ଟ୍ରେନ୍ ରେ କଟି ଚାଲିଗଲା ମହିଳା ଙ୍କ ଜୀବନ।

0

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା ) ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ଷ୍ଟେସନ ଦକ୍ଷିଣ କ୍ୟବିନ ଗୌଡଦିଆ ନିକଟ ରେ ମାଲ ବାହି ଟ୍ରେନ୍ ରେ କଟି ଜଣେ ଅସହାୟ ମହିଳା ଙ୍କ ଚାଲିଗଲା ଜୀଵନ। ମହିଳା ଜଣକ ମାର୍କୋଣା ପଞ୍ଚାୟତ ରିଆ ଗାଁ ର ଅନିମା ନାୟକ ହୋଈ ଥିବା ବେଳେ ଆଜି ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ଯାହା ସ୍ଥାନୀୟ ଲୋକେ ସୁଚନା ଦେଇ ଥିଲେ। ଅସହାୟ ମହିଳା କାହିଁକି ଏମିତି ପଦକ୍ଷେପ ନେଲେ ପ୍ରକୃତ ରହସ୍ୟ କଣ୍ ରେଲୱେ ଜି ଆର୍ ପି ତଦନ୍ତ କରୁଥିବା ବେଳେ ଏହି ଷ୍ଟେସନ ରେ ଏଇ କିଛି ଦିନ ହେବ ଅନେକ ଦୁର୍ଘଟନା ଦେଖି ବାକୁ ମିଳୁଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅଵସ୍ଥା ରେ ଅଛନ୍ତି।

Leave A Reply

Your email address will not be published.