Sign in
Sign in
Recover your password.
A password will be e-mailed to you.
ଉସ୍କି ଆଶ୍ରମ ବିଦ୍ୟାଳୟ ରେ ପିତାମାତା/ଅବିଭାବକ ସମ୍ମିଳନୀ ଓ ବାର୍ଷିକ ଉତ୍ସବ
ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ରେ ପିତାମାତା/ଅବିଭାବକ ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ର ସଭାନେତ୍ରୀ ଶ୍ରୀମତୀ ଲେତ ଜେରାଇ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ…
ଛାତ୍ର ଛାତ୍ରୀ ମାନଙ୍କ ବିକାଶ ପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇଦେବି -ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ…
https://youtu.be/uXvV_9zsE18
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
(ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଯେ କୌଣସି ବିଦ୍ୟାଳୟ ହେଉ ସମସ୍ତ ବିଦ୍ୟାଳୟ ରେ ଆମମାନଙ୍କ ପିଲା ପଢୁଛନ୍ତି, ସମସ୍ତ…
ଶିକ୍ଷକସଂଘ ପକ୍ଷରୁ ବିଧାୟଙ୍କୁ ଘେରାଉ ଓ ଦାବିପତ୍ର ପ୍ରଦାନ
ନୟାଗଡ଼,୨୭/୨: ନୟାଗଡ଼ ବ୍ଲକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ତିନି ଦଫା ଦାବି ନେଇ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଘେରାଉ କରାଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି…
କାମାକ୍ଷାନଗର ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କାମାକ୍ଷାନଗର /ରିତେଶ ବ୍ରହ୍ମା- କାମାକ୍ଷାନଗର ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଙ୍ଗୁଳୁ ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖଣି, ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…
ବିଜୁଜୟନ୍ତୀ ପାଳନପାଇଁ ବିଜେଡିର ପ୍ରସ୍ତୁତି ବୈଠକ
ନୟାଗଡ଼(ଲକ୍ଷ୍ମୀଧର ସାହୁ)ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଳକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଜୁ ଜନତା ଦଳର ସଂଗଠନକୁ ମଜବୁତ୍ କରାଯିବା ଉପରେ…
ରେଡ଼କ୍ରସ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଶିବିର
ନୟାଗଡ଼/ଲକ୍ଷ୍ମୀଧର ସାହୁ : ନୟାଗଡ଼ ରେଡକ୍ରସ ସୋସାଇଟ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ଦିନିକିଆ ଯୋଗ ପ୍ରଶିକ୍ଷଣ ଶିବିର ପୁରୁଣା ସହରସ୍ଥିତ ଦକ୍ଷିଣକାଳି ପଡ଼ିଆ ପଡ଼ିଆଠାରେ ରବିବାର ପ୍ରାତଃ ସମୟରେ ଆୟୋଜିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ…
ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ.
ନବରଙ୍ଗପୁର/ ଅଶୋକ ସାହୁ: ଜିଲ୍ଲା ଯାଦବ ମହାସଭା ର ଅଧିକାର ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି.ଚାଉଁରିଆଗୁଡା ଠାରୁ ନାଟ ବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜ ର ଜିଲ୍ଲା ର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ ସ୍ତ୍ରୀ ଯୁବକ ସାମିଲ ହୋଇଥିଲେ। ସ୍ଥାନୀୟ…
ବାଣିପୀଠ ମଧୁବୈଶ ସମାଜ (ସ୍ୱଜାତି) ଜ଼ିଲ୍ଲାସ୍ତରୀୟ ବନ୍ଧୁମିଳନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଂଚାୟତ ଅଧୀନ ବସନ୍ତ ବଗିଚା ଠାରେ ବାଣିପୀଠ ମଧୁବୈଶ୍ୟ ସମାଜ (ସ୍ୱଜାତି ବନ୍ଧୁ ମିଳନ ) ଜ଼ିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମସ୍ତ କର୍ମକର୍ତ୍ତା ମାନେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ…
ମଇ ୩ ରୁ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା
ଭଞ୍ଜନଗର,୨୬/୦୨ : ଦୀର୍ଘ ୬ବର୍ଷ ପରେ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମଇ ୩ ତାରିଖରୁ ଆରମ୍ଭ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ସହ ଏ ନେଇ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର କମିଟି ଉପଦେଷ୍ଟା ତଥା…
ବରିଷ୍ଠ ସାମ୍ବାଦିକ ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କ ପରଲୋକ
ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଜିତ
ଶୋକାକୁଳ ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଭୁବନେଶ୍ୱର : ଭୁବନେଶ୍ୱରର ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କର ଆଜି ଅପରାହ୍ଣ ୧୨ଟା ୪୩ ମିନିଟ୍ ସମୟରେ…