ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନ୍‌ସର ଭଲ ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର (ଡାକ୍ତର)…

ପ୍ରାବନ୍ଧିକ ଶ୍ୟାସୁନ୍ଦର ରାଜଗୁରଙ୍କ ୧୫୮ତମ ଜୟନ୍ତୀ ପାଳନ

ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ରାଜ୍ୟ ସ୍ତରୀୟ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ…

ଇ ଏସ ସି ସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ : ଅତରଲ୍ଲା ଚମ୍ପିୟାନ

ପାଇକମାଳ,: ପାଇକମାଳ ବ୍ଲକ ନୃସିଂହନାଥ ହାଇ ସ୍କୁଲ ଖେଳ ପଡିଆରେ ଇ ଏସ ସି ସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ ଫାଇନାଲ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ ପାଇକମାଳ ଦମକଳ ବିଭାଗ ଟିମ ଓ ଅନ୍ତରଲା ମଧ୍ୟରେ ହୋଇଥିଲା । ଦମକଳ ଦଳ ଟସ ଜିଣି ବ୍ୟାଟିଂ କରି ନିର୍ଧାରିତ ୮ଓଭର…

ଗୋପାଳପୁର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା  ଭୁବନେଶ୍ବର : ଗତ କାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନିବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ…

ଜୟନାରାୟଣଙ୍କୁ ତୁରନ୍ତ ବିରୋଧିଦଳ ନେତା ପଦରୁ ହଟାଉ ବିଜେପି: ବିଜେଡି

 କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣ  ଜୟନାରାୟଣ ତୁରନ୍ତ କ୍ଷମା ମାଗିବାକୁ ଦାବି କଲା ବିଜେଡି  ବିଜେପିର ମହିଳାଙ୍କୁ ସମ୍ମାନର ଅସଲ ଚିତ୍ର ସମସ୍ତେ ଦେଖୁଛନ୍ତି ଭୁବନେଶ୍ୱର,: ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ ତମ ଜନ୍ମଜୟନ୍ତୀ

ଭୁବନେଶ୍ୱର- ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍‌-୯ ସ୍ଥିତ…

ଛୁଆଙ୍କୁ ମାରି ଆତ୍ମହତ୍ୟା କରିଥିବା ମହିଳାଙ୍କ ପରିବାରଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଚମ୍ପୁଆ- ଚମ୍ପୁଆ ଥାନା ଅନ୍ତର୍ଗତ ଡୁରୁକୁଳିଆ ଗ୍ରାମରେ ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ମହିଳାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ବିଜେପି ପ୍ରତିନିଧି ମଣ୍ଡଳ। ଚମ୍ପୁଆ ବିଧାନସଭା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଦୁରୁକୁଳିଆ ଗ୍ରାମ କୁ ଯାଇ ନିଜ…

ପୁଲବାମା ର ସହିଦ ମାନଙ୍କୁ ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଛାତ୍ରଛାତ୍ରୀ

ଅବସରପ୍ରାପ୍ତ ସି ଆର ପି ଏଫ ଯବାନ ଙ୍କ ଉପସ୍ଥିତି ଉତ୍ସାହିତ କରିଥିଲା ଛାତ୍ରଛାତ୍ରୀ ମାନଙ୍କୁ ବରଗଡ଼ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ କ୍ଲଷ୍ଟର ଅଧିନସ୍ଥ ୫ ଟି ବିଦ୍ୟାଳୟରେ ପୁଲବାମା ଶହୀଦ ମାନଙ୍କର ସ୍ମୃତି ରେ ଆଜି…

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପନ।

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ସୋମବାର ଦିନ ଉଦଯାପନ ହୋଇଯାଇଛି। ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ…

ବିଦେଶରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ମନମୋହିଲେ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଗୁରୁ ସୁଶ୍ରୀ ଡ଼ି. ପ୍ରିୟଙ୍କା ଏବଂ ଗୁରୁ ଡକ୍ଟର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କର ମିଳିତ ଆନୁକୂଲ୍ୟରେ ଏହି ଅନୁଷ୍ଠାନର ୬ ଜଣ ନୃତ୍ୟଶିଳ୍ପୀ…