Sign in
Sign in
Recover your password.
A password will be e-mailed to you.
ଜୟନାରାୟଣଙ୍କ ମୁଣ୍ଡଦୋଷ ଥିଲା, ଏବେ ତାହା ପାଗଳାମୀରେ ବଦଳିଯାଇଛି : ସୁଲତା
https://youtu.be/SKv4Z2FDGko
ଏମଏସ୍ଏମଇ ମେଳାରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ‘ଉଦ୍ୟମୀ’ର ପ୍ରଥମ ସ୍ଥାନ ହାସଲ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡାଠାରେ ୨୦୨୩ ମାର୍ଚ୍ଚ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏମଏସ୍ଏମଇ ମେଳାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଅଂଶଗ୍ରହଣ କରିବା ସହିତ ନିଜର ସିଏସ୍ଆର ଏବଂ ଦୀର୍ଘସ୍ଥାୟୀ ପ୍ରୟାସସମୂହକୁ ପ୍ରଦର୍ଶନ କରୁଥିବା ମୋଟ ୧୧ଟି ଷ୍ଟଲ୍…
ଓଡ଼ିଶା-ମୋ ପରିବାରର ସହଯୋଗ ସତ୍ତ୍ୱେ ବଞ୍ଚି ପାରିଲେ ନାହିଁ ସୁରଜ
ଶେଷ ଉତ୍ତରଦାୟିତ୍ୱକୁ ଭୁଲିନଥିଲା ଓଡିଶା ମୋ ପରିବାର
ଶେଷକୃତ୍ୟ ନିମନ୍ତେ ମୃତଦେହ ଘରକୁ ନେବାକୁ ଯୋଗାଇଦେଲେ ସହାୟତା
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ୪୭ବର୍ଷିୟ ବାସିନ୍ଦା ସୁରଜ କୁମାର ପଦି, ପେଷାରେ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ପରିବାର…
ସାର୍ଟିଫିକେଟ ଜାଲିଆତି କରି ପୁର୍ବତନ କଲେଜ ଅଧ୍ୟକ୍ଷ ଗିରଫ ।
କାମାକ୍ଷାନଗର(ରିତେଶ ବ୍ରହ୍ମା):ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ବିରାଶାଳର ପୂର୍ବତନ ଅଧ୍ୟକ୍ଷ ଅଟଳବିହାରୀ ବାରିକ ସାର୍ଟିଫିକେଟ ଜାଲିଆତି କରିବା ସହ ଅନେକ ସଙ୍ଗୀନ ଅପରାଧ ମାମଲାରେ ଗିରଫ ହୋଇଛନ୍ତି ।ସୂଚନା ମୁତାବକ ଗତ ୨୦୦୯ ଠାରୁ ୨୦୧୭…
୨୬ତାରିଖ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା, ଯିବେ ଧାମନଗର
ଭୁବନେଶ୍ୱର: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା…
ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କରେ ସଚେତନତା କାର୍ଯ୍ୟକର୍ମ
ନୟାଗଡ଼,୧୦/୩: ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ନୟାଗଡରେ ଥିବା ସମସ୍ତ ପୂଜକମାନଙ୍କୁ ନେଇ ଏକ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଉପଜିଲ୍ଲାପାଳ ନୟାଗଡ ଶକ୍ତିକାନ୍ତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।ଏଥ୍ରେ ସମ୍ମାନୀୟ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ…
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବ୍ୟୟବରାଦ ୪୬୫୧.୨୭କୋଟି ଟଙ୍କା
ଚଳିତ ଆର୍ଥିକ ବର୍ଷଠାରୁ ଜନଜାତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ
ପର୍ଯ୍ୟାୟ କ୍ରମେ ଏହି ମିଶନରେ ସାମିଲ ହେବେ ସାଢ଼େ ୧୪ ଲକ୍ଷ ପରିବାର ।
ପ୍ରଥମ ପର୍ଯ୍ୟାୟରେ କ୍ଲଷ୍ଟର ମାଧ୍ୟମରେ ବିନିଯୋଗ ହେବ ୫୦୦ କୋଟି ଟଙ୍କା
ଭୁବନେଶ୍ୱର, ଅନୁସୂଚିତ ଜନଜାତି ଓ…
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ପ୍ରାଥମିକ ଶିକ୍ଷକ
ନୟାଗଡ଼,୧୦/୩: ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ତିନି ଦଫା ଦାବି ନେଇ ଆଜି ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା।ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି…
ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ
ନୟାଗଡ଼,୧୦/୩:ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଶ୍ରମିକ…
ବିଜୁଳି ମାଡ଼ରେ ଜଳିଲା ନଡ଼ିଆ ଗଛ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ଆଜି 5.15ମିନିଟ ସଦ୍ୟା ସମୟରେ ଘଡ ଘଡ଼ି ହେବା ସହ ଅଳ୍ପ ବର୍ଷା ସେହି ସମୟ ପୋଡାପାଡି ପଞ୍ଚାୟତ ମୁଣ୍ଡା ଗାଁ ଗ୍ରାମ ର ଉଦୟ ପାତ୍ର ଙ୍କ ନଡ଼ିଆ ଗଛ ରେ ବିଜୁଳି ମାଡ ହୋଇ ହୁତ ହୁତ ସେହି ସମୟରେ…