ବିଷ୍ଣୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପ୍ରତିମୂର୍ତ୍ତି ଉନ୍ମୋଚନ

0 2

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁରର ପୂର୍ବତନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଵର୍ଗତ ବିଷ୍ଣୁ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାଶଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏହି ପ୍ରତିମୂର୍ତ୍ତି ଉତ୍ସବ ତାଙ୍କ ଜଗତସିଂହପୁରସ୍ଥିତ ବାସଭବନ ପରିସରରେ ଉନ୍ମୋଚନ କାର୍ଯ୍ୟକ୍ରମକୁ ବିଷ୍ଣୁ ଦାସଙ୍କ ସହଧର୍ମିଣୀ ଫିତା କାଟି ଉନ୍ମୋଚନ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ରାଜନେତା, ଦଳୀୟକର୍ମୀ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ଦାସଙ୍କ ପୁତ୍ର ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ବିଜେଡି ନେତା ଦୀପ୍ତି ଦାସ, ପ୍ରିୟବ୍ରତ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଉତ୍ସବ ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.