ନଈ କୂଳେ ପଡିଛି ଅଜଣା ଝିଅ ର ଶବ !

0

ନରସିଂ ବାଘ /ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଆଜି ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁବେଲା ନଦୀ କୂଳରେ ଆନୁମାନିକ ବୟସ ୨୧ ବର୍ଷର ଜଣେ ଝିଅର ଶବ ଉଦ୍ଧାର ହୋଇଛି | ଝିଅଟିର ପରିଚୟ ମିଳି ପାରି ନାହିଁ ବୋଲି ଉଲେଖ କରିଛନ୍ତି |ଥାନା ଅଧିକାରୀ ତଦନ୍ତ କରିବାରୁ ଝିଅ ଆଖପାଖର ନାହିଁ ବୋଲି କହୁଛନ୍ତି ଗ୍ରାମ ବାସୀ |ଏହା ନେଇ ଜୋରସୋର ତଦନ୍ତ ଆରମ୍ଭ କରିଛନ୍ତି ଥାନା ଅଧିକାରୀ | ଏବେ ଦେଖିବାକୁ ବାକିରହିଲା ପ୍ରକୃତ ଘଟଣା କଣ |

Leave A Reply

Your email address will not be published.