ବାଣପୁର/ଚିଲିକା:-(ସେକ୍ କୌସର୍) ଆଜି ତା:-19/06/2023 ରିଖ ଦିନ ରୋଟାରୀ କ୍ଲବ ଭୁବନେଶ୍ୱର ଫ୍ଲାମିଙ୍ଗଗୋ, ପ୍ରଜାପିତା ବ୍ରାହ୍ମକୁମାରୀଶ ବାଲୁଗାଁ ଓ ଟିମ 499 ଓଡିଶା ଙ୍କ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଆଖପାଖର ଅଞ୍ଚଳ ରୁ ରକ୍ତଦାନ କରିବା ପାଇଁ ପ୍ରାୟ ଶହେ ରୁ ଉର୍ଦ୍ଧ ରକ୍ତଦାତା ଯୋଗ ଦେଇ ରକ୍ତ ଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରଜାପିତା ବ୍ରାହ୍ମକୁମାରୀ ବାଲୁଗାଁ ତରଫରୁ ରୋଟାରି କ୍ଲବ ଫ୍ଲାମିଙ୍ଗଗୋ ର ସଦସ୍ୟ ସେକ୍ କୌଶର.ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା. ସମାଜସେବି ଅନନ୍ତ ଚରଣ ଖଟେଇ. ଟିମ 499 ର ଜିଲ୍ଲା ସଭାପତି ରାକେଶ ସାହୁ ଙ୍କୁ ସଭାରେ ସମ୍ମାନନିତ କରିଥିଲେ. ରୋଟାରୀ କ୍ଲବ ର ସଭାପତି ଡ୍ ସ୍ମିତା ସିନହା, ଉପସଭାପତି ଦେବଦତ୍ତ କର ଓ ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ!
Sign in
Sign in
Recover your password.
A password will be e-mailed to you.