ତୁରନ୍ତ କମ୍ପାନୀ କରନ୍ତୁ ନଚେତ ୧୭ ବର୍ଷ ଧରି ମାଡ଼ି ବସିଥିବା କମ୍ପାନୀ କର୍ତ୍ତୃପକ୍ଷ ଆମ ଜାଗାକୁ କ୍ଷତିପୂରଣ ସହ ଜମି…

ନଚେତ ହଜାର ହଜାର ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀ ରାଜଧାନୀ ଆସି ଜୋରଦାର ଆନ୍ଦୋଳନ କରିବେ  "କୋଡ଼ିଙ୍ଗାମାଳି ବକ୍ସାଇଟି ଖଣି ପାଇଁ ସରକାର ଆଦିତ୍ୟ ଆଲୁମିନା ସହ ଏମଓୟୁ କଲେ କାମ ଆରମ୍ଭ ହେବ" ଭୁବନେଶ୍ୱର: ସଚିବାଳୟଠାରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ପ୍ରସ୍ତାବିତ କରାଖାନା ପାଇଁ…

ଶିକରପାଇ ରେଳ ଷ୍ଟେସନରେ ହୀରଖଣ୍ଡ ଟ୍ରେନ ରହଣି ପାଇଁ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଲେ…

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ମଣ୍ଡଳସ୍ତରୀୟ ବିଜେପି କର୍ମୀ ଆଜି ରେଳବାଇ ଜେନେରାଲ ମ୍ୟାନେଜର ଆର ଏନ ଶୁଙ୍କରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଆଜି ଖ ଜୋନ ର ବିଜେପି ଦଳର ଯୁବ ମୋର୍ଚ୍ଚାର ସଭାପତି…

ପୋଡ଼ାପାଡି ଠାରେ ଶିଳ୍ପଦ୍ୟୋଗୀ ସଚେତନତା ଶିବିର

କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ତରଫରୁ କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୋଡ଼ାପାଡି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ରସଭା ଗୃହରେ ଏକ ଉଦ୍ୟୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |ସ୍ଥାନୀୟ ଶିଳ୍ପ ବିକାଶ…

ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ  ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ଓଡିଶା ରାଜସ୍ଵ ଅମଲା ସଂଘ ଦ୍ଵାରା ନାଟକ “ଜାରଜ” ମଞ୍ଚସ୍ତ

ନବରଙ୍ଗପୁର/ଅଶୋକ ସାହୁ : ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଦ୍ଵାରା ପ୍ରାୟୋଜିତ ଏକ ଭିନ୍ନ ସ୍ବାଦର ନାଟକ ଜାରଜ ମଞ୍ଚସ୍ତ ହୋଇଥିଲା। ଏହି ନାଟକ ଟିକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଏବଂ ସମ୍ମାନିତ ଅତିଥି ଅତିରିକ୍ତ…

ପାଟଣାଗଡ଼ର ପାତଳଘଣ୍ଟା ଚାଷୀ ଅଭାବୀ ବିକ୍ରିର ଶିକାର

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅଞ୍ଚଳର ପାତଳାଘଣ୍ଟା ଚାଷୀଙ୍କୁ ଅଭାବୀ ବିକ୍ରିର ଚିନ୍ତା ଘାରିଛି । ଉକ୍ତ ଅଞ୍ଚଳର ଘୁଚାପାଲି କଦଲିମୁଣ୍ଡା ଓ ସେମେଲମୁଣ୍ଡା ଆଦି ଗାଁରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାତଳଘଣ୍ଟା ଚାଷ ହୋଇଥିବାବେଳେ ପ୍ରତିଦିନ ୫୦୦ରୁ…

କେରଳର କୋଚି ସହର ଓ ଗୁରୁବାୟୁର ମନ୍ଦିରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

- ଜିଓ ୱେଲକମ୍ ଅଫର ଅଧୀନରେ ଗ୍ରାହକମାନଙ୍କୁ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ମିଳିବ ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ କେରଳର କୋଚି ସହର ଏବଂ ଗୁରୁବାୟୁର ମନ୍ଦିର ପରିସରରେ ଜିଓ ଟ୍ରୁ-୫ଜି ସେବା ଏବଂ ୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି । କୋଚିରେ ଆୟୋଜିତ…

ସହର ସମେତ ଗ୍ରାମାଂଚଳରେ ବ୍ୟାପକ ସଚେତନତା ସୃଷ୍ଟି ହେଲେ ଦୁର୍ଘଟଣା ହ୍ରାସ ଘଟିବ-ପରିବହନ ମନ୍ତ୍ରୀ ଶ୍ରୀମତୀ ସାହୁ

ସଡକ ସୁରକ୍ଷା ପରିଷଦ ବୈଠକ ଭୁବନେଶ୍ୱର: ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଂପର୍କିତ ବ୍ୟାପକ ଜନସଚେତନତା, ଏଥି ନିମନ୍ତେ ରହିଥିବା ଆଇନର କଠୋର ଅନୁପାଳନ କରାଗଲେ ସଡକ ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ କରାଯାଇପାରିବ ବୋଲି ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ତୃତୀୟ…

ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଉଦଯାପିତ

ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖେଳକୂଦ ମଧ୍ୟ ଆବଶ୍ୟକ :- ମନ୍ତ୍ରୀ ଢୋଲକିଆ ମାଁ ଓ ଶିକ୍ଷକ ମାନେ ଦେଶର ଭବିଷ୍ୟତ ନିର୍ମାତା :- ସୁଶାନ୍ତ ସିଂ 5 T ରୂପନ୍ତରିକରଣ ସ୍କୁଲ ମାନଙ୍କରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଦେଇଛି :- ବର୍ଷା ସିଂ ବରିହା ରଗଡ :- ପାଇକମାଳ ସରକାରୀ ଉଚ୍ଚ…

ଖୋଲିଲା ଅପହରଣର ଗୁମର :ୠଣ ଯନ୍ତାରୁ ମୁକୁଳିବାକୁ ରଚିଥିଲା ଚକ୍ରାନ୍ତ

ଅପହରଣ ପ୍ରତିବଦଳରେ ଅମ୍ରିତର ବାପାଙ୍କ ଠାରୁ ୧୦ଲକ୍ଷ୍ୟ ଟଙ୍କା ପାଇବାକୁ କରିଥିଲେ ମସୁଧା, ଅସୁଲ ଅର୍ଥରୁ ସୁନିଲର ଭାଗ ପାଇଁ ରହିଥିଲା ସର୍ତ୍ତ,  ଅଭିଯୁକ୍ତ ଗଲେ ଜେଲ ହାଜତକୁ ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା କୁରାଳ ଅମ୍ରିତ ଅପହରଣ ଘଟଣା ଆଜକୁ ୭ ଦିନ ଧରି…