ଫେବୃଆରୀ ୧୬ରୁ ଭୁବନେଶ୍ୱରରେ ୩ ଦିନିଆ କୃଷି ଓଡିଶା ୨୦୨୩ ସମ୍ମିଳନୀ

. ବିଶେଷଜ୍ଞମାନେ ‘ଓଡିଶାରେ ବିକଶିତ ଟେକ୍ନୋଲୋଜି’ ବିଷୟବସ୍ତୁ ଉପରେ ନିଜର ବିଚାର ଉପସ୍ଥାପନ କରିବେ । ଶୁଭାରମ୍ଭ କରାଯାଇଛି Krushi-Odisha.in ୱେବ୍‌ସାଇଟ୍  . ମୋଟ ୨୧୨ଟି ଷ୍ଟଲ୍ ସ୍ଥାପନ ହେବ । . କୃଷକମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ । .…

ରୁଦ୍ଧ ଦ୍ୱାର ଭିତରେ ଓଡ଼ିଶା ଶାସନ, ଜନତାଙ୍କ ସ୍ୱର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅପହଞ୍ଚ : ବିଜୟ ପଟ୍ଟନାୟକ

ମୋଦୀ ସରକାରଙ୍କ ବିକାଶ ଆହ୍ୱାନ ଛଳନାପୂର୍ଣ୍ଣ : ରାଜ୍ୟସରକାରଙ୍କ ୫ ଟି କେବଳ ଏକ ସ୍ଲୋଗାନ, ଯାହାର କାର୍ଯ୍ୟକାରିତା ଶୂନ ଓଡ଼ିଶାର ଜନସାଧରଣଙ୍କର ଅଧିକାର ଉପେକ୍ଷିତ ହେଉଥିବାବେଳେ ଏଭଳି ସରକାର ରାଜ୍ୟରେ ରହିବାର ଅଧିକାର କ’ଣ ଅଛି ? ୫ ଟିର ଦକ୍ଷତା କ’ଣ ତାହା ଏବେ ରାଜ୍ୟର ବିଭିନ୍ନ…

ଓଡ଼ଗାଁ ଏନ୍ଏସି ଉପକଣ୍ଠରେ ହାତୀ: ଭୟ ଓ ଆତଙ୍କିତ ଅଞ୍ଚଳ ବାସୀ

ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ବନବିଭାଗର ପ୍ରୟାସ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ କଲେଜ ରୋଡରେ ସୋମବାର ରାତି ପ୍ରାୟ ୮.୩୦ ସମୟରେ ୧୪ପଟ ହାତୀ ଆସିଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖା ଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ…

ବ୍ଳକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା ବୈଠକ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସଦଭାବନା ଗୃହ ଠାରେ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବ୍ଳକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ମିସନ ବାତ୍ସଲ୍ୟ ୨୦୨୩ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ…

କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପିଲାମାନଙ୍କୁ ଦେଲେ ଧରଣୀଧର ବିଶ୍ବବିଦ୍ୟାଳୟର ଅନୁମୋଦନ ପତ୍ର ୪୭୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ରାଜ୍ୟର ବିକାଶରେ କେନ୍ଦୁଝରର ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ ଚାଷୀ, ମହିଳା ଓ ଯୁବସମାଜ ଆମର ତ୍ରିଶକ୍ତି, ଆମ ପ୍ରଗତିର ସାରଥୀ - ମୁଖ୍ୟମନ୍ତ୍ରୀ କେନ୍ଦୁଝର:…

ବିଜୟଙ୍କ ମୁହଁରେ ବିଜେପିର ଭାଷା: ବିଜେଡି

 ଅବସର ପରେ କ୍ଷମତାରେ ରହିବାକୁ ଥିଲେ ବ୍ୟାକୁଳ ବିଜେଡି ସହାୟତାରେ ରାଜ୍ୟସଭା ଯିବାକୁ ଚାହୁଁଥିଲେ ଭୁବନେଶ୍ୱର,: କଂଗ୍ରେସ ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିଜୟ ପଟ୍ଟନାୟକଙ୍କ ଆଜି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣି ଲାଗିଲା,…

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

 ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍‍ ଶୃଙ୍ଖଳା ସ୍ଥିତି ଭଲ  ଚାଉଳ ଉଠାଣ ଓ ଧାନ ବିକ୍ରି ଭଳି ସମସ୍ୟା ଉଠାଉ ବିଜେପି  ଅଭ୍ୟାସଗତ ଭାବେ ଓଡିଶାକୁ ବଦନାମ କରିବାରୁ ବିରତ ରହୁ ଭୁବନେଶ୍ୱର: ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ…

କିଟରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ ଦୀର୍ଘ ୩ମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ତାରିଖରୁ କିଟ୍‍ କାର୍ଣ୍ଣିଭାଲ କାର୍ଯ୍ୟକ୍ରମ ଚାଲୁ ରହିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଏହି…

ଧାନ କିଣା ଓ ଚାଉଳ କାଟ୍‍କୁ ନେଇ ଫେବୃୟାରୀ ୧୪ରୁ ୧୬ ରାଜ୍ୟବ୍ୟାପୀ ପ୍ରତିବାଦ: ବିଜେଡି

 ୧୪ରେ ରାଜଭବନ ଆଗରେ ଧାରଣା  ୧୫ରେ ପଞ୍ଚାୟତ ହେଡକ୍ୱାଟର୍ସରେ ପ୍ରତିବାଦ  ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ ଭୁବନେଶ୍ୱର(ଶାସକ ପ୍ରଶାସକ) : କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍‍ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ…

ଧନୁଯାତ୍ରା ମହୋତ୍ସବରେ ୪୭ ୟୁନିଟ୍ ରକ୍ତ ସଂଗୃହୀତ

ଲେଲେହର ଠାରେ ୧୩ତମ ବିରାଟ ଧନୁଯାତ୍ରା ମହୋତ୍ସବ ବରଗଡ :-ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲେକେହର ଠାରେ ଧନୁଯାତ୍ରା ମହୋତ୍ସବ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ତଥା…