Sign in
Sign in
Recover your password.
A password will be e-mailed to you.
ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିଲେ ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ଠାରେ ଶନିବାର ରାତିରେ ଦୁର୍ବୃତ ମାନେ SBI ଶାଖା ର ATM ତାଡି ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ତାହାର ସଠିକ ତଥ୍ୟ ନଥିଲେ ମଧ୍ୟ ଲକ୍ଷାଧିକ ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ଉମରକୋଟ ପୋଲିସ୍…
କିସ୍ରେ ମହାଅଭିଭାବକ ସମ୍ମିଳନୀ: ଏକଜୁଟ ହେଲେ୧ଲକ୍ଷ ଜନଜାତି ଅଭିଭାବକ
https://youtu.be/vOZBDR-JTRc
ଭୁବନେଶ୍ୱର: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ୬୦ହଜାର ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ଲକ୍ଷ…
କନ୍ୟା ଗୁରୁକୁଳ ର ୧୪ତମ ବାର୍ଷିକୋତ୍ସବ ପାଳିତ
ବରଗଡ : - ପାଇକମାଳ ବ୍ଲକ୍ ଛେତେଗାଁ ପଞ୍ଚାୟତ ଘୁଚାପାଲି ସ୍ଥିତ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ରେ ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସାମବେଦ ପାରାୟଣ ଓ ହୋମଯଜ୍ଞ କରାଯାଇଥିଲା । ପ୍ରଥମଦିନ କନ୍ୟା ଗୁରୁକୁଳ…
ଜିଲ୍ଲା ସ୍ତରୀୟ ରୟାଲ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ
ବରଗଡ :- ଆମ ଦେଶର ଜାତୀୟ ଖେଳ ହକି । ରାଷ୍ଟ୍ରୀୟ ଖେଳ ଭାବରେ କେନ୍ଦ୍ର ସରକାର ଙ୍କର ଦ୍ୱାରା ହକି ଖେଳ କୁ ଯେଉଁ ମର୍ଯ୍ୟାଦା ଓ ପ୍ରୋତ୍ସାହନ ମିଳିବା କଥା ତାହା ଆଜି ପର୍ୟ୍ଯନ୍ତ ମିଳି ପାରି ନାହିଁ । ହକିର ପ୍ରଚାର ପ୍ରସାର ପ୍ରତି ସରକାରୀ ସ୍ତରରେ ପ୍ରୟାସ ନାମ ମାତ୍ର । ଗତ କିଛି ବର୍ଷ…
ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପିତ
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ…
ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୩୯୪ କୋଟି ମଞ୍ଜୁରୀ: ୩ ବିଧାୟକ ଓ ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ଏକ ପାହାଡ଼ ପର୍ବତ ଜିଲ୍ଲା ହୋଇଥିବା ବେଳେ ଅନେକ ସ୍ଥାନରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ଘଟୁଛି । ପାନୀୟ ଜଳ ସମସ୍ୟାକୁ ଦୂରିଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ । ନୟାଗଡ଼…
ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ
ଭୁବନେଶ୍ୱର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି |ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ହୋଇଥିଲା। …
ସିିଇଡି ଦ୍ୱାରା ପଂଚାୟତ ଜନ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର-ପଂଚାୟତିରାଜ ପ୍ରତିଷ୍ଠାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ତରଫରୁ ନିର୍ବାଚିତ ପଚାଂୟତ ଜନ ପ୍ରତିନିଧି ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ସେମାନଙ୍କୁ କ୍ଷେତ୍ରସ୍ତରରେ ଅନୁକରଣ ତାଲିମ୍ ଆୟୋଜନ ଓ ପରିଚାଳନା ନିମନ୍ତେ ପାରଦର୍ଶିତା ଓ ଦକ୍ଷତା ଥିବା…
ବିନ୍ଧ୍ୟଗିରି ବିଂଝାଲ ସମାଜର ବୈଠକ
ମେଲଛାମୁଣ୍ଡା(ମନୋଜ ଭୋଇ)- ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ଗଂଜାଗୁଡା ଗ୍ରାମରେ ଭାରତୀୟ ସ୍ୱଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ବାରଭାଇ ବେଂଟକାର ସଂଘର ଏକ ବୈଠକ ସନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତୀ ଗୋପାଳ ବରିହାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ବୈଠକରେ ଲାଟ ସଭାପତୀ…
ଆଧ୍ୟାତ୍ମିକତା ଓ ତ୍ୟାଗର ଭୂମି ଜଗତସିଂହପୁର : ମନ୍ତ୍ରୀ ଅତନୁ ସବ୍ୟସାଚୀ
ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩ ଶେଷ ସପ୍ତାହ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩ ରେ ସପ୍ତାହ ଓ ଶେଷ ସାନ୍ଧ୍ୟ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ…