Sign in
Sign in
Recover your password.
A password will be e-mailed to you.
କିମ୍ସ ଭୁବନେଶ୍ୱରରେ ଏଓଆଇବିବିସିଓଏନ୍ ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର: କିମ୍ସ-ଭୁବନେଶ୍ୱରରେ ତିନି ଦିନ ଧରି ଚାଲିଥିବା ଆସୋସିଏସନ୍ ଅଫ୍ ଅଟୋରିନୋଲାରିନୋଲୋଜିଷ୍ଟ ଅଫ୍ ଇଣ୍ଡିଆ (ଏଓଆଇବିବିସିଓଏନ୍) ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ରବିବାର ଉଦଯାପିତ ହୋଇଛି । ଏଥିରେ କର୍ଣ୍ଣ-ନାସା-ଗଳା ବିଭାଗ ଡାକ୍ତର ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଅଂଶ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ…
ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୀ ଉତ୍ସବ ଆରଟିଫେକ୍ଟ-୨୦୨୩ ଅନୁଷ୍ଠିତ।
ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ, ରାୟଗଡ ଜିଲ୍ଲା ଶାଖା ପକ୍ଷରୁ, ଗୁଣୁପୁର ଟାଉନ୍ ହଲ୍ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ସଭାପତି ଅନୀଲ ସାହୁକାର ଙ୍କ…
ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ପାଳିଲା ଶ୍ରମିକ ଦିବସ |
ଭୁବନେଶ୍ୱର : ଶ୍ରମିକ ମାନେ ହେଉଛନ୍ତି ବିଶ୍ଵ ଗଠନର ଏକମାତ୍ର ମେରୁଦଣ୍ଡ। ଶ୍ରମିକ ମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ ଓ ଦେଶପ୍ରତି ଅବଦାନ ପ୍ରଶଂସନୀୟ। ଶ୍ରମିକ ମାନେ ହିଁ ହେଉଛନ୍ତି ପ୍ରତ୍ୟେକ ନିର୍ମାଣର ବିଶ୍ଵକର୍ମା । ତେବେ ସେହି ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ମଇ ୧…
ବିଜେପି ସମ୍ବଲପୁରରେ ଜାଣିଶୁଣି ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି
ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ରଖି ଶାନ୍ତି ଭଙ୍ଗ କରିବାକୁ ଉସୁକାଉଛନ୍ତି
ଅନୁଗୁଳରୁ ପ୍ରତ୍ୟାଖ୍ୟାତ ହେବା ପରେ ଏହି ନେତା ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଏପରି କରୁଛନ୍ତି
ରାଜନୈତିକ ଆକାଂକ୍ଷା ରଖି ଶାନ୍ତି…
ଦୁଇ ନକ୍ସଲ ମିଲିସିଆ ଗିରଫ ଓ କୋର୍ଟ ଚାଲାଣ
ରାଇଘର/ ନରସିଂ ବାଘ : ଗତ ୩୦ ତାରିଖରେ ପୋଲିସ ଦ୍ୱାରା ଧରାଯାଇଥିବା ଦୁଇ ନକ୍ସଲ ମିଲିସିଆଙ୍କୁ ନବରଙ୍ଗପୁର ପୋଲିସ ଆଜି କୋର୍ଟ ଚାଲାଣ କରିଛି । ସବିଶେଷ ତଥ୍ୟ ସଂଗ୍ରହ ପରେ ଦୁଇ ମାଓବାଦୀ ସମର୍ଥକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନବରଙ୍ଗପୁର ପୋଲିସ । ଗତ ଏପ୍ରିଲ ୩୦ ତାରିଖ ଦିନ ଓଡିଶା…
ଝରନ ମହୋତ୍ସବରେ ସମ୍ନାନିତ ହେଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲାଇଫ ଲାଇନ
ବରଗଡ ;- ବରପାଲି ନିକଟସ୍ଥ କାଇଁଶିର ଗ୍ରାମ ରେ ତେଇଶ ତମ ଝରନ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି ll ଓକିଲ ଦେହେରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ସମ୍ମାନିତ ଅତିଥି ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ , ମୁଖ୍ୟ ବକ୍ତା ରୂପେ…
ଟିପିଏସ୍ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି
ପଶୁ ଶିକାର ପାଇଁ ବେଆଇନ ହୁକିଂ, ଟିପିଏସ୍ଓଡିଏଲ୍ ଭିତ୍ତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ବିଷୟବସ୍ତୁ ଉପରେ ସଚେତନତା ଅଭିଯାନ
ବ୍ରହ୍ମପୁର, : ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି…