Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା କୃଷି ଓଡ଼ିଶା ୨୦୨୩; ୫ ଚାଷୀ, ୫ ଏସ୍ଏଚ୍ଜି ସମ୍ବର୍ନ୍ଧିତ
କୃଷି ଏବଂ ସମବର୍ଗୀ କ୍ଷେତ୍ରରେ ବୈଷୟିକ ହସ୍ତକ୍ଷେପ ଉପରେ ଆଲୋକପାତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ; କୃଷକମାନଙ୍କୁ କୃଷି କ୍ଷେତ୍ରରେ ନୂତନ ଟେକ୍ନୋଲୋଜି ଗ୍ରହଣ କରିବାକୁ କରିଛନ୍ତି ଅନୁରୋଧ
ଅନ୍ୟ ରାଜ୍ୟର ଖାଦ୍ୟ ନିରାପତା ନିଶ୍ଚିତ କରୁଛି ଓଡ଼ିଶା: ଓଡ଼ିଶା କୃଷି ମନ୍ତ୍ରୀ
ଭୁବନେଶ୍ୱର, ୧୬…
ଶେଷ ହେଲା କିଟ୍ ରୌପ୍ୟ ଜୟନ୍ତୀ ସମାରୋହ
ଭୁବନେଶ୍ୱର: ଦୀର୍ଘ ୩ମାସ ଧରି ଚାଲିଥିବା କିଟ୍ର ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ଶାନ୍ତି ଶୃଙ୍ଖଳାର ସହ ଉଦ୍ଯାପିତ ହୋଇଛି । କିଟ୍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ କିଟ୍ ଉତ୍ସବମୁଖର ରହିଥିଲା । ଆଜି କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସରେ ନିରାଡ଼ମ୍ବର…
ବାଲ୍ୟବିବାହ ମୁକ୍ତ ଘୋଷଣା ହେଲା ଗଜପତି ଜିଲ୍ଲା
https://youtu.be/XbyPxDo3BM8
ପାରଳାଖେମୁଣ୍ଡି / ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍. କୁମାର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ…
ଚିଲିକା ମା କାଳିଜାଇ ଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଯାଉଛି ନୂତନ ଜାଗର ପର୍ବ
ଚିଲିକା (ସେକ କୌଶର) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ଏସିଆ ମହାଦେଶ ର ସର୍ବ ବୃହତମ ଲୁଣା ହ୍ରଦ ମରାଳମାଳିନୀ ନିରାମ୍ବୁ ଚିଲିକା, ବାଲୁଗାଁ ଚିଲିକା କୁଳ ଠାରୁ ପ୍ରାୟ ଷୋହଳ କିଲୋମିଟର ଜଳପଥ ଦେଇ ନୌକା ସାହାଯ୍ୟ ରେ ଗଲେ ମା କାଳୀଜାଈ ଙ୍କ ମନ୍ଦିର ଏକ ପାହାଡ଼ ରେ ଅବସ୍ଥିତ ଏଠାକୁ ପ୍ରତେକ…
ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିବାଦ
ବରଗଡ :- ଆଜି ମାନ୍ୟବର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୁ ଜନତା ଦଳ ତରଫରୁ ପାଇକମାଳ ସହର ଶୋଭା ଯାତ୍ରା କରି ବ୍ଲକ ସମ୍ମୁଖରେ ପାଇକମାଲ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ରାଉତ ଙ୍କ ସଭାପତିତ୍ବରେ ଏବଂ ବିଜୁ ଯୁବ ଜନତାଦଳ ପାଇକମାଳ…
ସଡ଼କ ଦୁର୍ଘଟଣାରେ ୪ ଆହତ।
ବଡ଼ବିଲ (ଶାସକ ପ୍ରଶାସକ): ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ ନିକଟ ୫୨୦ନମ୍ବର ଜାତୀୟ ରାଜପଥରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଆହତ ମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ଦିବା ପ୍ରାୟ ୧ ଘଟିକା ସମୟରେ ଗୋଟିଏ ଟ୍ରଲର ଏକ ମୋଟରସାଇକେଲ ଉପରେ ଚଢି…
ଯୁବତୀଙ୍କୁ ନୃଶଂସ ହତ୍ୟା ,ଅଭିଯୁକ୍ତ ର ଆକ୍ରମଣରେ ମୃତକ ଙ୍କର ଭଉଣୀ ଆହତ
ଘଟଣା ସ୍ଥଳରେ ପୋଲିସର ଫୋରେଂସିକ ଟିମ
ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ର ତତ୍ପରତା
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ନୃସିଂହନାଥ ଝରଣା କୁ ଗାଧୋଇବା ପାଇଁ ଯାଇଥିବା ନମିତା ସତନାମୀ (20)ନାମକ ଜଣେ ଯୁବତୀ ,…
ସମ୍ ହସ୍ପିଟାଲ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ
ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ…
ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ତାଲିମ ପାଇଁ ସୋଆ ଏବଂ ଜିଏମ୍ଆର୍ ଗ୍ରୁପ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର:ପାରସ୍ପରିକ ସହଯୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଏମ୍ଆର୍ କମଳଙ୍ଗା ଏନର୍ଜି ଲିମିଟେଡ୍ (ଜିକେଇଏଲ୍), ଢ଼େଙ୍କାନାଳ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଅଧିକ ସମ୍ପୃକ୍ତ ହେବା ସହ ଜ୍ଞାନ ଆହରଣ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ଯୁକ୍ତ ତିନି ଦ୍ୱିତୀୟ ବାର୍ଷିକ ଛାତ୍ରୀ ମାନଙ୍କ ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡ଼ ରୀନା ସାହୁ, ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର…