ରାହୁଲ ଗାନ୍ଧୀ କହିଲେ ବି ଯାଇପାରିବିନି

ଭୁବନେଶ୍ୱର : ଭାରତ ଜୋଡ ଯାତ୍ରା ରାହୁଲ ଗାନ୍ଧୀ କରୁଛନ୍ତି | ବଢିଆ କାର୍ଯ୍ୟକ୍ରମ , କୋଟି କୋଟି ଲୋକ ଯୋଡି ହେଉଛନ୍ତି | ମତେ ବି ଯିବାକୁ ଖବର ଆସିଛି | ହେଲେ ମୁ ଯାଇପାରିବିନି | ରାହୁଲ ଗାନ୍ଧୀ କହିଲେ ବି ଯାଇପାରିବିନି | https://youtu.be/giwXmUqBZCk

ନବମ ଲାଲବାହାଦୁର କ୍ରିକେଟ କପ, କମିରା ଦଳ ଚାମ୍ପିଅନ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ଅନୁଷ୍ଠିତ ହୋଇଥିବା ନବମ ଲାଲାବାହଦୁର କ୍ରିକେଟ କପ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ରେ କମିରା ଓ ସାମସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତିନୋଟି ଫର୍ମାଟ…

ମଣ୍ଡିରେ ଚାଷୀ ଧାନ ଦେବା ପାଇଁ ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟିତ

https://youtu.be/B09ba23T5Oo ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆରଏମସି ବଜାର ପ୍ରାଙ୍ଗଣ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ , ନିୟନ୍ତ୍ରିତ ବଜାର କମିଟି ଓ ଏଆରସିଏସ ର ମିଳିତରେ ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି…

ସହିଦ ମାଧୋ ସିଂ ସ୍ମୃତି କମିଟି ତରଫରୁ 165 ତମ ବିରତା ଦିବସ ପାଳିତ

ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେସଁ , କୁଂଜେଲ ସିଂ ଛକ ନିକଟସ୍ଥ ଭାଟେନଡୁଙ୍ଗୁରି ଠାରେ , ସହିଦ ମାଧୋ ସିଂ ସ୍ମୃତି କମିଟି ତରଫରୁ 165 ତମ ବିରତା ଦିବସ ପାଳିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ 1857 ସିପାହୀ ବିଦ୍ରୋହ ର ବହୁ ପୂର୍ବରୁ ବର୍ତ୍ତମାନ ର ବରଗଡ଼…

ସହିଦ ମାଧୋ ସିଂ ସ୍ମୃତି କମିଟି ତରଫରୁ 165 ତମ ବିରତା ଦିବସ ପାଳିତ

ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେସଁ , କୁଂଜେଲ ସିଂ ଛକ ନିକଟସ୍ଥ ଭାଟେନଡୁଙ୍ଗୁରି ଠାରେ , ସହିଦ ମାଧୋ ସିଂ ସ୍ମୃତି କମିଟି ତରଫରୁ 165 ତମ ବିରତା ଦିବସ ପାଳିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ 1857 ସିପାହୀ ବିଦ୍ରୋହ ର ବହୁ ପୂର୍ବରୁ ବର୍ତ୍ତମାନ ର ବରଗଡ଼…

ଶେଷରେ କୁରାଳ ସେବା ସମବାୟ ସମିତି କ୍ୟାସିୟର ହେଲେ ନିଲମ୍ବିତ,

ଅର୍ଥ ଫେରସ୍ତ ଦେବା ନେଇ ଥାନାରେ ଅଭିଯୋଗ ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁରାଳ ସେବା ସମବାୟ ସମିତି ପରିଚାଳନା ପରିଷଦର ନିଷ୍ପତି କ୍ରମେ କ୍ୟାସିୟର ତ୍ରିନାଥ ଦାଶଙ୍କୁ ନିଲମ୍ବନ କରାଯାଇଛି । ଅର୍ଥ ହେରଫେରରେ ସମ୍ପୃକ୍ତି ଥିବା ଅଭିଯୋଗରେ ଏବଂ ତାଙ୍କ ଉପରେ ଧାର୍ଯ୍ୟ…

ଓଡ଼ଗାଁ ପରେ ମହିପୁରୁ ବନାଂଚଳରେ ହାତୀପଲ

୨ ଚାଷୀଙ୍କର ଖାଇଗଲେ ୪୦ ବସ୍ତା ଧାନ ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଂଚଳ ବାହାଡ଼ାଝୋଲା ସେକ୍ସନ ଅଞ୍ଚଳରେ ଗୁରୁବାର ରାତିରେ ହାତୀପଲ ରହିଥିବା ବେଳେ ଶୁକ୍ରବାର ଦିନ ସକାଳୁ ସେମାନେ ମହିପୁରୁ ବନାଂଚଳର ଗୁମି ସେକ୍ସନର ଓଡ଼କପା ଠାରେ ପହଁଚିଥିଲେ । ସେଠାରେ ଦିଲ୍ଲୀପ ଖିଲାରଙ୍କ…

ରେମୁଣା ପଞ୍ଚାୟତ ସମିତିର ଦ୍ୱିତୀୟ ଅଧିବେଶନ

ବରୁଣସିଂ ପଞ୍ଚାୟତରେ ଖେଳ ପଡ଼ିଆ, ଶୀତଳ ଭଣ୍ଡାର, ପଶୁ ଚିକିତ୍ସାଳୟ ଏବଂ ରେଳ ଓଭର ବ୍ରିଜ଼ ପ୍ରତିଷ୍ଠା ନେଇ ଉଠିଲା ଦାବି ରେମୁଣା- ରେମୁଣା ପଞ୍ଚାୟତ ସମିତିର ଦ୍ୱିତୀୟ ଅଧିବେଶନ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବରୁଣସିଂ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟା…

ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ:୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ନିଷ୍ପତି

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତି ପ୍ରତିଷ୍ଠା ଦିବସ ପାଳନ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ…