧୩ ମାସର ଶିଶୁ ଗୁରୁତ୍ତର ଅବସ୍ଥା ରେ ମେଡିକାଲରେ ଭର୍ତ୍ତି । କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲ୍ଲା ଥେରୁବାଲି ନିକଟରେ ଅଜଣା ଟ୍ରାକ୍ଟର ଧକ୍କାରେ ଜିଆରଏସ ଙ୍କ ସ୍ତ୍ରୀ ମୃତ ହୋଇଥିବା ବେଳେ ସ୍ବାମି ଓ ୧୩ ମାସର ଶିଶୁ ଗୁରୁତ୍ତର ଅବସ୍ଥା ରେ ଶିଶୁକୁ ଜିଲ୍ଲା…

ବିଏଲଓ ସୁପରଭାଇଜର ଶିକ୍ଷକ ଙ୍କ ଜରୁରୀ ବୈଠକ ସମୟରେ ଗାଡି ଚୋରି

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ପଞ୍ଚାୟତ ସମୁଖ ରୁ ଆଜି ସନ୍ଧ୍ୟାରେ ବିଏଲଓ ସୁପରଭାଇଜର ଶିକ୍ଷକ ମାନଙ୍କ ଏକ ଜରୁରୀ ବୈଠକ ରହିଥିଲା ଏହି ସମୟରେ ଶିକ୍ଷକମାନେ ପଞ୍ଚାୟତ ସମୁଖରେ ବାଇକ୍ ରଖି ବୈଠକ ରେ ବସିଥିବା ବେଳେ ଏହା ସୁଜଗ ନେଇ…

ପଂଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା:ବିର୍ଜାମ ଚମ୍ପିୟାନ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଠାରେ ଏକଦିବସୀୟ ପଂଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥି, ସରପଂଚ ଶ୍ରଦ୍ଧାଂଜଳି ସାହୁ, ପଙ୍କଜ…

ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ତରଫରୁ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ. ପ୍ରଦୀପ କୁମାର ପ୍ରଧାନ ମଂଚ ପରିଚାଳନା…

ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ସିକେ ବିର୍ଲା ହେଲ୍‌ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍‌ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା…

ନୟାଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଆଜି ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଓଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୃର ବାରିକ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ମଣ୍ଡଳ…

ଜାତୀୟ ପତାକା ବ୍ୟବହାରକୁ ସହଜ ଓ ଲୋକାଭିମୁଖୀ କରାଇବାରେ ଏକ ଐତିହାସିକ ଦିନ

ଯୋଡ଼ା( ପାର୍ଥ ସାରଥି ଷଡ଼ଙ୍ଗୀ)ଡିସେମ୍ବର ୨୦୦୫ ଭାରତୀୟ ଜାତୀୟ ପତାକାର ଲୋକତନ୍ତ୍ରୀକରଣ ଇତିହାସରେ ଏକ ପ୍ରମୁଖ ଦିନ । ଏହି ଦିନ ଭାରତ ସରକାର ରାଷ୍ଟ୍ରୀୟ ଗୌରବ ଅପମାନ ନୀବାରଣ ଅଧିନିୟମ - ୧୯୭୧ରେ ସଂଶୋଧନ କରିଥିଲେ, ଯାହା ପ୍ରତ୍ୟେକ ନାଗରିକଙ୍କୁ ଅଣ୍ଟା ଉପର କପଡା ଉପରେ ଜାତୀୟ ପତାକା…

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କର ତୁଫାନି ଗସ୍ତ

ଆରଡ଼ିସି ଓ ଜିଲ୍ଲାପାଳଙ୍କ ସହିତ ପାଇକମାଲ ଓ ଝାରବନ୍ଧ ର ପାଞ୍ଚ ଗୋଟି ପ୍ରକଳ୍ପ ବୁଲି ଦେଖିଲେ ବରଗଡ :- ମୁଖ୍ୟମନ୍ତ୍ରୀ ଙ୍କର ମୁଖ୍ୟ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଓ ଝାରବନ୍ଧ ଗସ୍ତରେ ଆସି ସରକାରଙ୍କ…