Sign in
Sign in
Recover your password.
A password will be e-mailed to you.
ବିଜୟଙ୍କ ମୁହଁରେ ବିଜେପିର ଭାଷା: ବିଜେଡି
ଅବସର ପରେ କ୍ଷମତାରେ ରହିବାକୁ ଥିଲେ ବ୍ୟାକୁଳ ବିଜେଡି ସହାୟତାରେ ରାଜ୍ୟସଭା ଯିବାକୁ ଚାହୁଁଥିଲେ
ଭୁବନେଶ୍ୱର,: କଂଗ୍ରେସ ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିଜୟ ପଟ୍ଟନାୟକଙ୍କ ଆଜି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣି ଲାଗିଲା,…
ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି
ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍ ଶୃଙ୍ଖଳା ସ୍ଥିତି ଭଲ
ଚାଉଳ ଉଠାଣ ଓ ଧାନ ବିକ୍ରି ଭଳି ସମସ୍ୟା ଉଠାଉ ବିଜେପି
ଅଭ୍ୟାସଗତ ଭାବେ ଓଡିଶାକୁ ବଦନାମ କରିବାରୁ ବିରତ ରହୁ
ଭୁବନେଶ୍ୱର: ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ…
କିଟରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ
ଭୁବନେଶ୍ୱର: କିଟ୍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ ଦୀର୍ଘ ୩ମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ତାରିଖରୁ କିଟ୍ କାର୍ଣ୍ଣିଭାଲ କାର୍ଯ୍ୟକ୍ରମ ଚାଲୁ ରହିଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଏହି…
ଧାନ କିଣା ଓ ଚାଉଳ କାଟ୍କୁ ନେଇ ଫେବୃୟାରୀ ୧୪ରୁ ୧୬ ରାଜ୍ୟବ୍ୟାପୀ ପ୍ରତିବାଦ: ବିଜେଡି
୧୪ରେ ରାଜଭବନ ଆଗରେ ଧାରଣା
୧୫ରେ ପଞ୍ଚାୟତ ହେଡକ୍ୱାଟର୍ସରେ ପ୍ରତିବାଦ
୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ
ଭୁବନେଶ୍ୱର(ଶାସକ ପ୍ରଶାସକ) : କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ…
ଧନୁଯାତ୍ରା ମହୋତ୍ସବରେ ୪୭ ୟୁନିଟ୍ ରକ୍ତ ସଂଗୃହୀତ
ଲେଲେହର ଠାରେ ୧୩ତମ ବିରାଟ ଧନୁଯାତ୍ରା ମହୋତ୍ସବ
ବରଗଡ :-ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲେକେହର ଠାରେ ଧନୁଯାତ୍ରା ମହୋତ୍ସବ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ତଥା…
-କଙ୍କଡାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ।
ସୂଚନା ଅଧିକାର ଆଇନରେ ତଥ୍ୟ ଦେବା ପାଇଁ ତାଗିଦ କଲେ ଜିଲ୍ଲାପାଳ ।
କଙ୍କଡାହାଡ଼(ରିତେଶ ବ୍ରହ୍ମା) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ହୋଇଛି ।ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ସାଧାରଣ ଜନତାଙ୍କ…
ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଔଷଧୀୟ ଭଣ୍ଡାର :- ଡା: ରଘୁରାମ ଭଟ୍ଟ
ଛଅ ଦିନିଆ ରାଷ୍ଟ୍ରୀୟ ସିଏମଇ ର ଉଦ୍ଘାଟନ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ ପ୍ରସିଦ୍ଧ ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ରୁ କିଛି ଦୂରରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ…
ଅଳ୍ପ ଜଣାଶୁଣା ଘାତକ ମେଲିଓଡୋସିସ୍ ଉପରେ ସତର୍କତା ଆବଶ୍ୟକ
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ମେଲିଓଡୋସିସ୍ ବ୍ୟାଧିକୁ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର: କେବେ ମେଲିଓଡୋସିସ୍ର ନାମ ଶୁଣିଛନ୍ତି କି ? ଏହା ଏଭଳି ଏକ ମାରାତ୍ମକ ରୋଗ ଯାହାକି ଏକ ସାପ୍ରୋଫାଇଟ୍ (ବ୍ୟାକ୍ଟେରିଆ) ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହି ରୋଗରେ ମୃତ୍ୟୁର ହାର ଖୁବ୍ ଅଧିକ ।…
ଓପି ଜିନ୍ଦଲ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଯୋଡା,( ପାର୍ଥ ସାରଥି ଷଡ଼ଙ୍ଗୀ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କମ୍ପାନୀ ଅଧିନରେ ଥିବା କାଶିଆ ଲୌହ ଖଣି ପକ୍ଷରୁ ଓପି ଜିନ୍ଦଲ ସ୍କାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । କମ୍ପାନୀ ପକ୍ଷରୁ…
ରିଲାଏନ୍ସ ଜୁଏଲ୍ସ ସୋ’ରୁମ୍ରେ ଷ୍ଟାଇଲ୍ର ସହ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶାର ସମାପନ
- ରିଲାଏନ୍ସ ଜୁଏଲସ୍ର ଆକର୍ଷଣୀୟ ହୀରା ଗହଣା ସମ୍ଭାରରୁ ନିଜ ପସନ୍ଦର ଡିଜାଇନ୍ ପିନ୍ଧି ରାମ୍ପ୍ରେ ଚାଲିଲେ ଏଲିନା ଓ ରିଲାଏନ୍ସ ଜୁଏଲ୍ସର ପୃଷ୍ଠପୋଷକ
ଭୁବନେଶ୍ୱର/ ରାଉରକେଲା: ଭାରତର ଅଗ୍ରଣୀ ଫାଇନ୍ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରାଉରକେଲାର ଚନ୍ଦ୍ରପୁର କଚେରି ରୋଡ୍…