ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁର ଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

 ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜିର ଅନୁଷ୍ଠିତ ଏହି ଜନ ଶୁଣାଣି ରେ ଜିଲ୍ଲାପାଳ ଡ. ପରାଗ ଗଭାଲୀ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର…

ମନମୋହନଙ୍କ ଜିଲ୍ଲାରେ ବିଜେଡିର ମୋର୍ଚ୍ଚା ସମ୍ଭାଳିବେ ଧୂରୀଣ ପ୍ରତାପ

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି l ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): ଆମେ କହୁଛୁ ସେହି ଦରଦୀ ବିଶାଳ ହୃଦୟ କରିତକର୍ମା ବରିଷ୍ଟ ନେତା ପ୍ରତାପ ଜେନା ଙ୍କ କଥା l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ…

ଅଶୋକାଷ୍ଟମୀ ପର୍ବ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ମାର୍ଚ୍ଚ ୨୯ ତାରିଖ ସ୍ଥାନୀୟ ସରକାରୀ ଛୁଟି

ଭୁବନେଶ୍ୱର :ଆଗାମୀ ଅଶୋକାଷ୍ଟମୀ ପର୍ବ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୯ ତାରିଖ (ବୁଧବାର)କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି ।ଏହି ମର୍ମରେ ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ,କଟକଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସୂଚନା…

ନୟାଗଡ଼ ମାଓ ହାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ୨୦୦୮ ମସିହା ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ ଗୋଟି ମାମଲା ରୁଜୁ କରାଯାଇଥିଲା । ଏଥି ମଧ୍ୟରୁ ଦଶପଲ୍ଲା ଆକ୍ରମଣର ୪ ଗୋଟି ମାମଲାରୁ ସବ୍ୟସାଚୀ…

ଭିଙ୍ଗାରପୁର ବକ୍ରେଶ୍ୱର ଉଚ୍ଚବିଦ୍ୟାଳୟ ୧୯୬୪ ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀମାନଙ୍କର ବନ୍ଧୁମିଳନ

ଭୁବନେଶ୍ୱର-ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବକ୍ରେଶ୍ୱର ଉଚ୍ଚବିଦ୍ୟାଳୟ, ଭିଙ୍ଗାରପୁରରେ ଅଧ୍ୟୟନ କରିଥିବା ୧୯୬୪ ମାଟ୍ରିକ ବ୍ୟାଚର ୨୦ ଜଣ ବିଦ୍ୟାର୍ଥୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ରବିବାର ପଳାଶୁଣୀସ୍ଥିତ ମା'ଭବାନୀ ରିସୋର୍ଟ ଠାରେ ପୁରାତନ ଛାତ୍ର ଶ୍ରୀ ଦିଗମ୍ବର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ…

ମୋ ସ୍କୁଲ୍ ଅଭିଯାନର ସଫଳତାକୁ ଅନୁଭବ କରିବେ ରାଜ୍ୟର ଭବିଷ୍ୟତ ପିିଢ଼ି: ସୁସ୍ମିତା ବାଗ୍ଚୀ

ରୂପାନ୍ତରିତ ହେବ ରାଜ୍ୟର ୧୦ ହଜାର ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ ସ୍କୁଲ୍ କ୍ଲବ୍ ଛାତ୍ରଛାତ୍ରୀଙ୍କୁ ଅନୁପ୍ରେରିତ କରିବାକୁ ଆରମ୍ଭ ହେବ ପ୍ରେରଣାଦାୟକ ବକ୍ତୃତା ସିରିଜ୍ ଭୁବନେଶ୍ୱର,:ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ସରକାର…

ଏକାମ୍ର ସଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ୨୯ରୁ, ଯୋଗଦେବେ ୭ଶହ କଳାକାର

ଭୁବନେଶ୍ୱର,୨୭/୩: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୯ତାରିଖରୁ ଆରମ୍ଭ ହେବ । ଏହା ୬ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ୭ଶହ କଳାକାର ବିଭିନ୍ନ ପ୍ରାନ୍ତରୁ ଆସି ନୃତ୍ୟ…

ଆଇ ପି ଏଲ ଢାଞ୍ଚାରେ ବି ପି ଏଲ : ଅନ୍ୟ ଅଧିକାରୀ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଦିବସ

ବରଗଡ଼ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଙ୍କର ଅଧୀନରେ ସି ଆର ସି ସି ଭାବରେ କାର୍ଯରତ ଯୁବ ଶିକ୍ଷକ ଦିବସ କୁମାର ସାହୁ ତାଙ୍କର ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନେକ ପ୍ରକାର ଗଠନ ମୂଳକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ପାଠ ପଢା ସହିତ…

ମୁକୁଙ୍କୁ ଜାମ ଦେବାପାଇଁ ବବିଙ୍କୁ ଉତାରିଲା ବିଜେଡି

ଭାରି ବିଷମ ହୋଇପାରେ ମୁକୁଙ୍କ ଢେଙ୍କାନାଳ ଅବା ସମ୍ବଲପୁର ସ୍ବପ୍ନ ପ୍ରଣବଙ୍କୁ କାଢି ପ୍ରତାପଙ୍କୁ ଦିଆଗଲା ମନମୋହନଙ୍କ ଜିଲ୍ଲା ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ସହ ଘୋଷିତ ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ): ଆଉ ଢିଲା ନାଇଁ…

ରମଜାନ ମାସରେ ହଳଧରପୁରରେ ଇଫତାର ପାର୍ଟି

ସମୁହ ପ୍ରାର୍ଥନା ସଭାରେ ସମାଜର ମଙ୍ଗଳ ପାଇଁ ଦୁଆ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ପଂଚାୟତ ହଳଧରପୁର ଗ୍ରାମରେ ଥିବା ଜାମିଆ ଇସାଆତୁଲ ଉଲୁମ୍ ମାଦ୍ରାସା ପରିସରରେ ସଂଖ୍ୟାଲଘୁ…