ଗାଇସିଲାଟ/ମନ ଡ଼ନସନା: ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୌରେନମୂଣ୍ଡା ଗ୍ରାମର ଇନ୍ଦ୍ରମଣି ବାରିକ କୁ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସିନିଅର ଫେଲୋସିପ ପାଇଛନ୍ତିା ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ 2006 , ମସିହା ରୃ ଓଡ଼ିଶାର ବିଭିନ୍ନ ଲୋକ ମହୋତ୍ସବ ମାନଙ୍କୁ ପ୍ରୋଗ୍ରାମ ମାନଙ୍କୁ ଲୋକ ଗୀତ ,ହୁମୋବଉଲି, ରସରକେଲି ଗୀତ କୁନେଇ ପରିବେଷଣ କରିଛନ୍ତି ା .12 ଟି ଝିଅ ମାନଙ୍କୁ ନେଇ ସେ ଗୀତ ରଚନା ନିଦ୍ଦେର୍ଶକ ପ୍ରଯୋଜକ ଓ ପରିକଳ୍ପନା ରେ ନିଆଁ ଲିମଲି ନାଟ୍ୟ କଳା ପରିଷଦ ଗୈାରେନମୁଣ୍ଡା ଗାଇସିଲେଟ ବରଗଡ଼ ଠିକଣା ରେ ଯଥା-ସମ୍ବଲପୁରଲୋକ୍ ମହୋତ୍ସବ, ବଲାଙ୍ଗୀର ଲୋକ ଉତ୍ସବ, ସୋନପୁର ମହାନଦୀ ଉତ୍ସବ, ପଦ୍ମ ପୁର ରଞ୍ଜିତା ମହୋତ୍ସବ,ସହେଲା ପାର୍ବଣ ମହୋତ୍ସବ, ବରଗଡ଼ ଜିଲ୍ଲା ଲୋକ ମହୋତ୍ସବ, ବିରାଟ ଧନୁଯାତ୍ରା ମସୋତ୍ସବ ବରଗଡ଼,ମୋରି ନେତୃତ୍ୱରେ -ଲୋକଗୀତ,ଡଣାବାଣି.କୋରାପୁଟ ପରବ୍ ଉତ୍ସବ, ଦେବଗଡ଼ ପ୍ରଧାନ ପାଟ ଉତ୍ସବ, ମୋର ନିର୍ଦେଶନାରେ, ଲୋକ ଗୀତ,-ଘୁମୁରା. ବିରାଟ ଧନୁଯାତ୍ରା ମସୋତ୍ସବ ବରଗଡ଼,କଟାବାଞ୍ଜିଲୋକମହୋସବ, ତଥା-ମୋରିନତୃତରେ, ଲୋକ ଗୀତ.-ଲହକି ନୃତ୍ୟ, ବରଗଡ଼ ଧନୁଯାତ୍ରା ମସୋତ୍ସବ, ବରଗଡ଼ ଜିଲ୍ଲାର ଲୋକ ମହୋତ୍ସବ, ସମ୍ବଲପୁର ଲୋକ ମହୋତ୍ସବ, ଘେଁସ ଲୋକ ମହୋତ୍ସବ,ସହେଲା ପାର୍ବଣ ଲୋକ ମହୋତ୍ସବ, କରିଛନ୍ତିା ଭୁବନେଶ୍ୱର ଦୁରଦର୍ଶନ କେନ୍ଦ୍ର ନାଟକ ବିଭାଗ ଓଡ଼ିଆ ଅଭିନୟ କରିଥିବା ସମ୍ବଲପୁରୀ ଟେଲିଫିଲ୍ମ-2004, ମସିହାରେ ମୁକ୍ତିଲାଭ କରିଥିବା ନୃସିଂହନାଥ ମାହାତ୍ମ୍ୟ, ସମ୍ବଲପୁରୀ ଟେଲିଫିଲ୍ମ,ରସିଆ. ସମ୍ବଲପୁରୀ ଟେଲିଫିଲ୍ମ ,ଚୋର୍, ସେମାନେ ବି ମଣିଷ ସୁଟିଂ. ନିର୍ଦ୍ଦେଶନା ପ୍ରାୟୋଜନା, ଭୁବନେଶ୍ୱର ଦୁରଦର୍ଶନ କେନ୍ଦ୍ର ଲୋକ ଗୀତ କାର୍ଯ୍ୟକ୍ରମ ସୁଟିଂ, ନିର୍ଦ୍ଦେଶନା ପ୍ରାୟୋଜନା, ସଂପ୍ରଦା. ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ନାଟକ ବିଭାଗ, ସମ୍ବଲପୁରୀ ନାଟକ, ଗରିବର ଦୁଃଖ. ଅପେକ୍ଷା ରେ ଥିବା ସମ୍ବଲପୁରୀ ନାଟକ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର,ଧରତିମାକାନ୍ଦୁଛେ. ରଚନା ଓ ନିର୍ଦ୍ଦେଶନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.