ମନେରେଗା (MGNREGA) କାର୍ଯ୍ୟରେ ମହା ଦୁର୍ନୀତି ଅଭିଯୋଗ.

https://youtu.be/kAJ-IOEoVTs?list=TLPQMTMwMzIwMjO8-fT11yMBnQ ନବରଙ୍ଗପୁର/ଅଶୋକ ସାହୁ :ନବରଙ୍ଗପୁର ଜିଲ୍ଲା,ରାଇଘର ବ୍ଲକ ଅନ୍ତର୍ଗତ କାଚନାପାରା ତିନି ,ପଞ୍ଚାୟତରେ ଦେଖିବାକୁ ମିଳିଛି ମନେରେଗା ( MGNREGA) କାର୍ଯ୍ୟ ର ମହା ଦୁର୍ନୀତି, ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟେକ ଜବ…

ମୂଲ୍ୟବାନ ବଉଳମାଳା ପଥରର ସୁରକ୍ଷା ଆବଶ୍ୟକ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେଇ ଭଞ୍ଜନଗର ଅଭିମୁଖେ ଯାଇଥିବା ୨୧ ରାଜ୍ୟ ରାଜପଥର ଓଡ଼ଗାଁ ଠାରେ ଥିବା ନୟାଗଡ଼ ଜିଲ୍ଲା ପଲ୍ଲୀଟେକନିକ ଶିକ୍ଷାନୁଷ୍ଠାନର ବାମପାର୍ଶ୍ବରୁ ଆରମ୍ଭ ହୋଇ ଦଲକ ଛକ ପର୍ଯ୍ୟନ୍ତ ଲମ୍ବି ରହିଥିବା ଗୟଳସିଂହ ଏବଂ ଭାଲୁ ମୁଣ୍ଡିଆ…

ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର ରାଜଭବନ ଚଲୋ

https://youtu.be/A8V2CYKBE7c "ବିଜେଡି ବିଜେପି ଭାଇ ଭାଇ, ଦେଶ ରାଜ୍ୟକୁ ଦେଲେ ଖାଇ "   ଭୁବନେଶ୍ୱର ତା ୧୩.୩- ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ…

ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର ରାଜଭବନ ଚଲୋ

https://youtu.be/A8V2CYKBE7c "ବିଜେଡି ବିଜେପି ଭାଇ ଭାଇ, ଦେଶ ରାଜ୍ୟକୁ ଦେଲେ ଖାଇ " ଭୁବନେଶ୍ୱର ତା ୧୩.୩- ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ ଦାବିରେ…

ଭୁବନ ଥାନା ଅଧିକାରୀଙ୍କ ବିରୋଧରେ ଆକ୍ସନ ନନେଲେ ରିଆକ୍ସନ ଦେଖାଇବ ଜିଲ୍ଲା ସାମ୍ବାଦିକ ସଂଘ ।

https://youtu.be/ZeNstA2b5dk ଭୁବନ,/ଅବିନାଶ ସାଥୁଆ ମହାପାତ୍ର- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ରବିନ ଦାସଙ୍କ ପ୍ରତି ଭୁବନ ପୋଲିସର ବର୍ବରିତ ପଦକ୍ଷେପକୁ ନିନ୍ଦା କରିଛି ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ…

ପଦ୍ମପୁର ପୋଲିସକୁ ବଡ଼ ସଫଳତା: ପ୍ରାୟ ୫ଲକ୍ଷ ଟଙ୍କା ର ନିଶା ଦ୍ରବ୍ୟ ଜବତ

ଫିଲ୍ମ ଷ୍ଟାଇଲ ରେ ହେଉଥିଲା ଅବୈଧ ନିଶା ଚାଲାଣ ବରଗଡ :- ପଦ୍ମପୁର ପୋଲିସ କୁ ବଡ ସଫଳତା ପାଖା ପାଖୀ ୫ ଲକ୍ଷ ଟଙ୍କା ର ଅବୈଧ ନିଷା ଦ୍ରବ୍ୟ ଚାଲାଣ ସମୟରେ ଧରିଲା ପଦ୍ମପୁର ପୋଲିସ । ଗତ ୧୨ ତାରିଖ ଦିନ ସନ୍ଧ୍ୟା ରେ ଓଡି-୧୭-ଭି-୮୬୮୭ ନମ୍ବର ଥୀବା ଏକ ପିକଅଫ ରେ କଟକ ରୁ ବରଗଡ ର ଏକ ବୁକ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର : ୨୦୨୩-୨୪ ବର୍ଷିକ ବଜେଟର ମୁଖ୍ୟାଂଶ

 ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀମାନଙ୍କ ବୈଦ୍ଧିକ, ମାନସିକ ଏବଂ ଶାରୀରିକ ବିକାଶ ସହ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷର ବ୍ୟୟ ବରାଦ କରାଯାଇଛି ।  ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ…

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କଳିଙ୍ଗନଗର: ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ସୋମବାର ଟାଟା ଷ୍ଟିଲ କଳିଙ୍ଗନଗରର ମାନବ ସମ୍ବଳ ବିଭାଗ ପକ୍ଷରୁ ପ୍ଲଟ୍‌-୨ ହାଉସିଂ କମ୍ପେ୍ଲକ୍ସରେ ଆୟୋଜନ କରାଯାଇଥିବା ଏକ ମେଗା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସି୍‌କେ) ପକ୍ଷରୁ ବିଭିନ୍ନ ପ୍ରକାର…

ଜିଏମ ଆଇରନ କାରଖାନା ର ପ୍ରଦୂଷଣ ସଂକ୍ରାନ୍ତ ପୁନଃ ଯାଞ୍ଚ କଲେ ଏନଜିଟି ଗଠିତ କମିଟି

ଅନୁଧ୍ୟାନ କଲେ ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଦୂଷଣ ଅଧିକାରୀ ପରଜଙ୍ଗ/ ରିତେଶ ବ୍ରହ୍ମା : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମଠାରେ ଗଢିଉଠିଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରୁ ନିର୍ଗତ କଳାଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳବାସୀଙ୍କ ଅତିଷ୍ଠ ହୋଇ…

ପ୍ରଦୂଷଣ ବୃଦ୍ଧି ପ୍ରତିବାଦ ରେ ନାଚୁରାଲ ରାଇସ ମିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା |

କାମାକ୍ଷାନଗର/ରିତେଶ ବ୍ରହ୍ମା-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ଅଁଳାବେରେଣୀ ସ୍ଥିତ ନାଚୁରାଲ ରାଇସ ମିଲ ସମ୍ମୁଖରେ ଏହି ଧାରଣା ଦେଇଛନ୍ତି ଗ୍ରାମାସୀ |ଅଭିଯୋଗ ମୁତାବକ ଗ୍ରାମ ନିକଟରେ ଥିବା ନାଚୁରାଲ ଏଗ୍ରିଟେକ ପ୍ରାଇଭେଟ ଲିମିଟେଡ଼ ରାଇସ ମିଲ ରୁ ଦୀର୍ଘ ଦିନ ହେବ ବାହାରୁ ଥିବା…