ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ।

https://youtu.be/-1bbMLNB__k ନବରଙ୍ଗପୁର /ଅଶୋକ ସାହୁ:  ଓଡ଼ିଶା ଆନ୍ତର୍ଜାତିକ ହକି ମହା ସଂଘ ଦ୍ଵାରା ଆୟୋଜିତ ପୁରୁଷ ହକି ବିଶ୍ଵ କପ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଓ ଓଡ଼ିଶାର ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ରେ ଆସନ୍ତା ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।…

ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଶ୍ଚିନ୍ତକୋଇଲି ରେ ସାଇ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଉଦ୍‌ଘାଟିତ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବଜାର ନିକଟରେ ଲୋକମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ସାଇ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ…

୧୪ ମାସ ପରେ ଗରଜିଲେ ପ୍ରଦୀପ୍ତ : କଂଗ୍ରେସ ସଂଗଠନକୁ ମଝବୁତ୍ କରିବା ପାଇଁ ଶପଥ

"ବିଜେଡ଼ି-ବିଜେପି କୁ ଶୁଆଇ ଦିଆଯିବ ନାହିଁ " ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମପଂଚାୟତ ଦାମୋଦରପୁର ଲଙ୍ଗୁଳି ମହାପୁରୁଷ ଙ୍କ ପୀଠରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ…

ଧର୍ମ ର ରକ୍ଷା ହେଲେ ପୃଥିବୀ ବଞ୍ଚିବ :- ସୁଶାନ୍ତ ସିଂ

ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବୁକୁରାମୁଣ୍ଡା ନିକଟସ୍ଥ ମହିମା ଆଶ୍ରମରେ ଆଜି ନବବର୍ଷ ଅବସରରେ ଅୟୋଜିତ ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରଣୀ…

କଳା ଚାଉଳ ଅଧିକ ଅମଳ ଦିଗରେ ରେଙ୍ଗାଳି ଚାଷୀଙ୍କୁ ସହାୟତା କରୁଛି ଆଦିତ୍ୟ ଆଲୁମିନିୟମ

ଭୁବନେଶ୍ୱର: ଏକ ସମୟରେ ଓଡ଼ିଶାର ଚାଷୀମାନେ ଯେତେବେଳେ ଅଧିକ ଅମଳକ୍ଷମ ଧାନ କିସମ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଲପଙ୍ଗା ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ବହୁବର୍ଷ ଧରି ଚାଷ ବନ୍ଦ ହୋଇଯାଇଥିବା ସାଧାରଣରେ ସୁପରିଚିତ ସ୍ୱଦେଶୀ କଳା…

ବରିଷ୍ଠ ନାଗରିକ ଙ୍କର ଦ୍ୱାରା ବର୍ଷା ହେଲେ ସମ୍ମାନିତ

ବରିଷ୍ଠ ନାଗରିକ ଙ୍କର ଆଶୀର୍ବାଦ ନେଇ ନୂତନ ବର୍ଷର ଶୁଭାରମ୍ଭ କଲେ ବର୍ଷା ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧ୍ୟାୟିକା ବର୍ଷା ରଣୀ ସିଂ ବରିହା ଙ୍କୁ ଆଜି ପଦ୍ମପୁର ବରିଷ୍ଠ ନାଗରିକ ମାନଙ୍କ ତରଫରୁ ସମ୍ମର୍ଧିତ କରାଯାଇଛି । ନବବର୍ଷ ଅବସରରେ ପଦ୍ମପୁର…

ଜାନୁଆରୀ ସବୁ ଛୁଟିଦିନଗୁଡିକ ଦର୍ଶକଙ୍କ ପାଇଁ ଖୋଲିବ ଲୋକସେବା ଭବନ(ସଚିବାଳୟ) ପୁଷ୍ପ ଉଦ୍ୟାନ

ସମୟ ଅପରାହ୍ନ ଚାରିଟାରୁ ସନ୍ଧ୍ୟା ୬ ଟା, ଆଜି ଅପରାହ୍ନରୁ ଆରମ୍ଭ ଭୁବନେଶ୍ବର: ଜାନୁଆରୀ 2023ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ (ସଚିବାଳୟ) ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ | ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ…

ଘେଁସ ଠାରେ ବୀରତା ଦିବସ: ସହୀଦ ବୀରଙ୍କୁ ଉଚିତ ମର୍ଯ୍ୟାଦା ମିଳୁ

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁସ ଠାରେ ସହୀଦ ମାଧୋ ସିଂଙ୍କ ୧୬୫ତମ ଫାଶୀ ଦିବସକୁ ବୀରତା ଦିବସ ଭାବେ ପାଳିତ ହୋଇଯାଇଛି । ଏନେଇ ସନିବାର ଅପରାହ୍ଣରେ ବରଗଡ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଘେଁସ ସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ରେ ପୂଜାର୍ଚ୍ଚନା କରାଯାଇ ଏକ…

ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ଠାରେ ଚାଲିଥିବା ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦଯାପିତ ହୋଇଯାଇଛି।ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଡ.ଗୋପିନାଥ ସାହୁଙ୍କ ସଭାପତିତ୍ବରେ ଅୟୋଜିତ…