ବେଦାନ୍ତ ଆଲୁମିନିୟମ୍ ସ୍ୱତନ୍ତ୍ର ରୂପରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିଛି

ଝାରସୁଗୁଡା, ଓଡିଶା; ୨୩ ମଇ ୨୦୨୩: ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସ୍ୱତନ୍ତ୍ର ରୂପରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଝାରସୁଗୁଡାର ଟାଉନ୍ସିପ୍ ରେ ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିଛି । ଏହି ସୁବିଧା ବିଭିନ୍ନ ଭିନ୍ନକ୍ଷମ ପିଲାମାନଙ୍କୁ ବିସ୍ତୃତ…

ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରତିଷ୍ଠା ଦିବସ ପାଳିତ , ୬୧ ବର୍ଷର ସଫଳତା ସମ୍ବଳିତ ମୁଖପତ୍ର ଉନ୍ମୋଚିତ

ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ କରି ଓସିସି ଜନସାଧାରଣଙ୍କ ଅଧିକ ଆସ୍ଥା ଭାଜନ ହେଉ-ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱର :ଓଡିଶା ନିର୍ମାଣ ନିଗମ ୧୯୬୨ ମସିହା ମଇ ମାସ ୨୨ ତାରିଖରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରଚେଷ୍ଟାରେ…

ନିର୍ବାଚନ ପରେ ପ୍ରତିନିଧି କ୍ଷମତା ଲୋଭରେ ଭୁଲିଯାଉଛନ୍ତି ନିଜ କର୍ତ୍ତବ୍ୟ,

ପରିତ୍ୟକ୍ତ ହୋଇ ପଡ଼ିଛି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଣି ପଞ୍ଚାୟତ ଅଫିସ ଓଡ଼ଗାଁ,୨୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନିର୍ବାଚନ ପରେ ପ୍ରତିନିଧି କ୍ଷମତା ଲୋଭରେ ଭୁଲି ଯାଉଛନ୍ତି ନିଜ କର୍ତ୍ତବ୍ୟ । କଳେ ବଳେ କୌଶଳେ ବିଜୟ ହାସଲ କରି କ୍ଷମତା ଦଖଲ କରିବା ପରେ ନିଜ କର୍ତ୍ତବ୍ୟକୁ…

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 ୮ ଲକ୍ଷ ୧୫ ହଜାର କେନ୍ଦୁପତ୍ର ହିତାଧିକାରୀମାନଙ୍କ ରେକର୍ଡ ୧୯୪ କୋଟି ଟଙ୍କାର ଆର୍ଥିକ ସହାୟତା  ଦ୍ରବ୍ୟ ଓ ସେବା କର ଭରଣା ପାଇଁ ୫୦ କୋଟି ଟଙ୍କାର ସ୍ବତନ୍ତ୍ର “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି”  ଦେଶରେ ସର୍ବାଧିକ ୮ ବର୍ଗ କି.ମି.ର ହେନ୍ତାଳ ବନର…

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ପ୍ରୟାସ

ଓଡ଼ିଶା ସରକାର ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର-- ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନଫୋସିସ୍…

ବହୁ ପ୍ରତିକ୍ଷିତ ୧୧ନ ୱାର୍ଡ ରାସ୍ତା କାମ ନେଇ ଆରମ୍ଭ ହେଲା ସରକାରୀ ପ୍ରକିୟା

ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧୧ ରେ ଚୌଧୁରୀ ସାହି ପାଖାପଖି ଯାଇଥିବା ରାସ୍ତା କାମ ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା। ଏ ନେଇ ଗଣ ମାଧ୍ୟମ ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଦାବି ଗୁଡ଼ିକୁ ଗ୍ରହଣ କରି ଆରମ୍ଭ ହୋଇଛି ସରକାରୀ ପ୍ରକିୟା। ସରକାରୀ ଜମି ଓ…

ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ

ବସ୍ତି ଅଞ୍ଚଳରେ ସହଯୋଗ ନିମନ୍ତେ ନ୍ୟାୟାଧୀଶଙ୍କ ଅଭିନବ ପ୍ରୟାସ ଭୁବନେଶ୍ୱର:ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଭରତପୁରସ୍ଥିତ ଯୋକଳନ୍ଦିଠାରେ ଅନୁଷ୍ଠିତ ହୋଇଯାଇଛିା ଏହି ଶିବିର ଜିଲ୍ଲା ଆଇନ ସେବା…

ବିଧାୟକ ବିଷ୍ଣୁ ବ୍ରତ ଙ୍କ ଉପସ୍ଥିତିରେ ବିଜେଡ଼ିରେ ମିଶିଲେ ଅନ୍ୟ ଦଳର ନେତା

ବାସୁଦେବପୁର/ପ୍ରତାପ ପାଢ଼ୀ -ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ ଉପରେ ଆସ୍ତା ପ୍ରକଟ କରି ବାସୁଦେବପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ ଙ୍କ କାଯ୍ୟ ଦକ୍ଷତା ଉପରେ ଭରଷା କରି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଆର୍ତ୍ତୁଙ୍ଗ ପଞ୍ଚାୟତରେ ଗୌତମ…

ଆଧୁନିକୀକରଣ କାର୍ଯ୍ୟ ପାଇଁ କିଛି ଟ୍ରେନ ହେବ ବାତିଲ

ଭୁବନେଶ୍ୱର :ପୂର୍ବ ତଟ ରେଳପଥ ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ କୋଟ୍ଟଭଲସା-କିରନ୍ଦୁଲ ରେଳ ମାର୍ଗରେ ଥିବା ଶୃଙ୍ଗଭରାପୁକୋଟା ଏବଂ ବୋଡଭରା ଷ୍ଟେସନ ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡିକ ପ୍ରଭାବିତ ହେବ…

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବ୍ଲକ ଲାଇକେରା ଓ କିରୀମେରାକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ…