Sign in
Sign in
Recover your password.
A password will be e-mailed to you.
ମଡେଲ ଡ଼ିଗ୍ରୀ କଲେଜ୍ ରେ ଜାତୀୟ ସର୍ବେକ୍ଷଣ ଶିବିର ଉଦଯାପିତ
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଭାରତସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ସର୍ବେକ୍ଷଣ ଦାୟିତ୍ଵକୁ ସମ୍ପୂର୍ଣ୍ଣ କରାଯାଇଛି। ଭାରତୀୟ କ୍ରୀଡା ଓ ଯୁବ ମନ୍ତ୍ରଣାଳୟ ଦ୍ଵାରା ଦେଶ ର ପନ୍ଦର…
ରାଇଘର ଥାନାକୁ ମାଡି ଆସିଲେ ଛତିଶଗଡ଼ର ୮ ପଂଚାୟତର ଗ୍ରାମବାସୀ
ରାଇଘର/ ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଗତ କାଲି ସକାଳ ସମୟରେ ନକ୍ସଲ ଓ ପୁଲିସ ଗୁଳି ବିନିମୟ ପରେ ଓଡ଼ିଶା ପୁଲିସ ଛତିଶଗଡ଼ ଅଂଚଳରୁ ଦୁଇ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରି ଆଜି ମାୟଣପୁର ବ୍ଲକ ଅଂଚଳର ୮ ଗୋଟି ପଂଚାୟତର ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ରାଇଘର…
ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ବିଜେଡି
ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ
ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ଗର୍ଜୁଥିବା ନେତା ଏବେ ନିରବ
ଛତିଶଗଡ ବନ୍ଧ ବାନ୍ଧୁଥିବାବେଳେ ମୂକ ଦର୍ଶକ ସାଜିଥିଲା ରାଜ୍ୟ ବିଜେପି
ଉଭୟ ଦଳ କେନ୍ଦ୍ର ଓ ଛତିଶଗଡ ଉପରେ ଚାପ…
କଟୁରୀଧୁଆଁ ପ୍ରାଥମିକ ବିଦ୍ୟାଳୟରେ ମଧୁ ଜୟନ୍ତୀ ପାଳିତ
ସୁନ୍ଦରଗଡ଼/ ବଣାଇ(ବସନ୍ତ କୁମାର ଜେନା) :- ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ମଧ୍ୟରେ ମଧୁ ଜୟନ୍ତୀ ବା ସ୍ୱାଭିମାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ ବଣାଇ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ପର୍ଶୁରାମ ବାରିକ ସଭାପତିତ୍ୱ…
” ନବୀନ ବାବୁ କୋଉ ପବିତ୍ର ଲୋକ କି, ଯେ ବିଜୟଙ୍କ ନାଁରେ କଥା ଉଠୁଛି ବୋଲି କହୁଚ “
https://youtu.be/AuOxaXh3QrM
କାଜୁଜମି ଅଧିକାର ଦାବିରେ ଆଦିବାସୀଙ୍କ ବିକ୍ଷୋଭ
ନୟାଗଡ଼,୨୭/୪ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶାଳିଆଝରି ଓ ଅନ୍ୟାନ୍ୟ ଗ୍ରାମର ଶତାଧୂକ ଆଦିବାସୀ ମହିଳା ଓ ପୁରୁଷ ନିଜଗ୍ରାମ ସନ୍ନିକଟ କାଜୁପଦରରେ ପାରମ୍ପରିକ ଅଧିକାର ସାବ୍ୟସ୍ତ କରିବା ଦାବିରେ ଆଜି ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ନେତୃତ୍ୱରେ ପଟୁଆର ସହକାରେ ନୟାଗଡ଼…
ନାବାଳିକାକୁ ଗର୍ଭବତୀ କରାଇଥିବା ସମ୍ପର୍କୀୟ ମାମୁଁଙ୍କୁ ପୁଲିସ କଲା ଗିରଫ
ନୟାଗଡ଼(ବିଶ୍ଵଜିତ ନାୟକ) -: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କ ସହ ସମ୍ପର୍କ ରଖି ଗର୍ଭବତୀ କରାଇଥିବା ସମ୍ପର୍କୀୟ ମାମୁଁଙ୍କୁ ପୁଲିସ ଗିରଫ କରିଛି । ଘଟଣା ଜଣାପଡ଼ିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଦଶପଲ୍ଲା ପୁଲିସ…