Sign in
Sign in
Recover your password.
A password will be e-mailed to you.
ପୁନେ ସ୍ଥିତ ପୁଣେର ସଶସ୍ତ୍ର ବାହିନୀ ମେଡିକାଲ କଲେଜରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଦ୍ବାରା ବିଶାଳ ଜାତୀୟ ପତାକା…
ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଦ୍ବାରା ୧୦୮ ଫୁଟ ଉଚ୍ଚ ଜାତୀୟ ପତାକା ଉତ୍ତୋଳନ
ପୁଣେ / ନୂଆଦିଲ୍ଲୀ:ଗର୍ବ ଏବଂ ସମ୍ମାନ ସହିତ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଏହାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଜର ପ୍ରଚେଷ୍ଠା ଜାରି…
ଅପରିପକ୍ୱ ମନ୍ତବ୍ୟ ପାଇଁ ସମ୍ବଲପୁରବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ପ୍ରସନ୍ନ ଆଚାର୍ଯ୍ୟ : ନାଉରୀ ନାଏକ
ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏଭଳି ହାଲୁକା ମନ୍ତବ୍ୟକୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାବାସୀ କେବେ ବରଦାସ୍ତ କରିବେ ନାହିଁ
କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କରି ଶ୍ରୀ ଆଚାର୍ଯ୍ୟ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ପିଲାଳିଆମି
ଦୋଷୀମାନଙ୍କୁ ତ୍ୱରିତ୍ୱ ଓ…
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ସମସ୍ତ ଜିଲ୍ଲାରେ ଟୋଲ-…
ଭୁବନେଶ୍ୱର,:ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ "ଅବକାଶକାଳୀନ ଗୃହକାର୍ଯ୍ୟ' (Holiday Homework Programme) ମଇ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ…
ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ
ନୟାଗଡ଼: ବିରୁଡ଼ା ଗ୍ରାମ ପଞ୍ଚାୟତ ରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ ହୋଇଅଛି । ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା ଅତିଥ୍ ପରିଚୟ ଏବଂ ସଭାର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି…
ଜିଲ୍ଲା ଚେସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ
ନୟାଗଡ଼,୧/୫: ନୟାଗଡ଼ ଜିଲ୍ଲା ଚେସ ସଂଘର ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଫଳାଫଳ ରିଟର୍ଣ୍ଣିଂ ଅଫିସର ଲକ୍ଷ୍ମୀଧର ସାହୁ ଘୋଷଣା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ ।…
ଦଶପଲ୍ଲା ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦଯାପିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଛି । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ…
ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର : ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି…
ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ : ଦୁଇ ଭାଇ ଗିରଫ
କାମାକ୍ଷାନଗର/ ରିତେଶ ବ୍ରହ୍ମା : ଭୁବନରେ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଭୁବନ ଅବକାରୀ ଅଧିକାରୀ ସୌରଭ ମିଶ୍ର ସୁରାଗ ପାଇ ଢେଙ୍କାନାଳ ଅବକାରୀ ସ୍କ୍ୱାଡ଼ ଓ କାମାକ୍ଷାନଗର ଅବକାରୀ ବିଭାଗ ଓ ଭୁବନ ଥାନାର ସହଯୋଗରେ ଭୁବନରେ ଚଢାଉ କରାଯିଇଥିଲା । ତେବେ ଏକ କାଠ ମିଲରେ ବିପୁଳ ପରିମାଣର…
୨୦୨୩ ଏପ୍ରିଲ ମାସରେ ଓଡିଶାର ସର୍ବକାଳୀନ ସର୍ବାଧିକ ମୋଟ ୫୦୩୫.୭୪ କୋଟି ଟଙ୍କା ଜିଏସଟି ଆଦାୟ
ଭୁବନେଶ୍ୱର (ଶାସକ ପ୍ରଶାସକ) : ୨୦୨୩ ମସିହା ଏପ୍ରିଲ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦକୁ୫୦୩୫.୭୪ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ସର୍ବକାଳୀନ ସର୍ବଧିକ ସଂଗ୍ରହ ।ସେହିପରି ରାଜ୍ୟ ଜିଏସଟି (ଓଜିଏସଟି) ଓ ସମନ୍ବିତ ଜିଏସଟି (ଆଇଜିଏସଟି) ଫଇସଲା ବାବଦକୁ ୨୦୨୩ ମସିହା ଏପ୍ରିଲ ମାସରେ…
ନିଶ୍ଚିନ୍ତକୋଇଲି ବ୍ଲକ ରେ କଟକ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ 74 ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା l ମୁଖ୍ୟତଃ ଆବାସ ଯୋଜନା, ଭତ୍ତା, ରାସ୍ତା ଘାଟ,…