Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ସ୍ଵାଭିମାନ ଦିବସ ପାଳିତ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ସ୍ଵାଭିମାନ ଦିବସ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରମା ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍।ଢ଼୍ୟ ଉତ୍ସବ ରେ ମୁଖ୍ୟ…
ରାଜନୈତିକ ଫାଇଦା ନଥିଲେ ବିଜେପି ନେତାଙ୍କ ପାଟି ଖୋଲେ ନାହିଁ: ବିଜେଡି
ଛତିଶଗଡ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରିନଥିଲେ କେନ୍ଦ୍ରମନ୍ତ୍ରୀ
ତକ୍ରାଳୀନ ଜଳସମ୍ପଦ ମନ୍ତ୍ରୀ ବି ଛତିଶଗଡ ସପକ୍ଷରେ ମତ ରଖିଥିଲେ
ଓଡିଶା ବିରୋଧି ମନୋଭାଗ ଯୋଗୁଁ ଲଗାତାର ହାରୁଛି ବିଜେପି
ଭୁବନେଶ୍ୱର: ଆମେ ଜାଣୁ ଯେ ଓଡିଶା ବିଜେପି ଏବଂ ଏହାର କେନ୍ଦ୍ର…
ଓଡ଼ଗାଁ ବାର ତରଫରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ
ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ କୋର୍ଟ ପରିସରରେ ବାର ଆସୋସିଏସନ୍ ତରଫରୁ ସଭାଗୃହରେ ସଭାପତି ମହେନ୍ଦ୍ର ବିଶ୍ବାଳଙ୍କ ପରିଚାଳନାରେ ଓକିଲ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଡିଜେ ମାନସ ରଞ୍ଜନ ରଥ, ସିଭିଲ ଜଜ ହରମୋହନ ଦାସ, ନ୍ୟାୟାଧିକାରୀ ସୁଧିବାଇ…
ରୁଣ ଖିଲାପ ମିଲ ମାଲିକଙ୍କ ସମ୍ପତ୍ତି ଜବତ କଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୋରପିଠା ପଞ୍ଚାୟତ କୋରପିଠା ଗ୍ରାମରେ ଥିବା ର ରାଇସ ମିଲକୁ ଶନିବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଓଡ଼ଗାଁ ଦ୍ବାରା ଜବତ କରାଯାଇଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ବ୍ୟବସାୟୀକ କେନ୍ଦ୍ର ଖୋର୍ଦ୍ଧାର ମୁଖ୍ୟ ପରିଚାଳକ…
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଡାବୁଗାଁ ଗସ୍ତ
ଡ଼ାବୁଗାଁ/ରାଇଘର-ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁବ୍ଲକ ଆଜି ଏକ ସରକାରୀ କାର୍ଯ୍ୟକ୍ରମ ରେ ଓଡ଼ିଶା ର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକେପ୍ଟର ଯୋଗେ ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଗାଁ ରେ ପହଞ୍ଚି ଏକ ଜନସଭାକୁ ସଂଵୋଧନ କରିଛନ୍ତି। ଏହି ଅବସରରେ…
ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ
କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ
ଜିଲ୍ଲାର ଆଉ କେତେକ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ କାର୍ଯ୍ୟ ହାତକୁ ନିଆଯିବ
ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟର ଉଚ୍ଚପ୍ରଶଂସା…
ପୁରାଣ ପ୍ରସିଦ୍ଧ ନେମାଳ ପଦ୍ମବନ ପୀଠରେ ପାଣ୍ଡିଆନ
ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ପୀଠସ୍ଥଳୀର ପୀଠର ଉନ୍ନତିମୂଳକ କାର୍ଯ୍ୟ ଖୁବ ଶ୍ରୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ
(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ପୁରାଣ ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ…
ମହାନଦୀର ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ: ଦିଲୀପ ମଲ୍ଲିକ
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଦାୟିତ୍ୱ ନିର୍ବାହ ନକରି ଦଳ ଜରିଆରେ ମିଛ ବିବୃତି ରଖୁଛନ୍ତି
ମହାନଦୀ ପ୍ରସଙ୍ଗରେ କଣ କଣ ପଦକ୍ଷେପ ନେଇଛନ୍ତି ରାଜ୍ୟବାସୀଙ୍କୁ ଜଣାନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୨୮/୦୪: ବିଜୁ ଜନତା ଦଳ ୨୩ବର୍ଷ ଧରି ସରକାରରେ ରହି ଶାସନ କରୁଛନ୍ତି…
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳଗୌରବଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଓଡ଼ିଆ ଜାତିର ଗର୍ବ ଏବଂ ଗୌରବ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧୁବାବୁଙ୍କ ରାଜଭବନ ଛକସ୍ଥିତ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣପୂର୍ବକ…