Sign in
Sign in
Recover your password.
A password will be e-mailed to you.
ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାରକୁ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର
ଭୁବନେଶ୍ୱର / ମୁମ୍ବାଇ(ଶାସକ ପ୍ରଶାସକ) : ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଇସ୍ପାତ ସେକ୍ଟରରେ କର୍ପୋରେଟ ସାମାଜିକ ଦାୟିତ୍ବ କାର୍ଯ୍ୟରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଗୋଲଡେନ୍ ପାଇକ ପୁରସ୍କାର ୨୦୨୨ ସମ୍ମାନ ପ୍ରଦାନ କରାଯାଇଛି । ଜାନୁଆରୀ ୧୨ରେ…
୭୪ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ…
ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ଉଦ୍ୟମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ , ଗଜପତି ଗତକାଲି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ଦେଖିବାକୁ ମିଳିଥିଲା ,…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ପାଳିତ
https://youtu.be/prrgCemdTnk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି। ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ…
ମେଲଛାମୁଣ୍ଡା ଆସନ ମନ୍ଦିରରେ ପହଂଚିଲେ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଛବି: ସ୍ୱାଗତ ପାଇଁ ବର୍ଣ୍ଣାଢ୍ୟ…
ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଅର୍ନ୍ତଗତ ମେଲଛାମୁଣ୍ଡା ଆସନ ମନ୍ଦିରରେ ଗୁରବାର ଅପରାହ୍ନରେ ପରମହଂସ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଛବି କେନ୍ଦ୍ର ଆସନ ମନ୍ଦିର ବିରତୁଙ୍ଗରୁ ଆସି ପହଂଚିଛନ୍ତି । ମେଲଛାମୁଣ୍ଡାରେ ଅପେକ୍ଷାରତ ଭକ୍ତ ବୃନ୍ଦ…
ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୟୁତ ରେଡକ୍ରସ ତରଫରୁ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ଅବସରରେ ୟୁଡ ରେଡକ୍ରମ କାଉନସେଲର ଅଧ୍ୟାପକ ଭୂପତୀ କାଲୋ…
ବେଦାନ୍ତ ଝାରସୁଗୁଡ଼ା ପକ୍ଷରୁ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ଉପଲକ୍ଷେ ଉତ୍ସାହୀ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ
ଝାରସୁଗୁଡା/ଭୁବନେଶ୍ୱର :- ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଆୟୋଜିତ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ପୂର୍ବରୁ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଂଟରେ କ୍ରୀଡ଼ା ପ୍ରେମୀମାନଙ୍କୁ ଉତ୍ସାହିତ କରିବା ଲାଗି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ସହଭାଗୀ…
ସୀମାନ୍ତ ଅଞ୍ଚଳରେ ପୋଲିସ ର ଚଢାଇ
ବିପୁଳ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ
ଧରା ପଡ଼ି ଜେଲଗଲା ମଦ ବ୍ୟବସାୟୀ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ , ପାଇକମାଲ ବ୍ଲକ ଭୁବନେଶ୍ୱରପୁର ନିକଟବର୍ତ୍ତୀ ଯୋଗେନ୍ଦ୍ରନାଥପୁର ଗ୍ରାମରେ ଅବୈଧ ଭାବରେ ମଦ…
ସ୍ବାମୀ ବିବେକାନନ୍ଦ ୟୁଥକ୍ଲବରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳିତ
ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ଓ ଓଡ଼ିଶା ମୋ ପରିବାର ର ଆବାହକ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅଠରବାଙ୍କୀ ବିଜୟଚନ୍ଦ୍ର ପୁର ସ୍ବାମୀ ବିବେକାନନ୍ଦ ୟୁଥକ୍ଲବରେ ଯୁବ ଦିବସ ତଥା ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି…
ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ
ଭୁବନେଶ୍ୱର- ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ଶ୍ରୀପ୍ରମୋଦ କୁମାର ପାଢୀ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଢୀଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା…