ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉମରକୋଟ - ଉମରକୋଟ ରେ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆୟଜନ କରାଯାଇଥିଲା। ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୌରଦକ୍ଷା ରାଧା ଭତ୍ର।, ବ୍ଲକ୍…

ଡଟ୍ ଫେଷ୍ଟରେ ଅୟୋଜିତ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ମିଳିବ ୧୬ଟି ଦେଶର ଖାଦ୍ୟ

ଭୁବନେଶ୍ୱର: ଆଗାମୀ ଡଟ୍ ଫେଷ୍ଟରେ ଭୁବନେଶ୍ୱର ସମେତ ସାରା ଓଡିଶାବାସୀ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ମାଧ୍ୟମରେ ପାଇ ପାରିବେ ଏକ ଅନନ୍ୟ ଅନୁଭୂତି । ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩, ପର୍ଯ୍ୟନ୍ତ ସହରର ଖାଦ୍ୟପ୍ରେମୀମାନେ ୧୬ଟି ଦେଶ ଓ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଖାଦ୍ୟର ମଜା…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ

ଭୁବନେଶ୍ୱର,: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ…

ସୁନ୍ଦରଗଡ଼ ମାସନ୍ନିକାନୀ ଟୋଲଗେଟ ଠାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ

ସୁନ୍ଦରଗଡ(ବସନ୍ତ କୁମାର ଜେନା): ମାସ୍ନିକାନି ଟୋଲ୍ ଗେଟ୍ ଠାରେ ସମ୍ବଲପୁର ରୁଟ ଅଫିସର୍ ଶ୍ରୀ ମନୋଜ ପଟ୍ଟନାୟକ ଙ୍କ ନେତୃତ୍ୱରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି ! ଏହି ସଚେତନ କର୍ମଶାଳାରେ ଇନଡିପେଣ୍ଡ ଇଂଜିନିୟର ଶ୍ରୀ ଜଗନ୍ନାଥ କୁମାର, ଏଲ୍ ଆଣ୍ଡ ଟି ର ପ୍ରୋଜେକ୍ଟ…

ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଗଜପତିରେ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଜିଲ୍ଲା ଟାସ୍କ ଫୋର୍ସ- ବାଲ୍ୟବିବାହ ନିରୋଧ ,…

ବାରବାଟୀରୁ ବିଶ୍ୱ ଦେଖିଲା ହକି ମହାକୁମ୍ଭ ଚିତ୍ତାକର୍ଷକର ଉଦ୍ଘାଟନୀ ଉତ୍ସବ

ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ହକି ପୁରୁଷ ବିଶ୍ୱକପ ୨୦୨୩ ଭୁବନେଶ୍ୱର : ଉଦ୍ଘାଟିତ ହେଲା ହକି ମହାକୁମ୍ଭ | ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ହକି ପୁରୁଷ ବିଶ୍ୱକପ ୨୦୨୩। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଟ୍ରଫିକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ…

୫ଜିରେ ଜିଓର ଶତକ ହାସଲ- ୧୦୦ ଦିନରେ ୧୦୧ ସହରରେ ପ୍ରଚଳନ କଲା ଟ୍ରୁ ୫ଜି

- ତାମିଲନାଡୁର ୬ ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ - କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ୫ଜି ନେଟୱର୍କରେ ଯୋଡିହେଲା ଭୁବନେଶ୍ୱର: ୧୦୦ ଦିନରେ ଦେଶରେ ୧୦୧ଟି ସହରରେ ଟ୍ରୁ ୫ଜି ପ୍ରଚଳନ କରି ଜିଓ ନୂଆ ରେକର୍ଡ ସୃଷ୍ଟିକରିଛି । ବୁଧବାର…

ବ୍ରହ୍ମପୁର ସହରର ବଡ଼ବଜାରରେ ‘ଟ୍ରେଣ୍ଡ୍‌ସ’ର ନୂଆ ‌ଷ୍ଟୋର ଶୁଭାରମ୍ଭ

ବ୍ରହ୍ମପୁର/ଭୁବନେଶ୍ବର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁର ସହରର ବଡ଼ବଜାରଠାରେ ଏକ ନୂଆ ଅତ୍ୟାଧୁନିକ ଷ୍ଟୋର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରେ ଟ୍ରେଣ୍ଡ୍‌ସର…

ଡଟ୍ ଫେଷ୍ଟରେ ‘ସେବେ ଓ ଏବେ’ ଫଟୋ ପ୍ରଦର୍ଶନୀ ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟ ଯାତ୍ରାକୁ ପ୍ରଦର୍ଶିତ କରିବ

ଭୁବନେଶ୍ୱର: ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୫ ରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରୁ ପ୍ରଥମକରି ଆୟୋଜିତ ‘ସେବେ ଓ ଏବେ’ (ଦେନ୍ ଆଣ୍ଡ ନାଓ) ଫଟୋ ପ୍ରଦର୍ଶନୀ ଯାହା ବିସ୍ତୃତଭାବେ…

ସେବା ସହିତ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି :- ମନୋଜ କୁମାର ତ୍ରିବେଦୀ

ଶ୍ରୀ ଶ୍ରୀ ନୃସିଂହନାଥ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ର ସାତ ଦିନିଆ ଏନ ଏସ ଏସ କେମ୍ପ ବରଗଡ଼ :- ଓଡ଼ିଶାର ସୁନାମଧନ୍ୟ ଓ ପ୍ରତିଷ୍ଠିତ ଆୟୁର୍ବେଦ ମହାବିଦ୍ୟାଳୟ ଭାବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ , ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ , ଶ୍ରୀ ଶ୍ରୀ ନୃସିଂହନାଥ…