Sign in
Sign in
Recover your password.
A password will be e-mailed to you.
ନୟାଗଡ଼ ବ୍ଲକ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷର ଭିତିପ୍ରସ୍ତର ସ୍ଥାପନ
ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ୯୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ଅତିରିକ୍ତ ଅତ୍ୟାନୁଧିକ ସମ୍ମିଳନୀ କକ୍ଷ। ଆଜି ଏହି କାର୍ଯ୍ୟର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ନୟାଗଡ଼…
ପଠାଣି ସାମନ୍ତଙ୍କ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ଦାବି
ନୟାଗଡ଼,୨/୫:ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମର ନବକଳେବ ହେଉଥିବା ପରିପ୍ରେକ୍ଷୀରେ ଏହାର ମୁଖ୍ୟ ପ୍ରବେଶ ପଥରେ ପଠାଣି ସାମନ୍ତଙ୍କ ସୁଦୃଶ୍ୟ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ନୂତନ…
ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଜିଲ୍ଲାର ୬୪ଟି ୫-ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ନୟାଗଡ଼ ଜିଲ୍ଲାର ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟ ଆଜି ସଂଧ୍ୟାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ସରକାରୀ ହାଇସ୍କୁଲ,ଚଣ୍ଡିବସ୍ତଠାରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇ ଯାଇଛି । ଏହି ଉପଲକ୍ଷେ…
ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର(ଶାସକ ପ୍ରଶାସକ): ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱର ସ୍ଥିତ ମିଶନ୍ ଶକ୍ତି ଭବନ ପରିସରରେ ମଙ୍ଗଳବାର ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ କରାଯାଇଅଛି । ଭାରତ ସରକାରଙ୍କ ପିଏମ୍-ପୋଷଣ,ୟୁଏନ୍…
ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସୋଆ ପକ୍ଷରୁ ଇଣ୍ଡଷ୍ଟ୍ର୍ରିଆଲ୍ ଇନ୍ଟରଆକ୍ଟିଭ୍ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ମେ ୨: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଦିନ “ରିସେଂଟ୍ ଡେଭଲପ୍ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍ ଇନ୍ କୋର ଇଣ୍ଡଷ୍ଟ୍ରିଜ୍” ଶୀର୍ଷକ…
ସୋଆ ପକ୍ଷରୁ ବିଶ୍ୱ ଭେଟେରୀନାରୀ ଦିବସ ପାଳିତ
ଭୁବନେଶ୍ୱର, ମେ ୨: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ…
ମହାପ୍ରଭୁଙ୍କ ଇଛାରେ ଏଥର ରଥଯାତ୍ରା ସୁରୁଖୁରରେ ହବ: ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ରଞ୍ଜନ କୁମାର ଦାସ ।
ପୁରୀ (ଅନିମେଶ ପଟ୍ଟନାୟକ): "ସବୁ କିଛି ମହାପ୍ରଭୁଙ୍କ ଇଛାରେ ହୁଏ । ଏଥର ରଥଯାତ୍ରା ବି ବେଶ ସୁରୁଖୁରରେ ହେବ । ସେ କରାଇବେ । ମୁଁ ନିମିତ୍ତ ମାତ୍ର ।" ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ଏପରି କହିଛନ୍ତି ନୂଆ…
ଝାରସୁଗୁଡା ଉପନିର୍ବାଚନ : ବିଜେଡିର ଜୋରଦାର ପ୍ରଚାର
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତି ରେ ବିଜେଡିରେ ମିଶିଲେ ବିଜେପି ଯୁବ ମଣ୍ଡଳ ସାଧାରଣ ସମ୍ପାଦକ
ଝାରସୁଗୁଡା :ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ହୋଇଥିବା ବେଳେ ବିଜେଡିର ରଣନୀତି ଆଗରେ ଥଳକୂଳ ପାଉ ନାହନ୍ତି ବିରୋଧୀ ଦଳ. ଅନ୍ୟପକ୍ଷରେ ବିଭିନ୍ନ ଦଳର ଟାଣୁଆ…
ନିଶାକର ଦାସଙ୍କ ଦେହାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ
ଭୁବନେଶ୍ୱର-ନିଶାକର ଦାସଙ୍କ ଦେହାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଗଭୀର ଶୋକ ପ୍ରକାଶ କରିଛନ୍ତି । ନିଶାକର ଦାସ ଯାଜପୁର ଜିଲ୍ଲାର ସିଂହପୁର ଗ୍ରାମରେ ଏକ ବୈଷ୍ଣବ ପରିବାରରେ ଜନ୍ମ ହୋଇଥିଲେ । ଛୋଟ ବେଳୁ ଦାରିଦ୍ର୍ୟ , ଅସ୍ପୃଶ୍ୟତା, ସାମାଜିକ…
ଗ୍ରୀଷ୍ମ ଋତୁ ବାତ୍ୟାର ଆକଳନ ବହୁତ ଜଟିଳ :ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟା ର ଗତି ଜଟିଳ। ଫନି ବାତ୍ୟା ସମ୍ପର୍କରେ…