Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି ଠାରେ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଓ ଆଇନଜୀବି ଦିବସ ପାଳିତ ହୋଇଯାଇଛି।ଓକିଲ ସଂଘର ସଭାପତି ଶ୍ରୀ ସିଦ୍ଧେଶ୍ଵର…
ଉତ୍କଳ ହିତୈଷିଣୀ ସମାଜ ଓ ଉତ୍କଳ ସମ୍ୱିଳନୀ ଆନୁକୁଲ୍ୟରେ ମଧୁସୂଦନ ଜୟନ୍ତୀ ପାଳିତ
ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆ ଶୟନେ ସ୍ୱପନେ ଜଗରଣେ…
ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶୁକ୍ରବାର ଦିନ ଗୋଷାଣୀ ବ୍ଲକରେ ଖରସଣ୍ଡା ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା…
ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ .
ପାଣ୍ଡିଆନଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କଲେ ୨୨ କୋଟି
ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ ବିକାଶ କାମ
ଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଜମି ମଧ୍ଯ ଦିଆଯିବ.
ପଞ୍ଚୁ ବାରାହୀ ପୀଠକୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ କରାଯିବ .…
ଇଲେକ୍ଟ୍ରିକ ଯାନ କ୍ରୟ ନିମନ୍ତେ ପ୍ରୋତ୍ସାହନ ରାଶି ବୃଦ୍ଧି
ସୁବିଧା ପାଇବେ ୨୦୨୧ ସେପ୍ଟେମ୍ବର ୨ ପରଠାରୁ କିଣିଥିବା ଗ୍ରାହକ
ଭୁବନେଶ୍ୱର : ଏକ ସ୍ୱଚ୍ଛ ଓ ପୋଷଣୀୟ ଭବିଷ୍ୟତ ଲକ୍ଷ୍ୟରେ ରାଜ୍ୟ ସରକାର ସମସ୍ତ ନାଗରିକଙ୍କୁ ଇଲେକ୍ଟ୍ରିକ ଯାନ ବ୍ୟବହାର ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତିା ଓଡ଼ିଶା ସବୁଜ ଅର୍ଥନୀତିକୁ ସର୍ବଦା ପ୍ରୋତ୍ସାହନ ଦେଇଆସିଛି ଏବଂ…
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରୀ ଜେଇଇ ଓଡ଼ିଶା ଟପ୍ପର
ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଜେଇଇ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହେବାର ଗୌରବ ଅର୍ଜନ…
“ଅନ୍ୟ ବିରୁଦ୍ଧରେ କାମ କରିବା ଅପେକ୍ଷା ଲେଖିବା ଭଲ’ : ବିୟତପ୍ରଜ୍ଞା ତ୍ରିପାଠୀ
"ସାହିତ୍ୟ ମାସିକୀ'
ଭୁବନେଶ୍ୱର: ଅନ୍ୟ ବିରୁଦ୍ଧରେ କାମ କରିବା ଅପେକ୍ଷା ଲେଖିବା ଭଲା ଲେଖିବାରେ ଆନନ୍ଦ ମିଳୋ ଜୀବନର ଅନୁଭବ ଥାଏା କଳା ଓ କାରିଗରୀ ଥାଏା ଜଣେ ଲେଖକ ତା'ର ବିଫଳତାକୁ ଗ୍ରହଣ କରିବା ଉଚିତ ବୋଲି ବିଶିଷ୍ଟ ସାହିତ୍ୟିକା ବିୟତପ୍ରଜ୍ଞା ତ୍ରିପାଠୀ ମତ ଦେଇଛନ୍ତିା ଆଜି ସନ୍ଧ୍ୟାରେ…
ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର/ପୁରୀ (ଅନିମେଶ ପଟ୍ଟନାୟକ) : ରଥଯାତ୍ରା ପୂର୍ବରୁ କାମଚଳା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ହଟାଇ ନିୟମିତ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର। ବରିଷ୍ଠ ଆଇଏଏସ ଅଫିସର ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରଞ୍ଜନ…
ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ବିଜୁ ପଟ୍ଟନାଏକ ଆନ୍ତର୍ଜାତିକ ଶାନ୍ତି ପୁରସ୍କାର ପ୍ରଦାନ
କାମାକ୍ଷାନଗର:-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବାଇସିଙ୍ଗା ଗ୍ରାମର ଓଡ଼ିଶା ସରକାର ଙ୍କ ଭାଷା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଙ୍କୁ ୨୮ ତାରିଖ ଦିନ ଦିଲ୍ଲୀର କଳା ଓ ସାଂସ୍କୃତିକ ଅନୁଷ୍ଠାନ 'ଅକ୍ସ' ଦ୍ବାରା ନିକଟସ୍ଥ ତ୍ରୀବେଣୀ କଳା ସଂଗମ ଠାରେ ୨୦୨୩ ବର୍ଷ…
ସୋଆ କୁଳାଧିପତି ପ୍ରଫେସର ଡି.ପି. ରାୟଙ୍କ ପରଲୋକ
ଭୁବନେଶ୍ୱର , ୨୯ ଏପ୍ରିଲ୍ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ…