Sign in
Sign in
Recover your password.
A password will be e-mailed to you.
ବଡ଼ବିଲରେ ପୁଣି ଗୁଳିକାଣ୍ଡ : ଜଣେ ନିହତ
ବଡ଼ବିଲ (ଶାସକ ପ୍ରଶାସକ) ଖଣି ସହର ବଡ଼ବିଲ ରେ ପୁଣି ଫୁଟିଲା ଗୁଳି l ବଡ଼ବିଲ ଦାମୁ ହଟିଂ ହତ୍ୟାକାଣ୍ଡ ଘଟଣାର ମାସେ ନ ପୂରୁଣୁ ସୋମବାର ସକାଳେ ବଡ଼ବିଲ ସହରରେ ପୁଣି ଏକ ଗୁଳିକାଣ୍ଡ ଘଟିଛି l ବଡ଼ବିଲର ବ୍ୟସ୍ତ ବହୁଳ ଅଞ୍ଚଳ ମୋନି ଟାୱାର ନିକଟରେ ଏହି ଅଘଟଣ ଘଟିଛି। ମୃତ୍ୟୁ ବରଣ କରିଥିବା…
ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋଦିଙ୍କ ବାର୍ତ୍ତା ପ୍ରେରଣା ର ଉତ୍ସ:ମାଧବାନନ୍ଦ
ପ୍ରଧାନ ମନ୍ତ୍ରୀ ଙ୍କ ୧୦୦ ତମ ମନ୍ କି ବାତ୍
ବାସୁଦେବପୁର - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ 100 ତମ "ମନ କି ବାତ" ଅବସରରେ ବାସୁଦେବପୁର ବିଜେପି ତରଫରୁ ସ୍ଥାନୀୟ ମଣ୍ଡଳପୋଖରୀ ଠାରେ ବିଜେପି ନେତା ମାଧବାନନ୍ଦ ମଲ୍ଲିକଙ୍କ ନେତୃତ୍ୱ ଅନେକ କାର୍ଯ୍ୟ କର୍ତ୍ତା ଓ ଜନ ସାଧାରଣ…
ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ କାଶୀନଗର ଠାରେ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଜିଲ୍ଲା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା ଓ ଅନ୍ୟାନ୍ୟ ଦାବିରେ କୋଏଲନଗର ଠାରେ ଆଲୋଚନା ସଭା, ବ୍ୟାପକ…
ରାଉରକେଲା (ବସନ୍ତ କୁମାର ଜେନା):- ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଉରକେଲା ରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦେଶର ଟିକସଦାତାଙ୍କ ୪ଶହ କୋଟି ଟଙ୍କାରେ ଏହି ହସ୍ପିଟାଲ ତିଆରି କରାଗଲା କିନ୍ତୁ…
ଭାରତୀୟ ଖେତ ମଜଦୂର ୟୁନିୟନର ୧୦ମ ରାଜ୍ଯ ସମ୍ମିଳନୀରେ ରାଜ୍ଯବ୍ୟାପୀ ଆନ୍ଦୋଳନ ଆହ୍ଵାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଖେତ ମଜଦୂର ୟୁନିୟନର ୧୦ମ ରାଜ୍ଯ ସମ୍ମିଳନୀ ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଏପ୍ରିଲ ୨୯ ଓ ୩୦ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ରାଜ୍ଯର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଖେତ ମଜଦୂର ବର୍ଗ ସମ୍ମୁଖିନ ହେଉଥିଵା ବିଭିନ୍ନ…
ପାଣ୍ଡିଆନଙ୍କ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ .
ପନ୍ଦର ଦିନରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଅପରାହ୍ନରେ ବ୍ରହ୍ମପୁର ସହର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ | ଆଜି ଥିଲା ବ୍ରହ୍ମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ର ଶେଷ…
ବାଲି ଘାଟରେ ବନ୍ଧୁକ ସହ ଯୁବକ କୁ ମାଡି ବସିଲା ପୋଲିସ।
ବନ୍ଧୁକ ଓ କାର ଜବତ ,ଯୁବକ ଥାନାରେ ଅଟକ ।
କାମାକ୍ଷାନଗର/ରିତେଶ ବ୍ରହ୍ମା- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ବାଲିଘାଟରେ ଯୁବକଙ୍କ ଦାଦାଗିରି ବେଳେ ମାଡି ବସିଲା ପୋଲିସ । ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ ଓ କାର ଜବତ କରିଛି ପୋଲିସ୍ । ଅଟକ ଯୁବକ ଜଣକ…
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ
ଜିଲ୍ଲାରେ ଏମ ରାମପୁର ଏବଂ କେସିଙ୍ଗା ଠାରେ ଅତିରିକ୍ତ ଦେୱାନି ଜଜ୍ ତଥା ଜେ ଏମ ଏଫ୍ ସି କୋର୍ଟ ର ନୂତନ କୋଠାର ଶୁଭ ଉଦଘାଟନ
ଭବାନୀପାଟଣା :ଆଜି କଳାହାଣ୍ଡି ଜିଲ୍ଲା ଏମ ରାମପୁର ଏବଂ କେସିଙ୍ଗା ଠାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ ଏସ ମୂରଲୀଧର ଙ୍କ କରକମଳରେ ଅତିରିକ୍ତ ଦେୱାନୀ…
ସିନ୍ଦୁରିଆ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନୟାଗଡ଼,୩୦ା୪: ନୟାଗଡ଼ ବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ପ୍ରଧାନଙ୍କୁ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ନୟାଗଡ଼ ବ୍ଲକ ସଭାଗୃହଠାରେ ରବିବାର ଦିନ ଦିଆଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ସଭା…
ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା,୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ୫ହଜାର ଫାଇନ
ନୟାଗଡ଼,୨୯ା୪: ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାଜଜ ଚାରିଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ରାୟରୁ ପ୍ରକାଶ ଯେ ୨୦୧୩ ମସିହା…