ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଉକ୍ତ ଶିବିରକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଜୀବନ ବିନ୍ଦୁ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା, ଯୁବନେତା ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଟାଉନ୍ ସଭାପତି ନବ କିଶୋର ସାହୁ ଯୋଗ ଦେଇଥିବା ବେଳେ ଏହି ଶିବିରରେ ସର୍ବମୋଟ ୪୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ସୁମିତ୍ ଘିଭେଲା, ପ୍ରେମଜିତ ମେହେର, ଅମରେଶ ବେହେରା, ଶାନ୍ତନୁ ସାହୁ, ଧରମ ହେରନା, ନେହେରୁ ବେହେରା, କମଳ ସାହୁ, ଦେବରାଜ ସେଠ୍, ସୁବାସ ମହାନନ୍ଦ, ପ୍ରିୟ ରଞ୍ଜନ, ଧବଳେଶ୍ବର ପଟେଲ, ଶୈଳେଶ ସାହୁ, ଶକ୍ତି ସିନ୍ଦରିଆ, ସୂରଜ ପଟେଲ, ଦିନେଶ ଜେନା, ବିଜୟ ଅଗ୍ରୱାଲ , ସୁନୀଲ ଅଗ୍ରୱାଲ, ବିଭୂତି ପଧାନ, ଅମିତ୍ ସାହୁ ସୌମ୍ୟ ହୋତା, ସନ୍ଦୀପ ଦୋରା, ଓମ୍ ପ୍ରକାଶ ପଟ୍ଟନାୟକ, ଉଜଳ ବରିହା, ବିଜୟ ପଟେଲ, ସୁଶାନ୍ତ ତାଣ୍ଡି, ଉମେଶ ସୁନା, ଜିତୁ ମହାନନ୍ଦ, ରୋହନ ଚାନ୍ଦ, ସୌରଭ ମେହେର, ପୁରୁଷୋତ୍ତମ ରଣା, ରେବତୀ ମେହେର, ରଞ୍ଜନ ମେହେର, ପ୍ରଶାନ୍ତ ମହାନ୍ତି, ସତ୍ୟମ୍ ସାହୁ, ସୁଜିତ୍ ବହିଦାର୍, ବିକାଶ କୈବର୍ତ୍ତ, ପ୍ରମୁଖ ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବୁର୍ଲା ରକ୍ତ ଭଣ୍ଡାର ପରିଚାଳକ ଡଃ. ଶୁଭେନ୍ଦୁ କର, ଲବ ବିଶ୍ବାସ, କରୁଣାକର ସାହୁ, ଜନକ ବେହେରା, ପାଇନୁ ଭୋଇ, ସ୍ମୃତି ରଞ୍ଜନ ପଟ୍ଟନାୟକ ପରିଚାଳନା କରି ଥିବା ବେଳେ ଭରତ ପଣ୍ଡା, ଶିବାଶିଷ ପଟ୍ଟନାୟକ, ସରଜୁ ପଟ୍ଟନାୟକ , ମୌସମ ପାଗଡ଼ା, ହରିଶଙ୍କର ଅଗ୍ରୱାଲ, ମନୋରଞ୍ଜନ ପୁରୋହିତ, ସମ୍ୟଜିତ ପାଢୀ, ଠାକୁର ପଣ୍ଡା, ରାଜେଶ ସାହୁ, ବରୁଣ ସାହୁ, ଆନନ୍ଦ ଭୋଇ, କବିତା ସେଠ୍ ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.