ପୁନର୍ଗଠିତ ହେଲା ଜାତୀୟ କଂଗ୍ରେସ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମ ବିଭାଗ

0

ଅଭିଷେକ ମହାନନ୍ଦ ଜାତୀୟ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର : କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାଡଗେ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମର ଏକ ନୂତନ ଜାତୀୟ କମିଟି ପ୍ରଣବ କେ ବଛରାଜାନି ଓ ରୁଚିରା ଚତୁର୍ବେଦୀଙ୍କ ଆବାହକତ୍ୱରେ ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ୩୭ ଜଣ ଜାତୀୟ ସଂଯୋଜକ ରହିଥିବା ବେଳେ ବର୍ତ୍ତମାନ AICC ସଦସ୍ୟ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡିଆ ବିଭାଗର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ମଧ୍ୟ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମ ବିଭାଗରେ ଜାତୀୟ ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.