ପଦ୍ମପୁର ଶୀତଳଷଷ୍ଠୀ : ମୀନାବଜାର ଉଦଘାଟିତ

0

ପଦ୍ମପୁର:- ଆସନ୍ତା ମଇ୨୧ ରୁ ମଇ ୨୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୋରା ପେଟ୍ରୋଲ ପମ୍ପ ପାଖ ପଡିଆରେ ମୀନାବଜାର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶୀତଳ ଷଷ୍ଠୀ କମିଟୀ ଉପଦେଷ୍ଟା ଶ୍ରୀବେଣୁ ମାଧବ ଦୋରା ଫିତାକାଟି ଆଜି ମୀନାବଜାରର ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ପୂଜକ ସରୋଜ କୁମାର ପାଣିଗ୍ରାହୀ, ନବୁ ଅଗ୍ରୱାଲ, ଅଚ୍ୟୁତା ସେଠ, ଆଶିଷ କୁମାର ବଂଶଲ,ଜିତେନ୍ଦ୍ର ଦାଶ, ଅଜିତ ପାତ୍ର, ଦୀପକ ସାହୁ, ଆକାଶ ସାହୁ, ହରି ସାହୁ ଓ ଶୀତଲ ଷଷ୍ଠୀର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.