Sign in
Sign in
Recover your password.
A password will be e-mailed to you.
ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସହାୟତାରେ ୧୮ ବର୍ଷରୁ ଅଧିକ ବୟସର କିଶୋରୀ ବାଳିକା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ର କୁ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟଅତିଥି ଭାବରେ ଯୋଗଦାନ ପୂର୍ବକ ଉଦଘାଟନ…
ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ
ସୁବର୍ଣ୍ଣପୁର :(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଛେପାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳେ ରୀତିନୀତି ର ସହ ପୁଜାପାଠ ପୂର୍ବକ ଦିବସର ମୁଖ୍ୟ ଅତିଥି…
“ନିୟତି”ର ବାର୍ଷିକ ସାଧାରଣ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର ରେ "ନିୟତି" ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ ସଭାପତି ଡ଼ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ପିଲାଙ୍କର…
ଜିଲ୍ଲା ସଂସ୍କୃତି ବିଭାଗ ଓ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ କବି ଶ୍ରୀ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ବିଭାଗ ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଶ୍ରୀ ଜୟଦେବ ଜୟନ୍ତୀ ପାଳନ କରିବା ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ…
ଶ୍ରୀ ଶ୍ରୀ ଅଖଣ୍ଡ ନାମଯଜ୍ଞ ର ନୃତନ ମଣ୍ଡପ ର ଭିର୍ତ୍ତି ପ୍ରସ୍ତର ସ୍ଥାପନ ଓ ମାର୍କେଟ ରେ ଉଜ୍ଜଳ ଆଲୋକୀକରଣ ର ଶୁଭ…
ବାସୁଦେବପୁର - ଅକ୍ଷୟ ତୃତୀୟା ମା ବସୁଧା ଙ୍କୁ ପୂଜା ଅର୍ଚନା କରି ଚାଷୀ ବିହନ ଅନୁକୂଳ କରିଥାନ୍ତି,, ଏହା ଏକ ଅନୁକୂଳ ର ମହାପର୍ବ,,,, ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଏଠି ଅକ୍ଷୟ ତୃତୀୟା କୁ ସୁଖ ଓ ସମୃଦ୍ଧି ର ପର୍ବ ଭାବରେ ପାଳନ କରାଯାଏ!ଏହା ଛଡା ଆଜିର ଦିନରେ ମହାପ୍ରଭୁ…
ଜିଲ୍ଳା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗଜପତିଙ୍କ ତରଫରୁ ଗଜପତି ଜିଲ୍ଳା ସ୍ତରୀୟ କୃଷକ ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଅକ୍ଷିମୁଠି ଅନୁକୂଳ ଗୁମ୍ମା ବ୍ଲକର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପାରଶମ୍ବା ପରିସରରେ ମହା ସମାରୋହରେ…
ପଦ୍ମପୁର ଶୀତଳ ଷଷ୍ଠୀ :-ରାମେଶ୍ଵର ବାବାଙ୍କ ଥାଳ ଉଠିଲା
https://youtu.be/RXMZdzVs94Y
ପଦ୍ମପୁର :- ସ୍ଥାନୀୟ ବଡବନ୍ଧ ସ୍ଥିତ ବାବା ରାମେଶ୍ଵର ମନ୍ଦିରଠାରେ ଶୀତଳ ଷଷ୍ଠୀ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଧି ଅନୁସାରେ ପୂଜାର୍ଚ୍ଚନା କରିବା ସହିତ ହନୁମାନ ପଡା ନିବାସୀ ଚିନ୍ମୟୀ ଦାଶ ଓ ଜିତେନ୍ଦ୍ର…
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ବିଜୁ କୃଷକ ଜନତା ଦଳ କମିଟି ଗଠିତ l
https://youtu.be/3aC24ZK9NtI
(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବ୍ଲକ ଓ ପଞ୍ଚାୟତ ସ୍ତରରେ ମାହାଙ୍ଗା ବିଜୁ କୃଷକ ଜନତା ଦଳ କମିଟି ଗଠିତ ହୋଇଯାଇଛି l ଏହି ନାମ ଗୁଡିକୁ ବିଜେଡି ସଭାପତି ରାଜକିଶୋର ଜେନା…
ଉତ୍ତର ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଓଡ଼ିଶା ଦିବସ ପାଳନ
https://youtu.be/IVBZ5-3kx0U
ବୋଷ୍ଟନ: ଉତ୍ତର ଆମେରିକାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ବାରା ମହାସମାରୋହରେ ୮୮ତମ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ସୋସାଇଟି ଅଫ ଆମେରିକାଜ (ଓସା)ର ଶାଖା ସଂଗଠନ ଓଡ଼ିଶା ସୋସାଇଟି ଅଫ ନିଉ ଇଂଲଣ୍ଡ (ଓ.ଏସ.ଏନ.ଇ) ଆନୁକୁଲ୍ୟରେ…
ପୁରୀ-ନୂଆ ଦିଲ୍ଲୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ
ଭୁବନେଶ୍ୱର : ଋଷିକେଶ ରୁ ପୁରୀ ଆସୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଅଧିକ ବିଳମ୍ବରେ ଯାତ୍ରା କରୁଥିବା ହେତୁ ଆଜି ତା 23.04.2023 ରେ ପୁରୀରୁ ଛାଡିବାକୁଥିବା 18477 ପୁରୀ-ନୂଆ ଦିଲ୍ଲୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସକୁ ବାତିଲ କରାଯାଇ ଅଛି l ଟ୍ରେନ ଚଳାଚଳରେ ଅନୁକୂଳ ବ୍ୟବସ୍ଥା ପାଇଁ ଏହି…