Sign in
Sign in
Recover your password.
A password will be e-mailed to you.
ଯୁବତୀଙ୍କ ଗଲାକାଟି ହତ୍ୟା: ଘଟଣା ସ୍ଥଳରେ ପୋଲିସର କଡାକଡି ଯାଞ୍ଚ
ବରଗଡ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ଜଣେ ଯୁବତୀଙ୍କ ମୃତଦେହ ଆଜି ଗ୍ରାମ ନିକଟରୁ ପ୍ରବାହିତ ହେଉଥିବା ଝରଣା ନିକଟରେ ପଡିଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ ଯୁବତୀ ଓ ତାଙ୍କର ଭଉଣୀ ଝରଣା କୁ ଗାଧୋଇବା ପାଇଁ ଯାଇଥିଲେ । ମୃତ ଯୁବତୀ…
ବେଳକଣା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ସଦରରେ ଥିବା ବେଳକଣା ଆଶ୍ରମବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୨-୨୩ ଆଡମ୍ବରରେ ପାଳିତ ହୋଇଛି ।ଏଥିରେ ଆଶ୍ରମ ର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ…
“ନିଲାମକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ”
ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ସମସ୍ତ ପ୍ରତିଭାବାନ ଖେଳାଳି ଯୋଗ ଦେଇଛନ୍ତି: ନୀତା ଅମ୍ବାନୀ
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ର ଉଦ୍ଘାଟନୀ ସଂସ୍କରଣ ଆରମ୍ଭ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ଏବଂ ରୋମାଞ୍ଚକର ଖେଳାଳି ନିଲାମ ଶେଷ ହୋଇଛି। ଉକ୍ତ ଖେଳାଳି ନିଲାମ ମହିଳା କ୍ରିକେଟ ପାଇଁ ଏକ…
ଦୀର୍ଘ ତିନି ବର୍ଷ ପରେ ଐତହାସିକ ମହେନ୍ଦ୍ରଗିରି ପାହାଡ଼ରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା କୁ ନେଇ ଜିଲ୍ଲାପାଳଙ୍କ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ତିନି ବର୍ଷର ବ୍ୟବଧାନରେ ଆମେ ଆୟୋଜନ କରିବାକୁ ଯାଉଛେ ଐତହାସିକ ମହେନ୍ଦ୍ରଗିରି ପାହାଡ଼ରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା। ଗତ ତିନି ବର୍ଷରେ କରୋନାର କ୍ରୁରତା ବିରୁଦ୍ଧ ଯୁଦ୍ଧରେ ଆମେ ପିନ୍ଧିଛେ ବିଜୟ ଲଲାମ। ଆମ ସରକାରଙ୍କ…
“ଶଦ୍ଦ ଅଙ୍ଗୀକାର ହେଲେ ତାହା ମନ୍ତ୍ର ହୁଏ |”
ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଘାଟିତ
ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଧବାର ଉଦଘାଟିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଦକ୍ଷୀଣକାଳୀ ପଡ଼ିଆଠାରେ ଆୟୋଜିତ…
ଘେଁସ ବନ ବିଭାଗର ମିଳିତ ଚଢାଉ
ରପ୍ତାନି ଅପେକ୍ଷାରେ ଥିବା ବିପୁଲ ପରିମାଣର କାଠ ଗଣ୍ଡି ସହ ଟ୍ରକ ଜବତ
ମେଲଛାମୁଣ୍ଡା,(ମନୋଜ ଭୋଇ)- ଘେଁସ ରେଂଜ ଅଧିନସ୍ଥ ବିଜେପୁର ସେକସନ ଅର୍ନ୍ତଗତ ଲାଉମୁଣ୍ଡା ଗ୍ରାମର ଜୈନେକ କାଠ ମାଫିଆର ଘରେ ଚଢାଉ କରି ବାଡି ପଡେ ରପ୍ତାନି ଅପେକ୍ଷାରେ ଥିବା ବିପୁଲ ପରିମାଣର କାଠ ସହ ଏକ ଟ୍ରକକୁ ଜବତ…
ମେଲଛାମୁଣ୍ଡା ବିଜେଡିର ଗଣଧାରଣା
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ବିଜୁ ଜନତା ଦଳର ତରଫରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫ କେ.ଜି. ଚାଉଳ ଯୋଗାଣରୁ ବଂଚିତ କରାଯାଇଥିବା ନିଷ୍ପତି ବିରୋଧରେ ବୁଧବାର ଦିନ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯାଇଛି । ବିଜେଡି…
ସହୀଦଙ୍କ ସ୍ମୃତିରେ କ୍ୟାଣ୍ଡଲ ଶୋଭାଯାତ୍ରା
ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ୟୁଥ କ୍ଳବ ଆନୁକୁଲ୍ୟରେ ପୁଲଓାମା ବୋମା ବିଷ୍ପରଣରେ ସହୀଦ ହୋଇଥିବା ବୀର ଜବାନଙ୍କ ସ୍ମୃତି ଉଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ମଙ୍ଗଲବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ୟୁଥ କ୍ଳବର ସଦସ୍ୟ ସବୁ ହାତରେ କ୍ୟାଣ୍ଡର ଧରି ସହୀଦଙ୍କ ଉଦେଶ୍ୟରେ…
ପୁର୍ବତନ ପେକ୍ସ ସମ୍ପାଦକଙ୍କ ଅକାଳ ବିୟୋଗ
ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ପ୍ୟାକ୍ସର ପୂର୍ବତନ ସମ୍ପାଦକ ତଥା କନସିଂହା ବାସିନ୍ଦା ଘନଶ୍ୟାମ ଶତପଥୀଙ୍କ ଅକାଳ ବିୟୋଗ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହେଉଥିଲା । ତାଙ୍କ ବିୟୋଗ ଖବର ପ୍ରଚାରିତ ହେଲା ପରେ ଉଭୟ ମେଲଛାମୁଣ୍ଡା ଏବଂ କନସିଂହା ଗ୍ରାମରେ ଶୋକର…
କିଟରେ ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ୪ହଜାର ୩0 ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର : କିଟ୍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍ କାର୍ଣ୍ଣିଭାଲ୍ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପେକ୍ଷୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…