ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ୍ ପ୍ରୋବେସନରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରଭାବଶାଳୀ ମାନବ ସମ୍ବଳ ପରିଚାଳନା ମାଧ୍ୟମରେ ସୁଶାସନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । '୫ଟି' ମଡେଲକୁ କଡ଼ାକଡ଼ି ପାଳନ କରି ନାଗରିକ କୈନ୍ଦ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ…

ଗବେଷଣା ଓ ଉଦ୍ଭାବନରେ ତାମିଲନାଡୁ ଦେଶର ପେଣ୍ଠସ୍ଥଳୀ ହୋଇପାରିବ : ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା

ଚେନ୍ନାଇ : “ଏହା ଉଲ୍ଲେଖନୀୟ ଯେ ଦେଶର ୧୫ %ପିଏଚଡି ଏବଂ ୧୧ % ସ୍ନାତକୋତ୍ତର ତାମିଲନାଡୁ ରାଜ୍ୟରୁ; ଏହି ମାନବସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉଦ୍ଭାବନର ପେଣ୍ଠସ୍ଥଳୀ ହୋଇପାରିବ ବୋଲି ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ…

ସିଭିଲ ଟାଉନଶିପ ସ୍ଥିତ ଶନି ମନ୍ଦିରର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ: ଭବ୍ୟ କଳସ ଯାତ୍ରା

ରାଉରକେଲା (ବସନ୍ତ କୁମାର ଜେନା): ସିଭିଲ୍ ଟାଉନସିପ୍ ସ୍ଥିତ ଶନି ମନ୍ଦିରର ୨୭ତମ ବାର୍ଷିକୋତ୍ସବ ପାଳନ ଅବସରରେ ୪୦୧ଜଣ ମହିଳାଙ୍କ ବିଶାଳ କଳସ ଯାତ୍ରା ବାହାରି ପାନପୋଷ ବ୍ରାହ୍ମଣୀ ନଦୀ ନିକଟରେ ପହଞ୍ଚି ଥିଲା। ମହିଳାମାନେ ଲାଲ ଶାଢୀ ଓ ଲାଲ ଚୁନରୀ ସହିତ ମୁଣ୍ଡରେ କଳସ ଧରି କଳସ…

ଏଡ ତାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ରକ୍ଷାଣା ବେକ୍ଷଣ ଦାବି ରେ ଧାରଣା ଓ ପ୍ରତିବାଦ…

 ବାସୁଦେବପୁର:  ବାସୁଦେବପୁର ବ୍ଳକ ଅନ୍ତର୍ଗତ ଏଡତାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ଥାୟୀ ଡାକ୍ତର ନଥିବା ରୁ ଆଖପାଖ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସ୍ଥାୟୀ ଡାକ୍ତର ନିଯୁକ୍ତ ଦାବୀ କରି ଆଜି ଗଗନ ବାବୁ ଛକ ସ୍ଥିତ ପ୍ରାଥମିକ ସ୍ଥାସ୍ବ କେନ୍ଦ୍ର ସମ୍ମୁଖରେ…

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ।

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳିତ। ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲାର ସର୍ବ ପୁରାତନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧୁବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।…

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷା ବିକାଶ ସମିତି , ଓଡ଼ିଶାଙ୍କ ଯୋଜନା କ୍ରମେ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗତ ୨୫ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ସାମୂହିକ ଆଚାର୍ଯ୍ୟ…

ସାନ ରାଧାକାନ୍ତ ମଠରେ ଷଷ୍ଠ ବାର୍ଷିକ ସ୍ମରଣ ମହୋତ୍ସବ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ ( ନୃସିଂହନାଥ ମଠ ) ରେ ଏପ୍ରିଲ ୧୭ ଠାରୁ ୨୭ ତାରିଖ ଯାଏ ୧୦୮ ମହନ୍ତ ଶ୍ରୀ ନରୋତ୍ତମ ଦାସଜୀ ମହାରାଜଙ୍କ ଷଷ୍ଠ ବାର୍ଷିକ ସ୍ମରଣ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ୧୭ ତାରିଖ…

ମଧ୍ୟାହ୍ନଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର : ପିଲାଙ୍କୁ ମିଳିବ ପୋଷଣଯୁକ୍ତ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢ଼ìଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛିା ଭାରତ ସରକାରଙ୍କ ପିଏମ୍-ପୋଷଣ,ୟୁଏନ୍ ଓ୍ୱାଲର୍ଡ ଫୁଡ୍…

ଓଡ଼ିଆ ଜାତି ପାଇଁ ଉତ୍କଳଗୌରବ ମଧୁସୂଦନଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକା ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମଧୁବାବୁ ଜଣେ ଆଇନଜୀବୀ, ଶିଳ୍ପୋଦ୍ୟୋଗୀ,…

କିସ୍‌ ବୁଲି ଦେଖିଲି ଅନେକ କିଛି ଶିଖିଲି: ହେମନ୍ତ ସୋରେନ୍‌

ମାସକର ଦରମା ଦାନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୮।୪: କିସ୍‌ ବୁଲି ଦେଖିଲି ଓ ଅନେକ କିଛି ଶିଖିଲି ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି। ଶୁକ୍ରବାର କିସ୍‌ ପରିଦର୍ଶନରେ ଆସି କିସ୍‌ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ସୋରେନ୍‌ କହିଲେ, କିସ୍‌ ଏକ…