ଭଉଁରୀରେ ଚକ ଡେରା ନୀତି ସମ୍ପନ୍ନ

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରରେ ଶୁକ୍ରବାର ଭଉଁରି ନୀତି ସମ୍ପନ୍ନ ହୋଇଛି । ଅର୍ଥାତ୍ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶେଷ ଦିନ। ଏହି ଦିନ ଶ୍ରୀଜିଉମାନଙ୍କ ରଥ ଚକା ଡେରା ନୀତି ସମ୍ପନ୍ନ ପରମ୍ପରା ମଧ୍ଯ ଅଛି । ପରମ୍ପରା ଅନୁଯାଇ ଆଜି ତିନି ରଥର ଚକଡେରା ନୀତି କରାଯାଇଛି ।…

ମାହାଙ୍ଗା ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ମୟୁରଭଞ୍ଜ, ସମ୍ବଲପୁରୀ-ପାଇକ ଆଖଡ଼ା ନୃତ୍ୟରେ ବିଭୋର ହେଲେ ଦର୍ଶକ :

https://youtu.be/VsfPeKY4fg8 ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ବ୍ରହ୍ମକ୍ଷେତ୍ର ପୀଠ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ ସାରା ଓଡ଼ିଶାରେ ଉସ୍ମିତ ଆଣିପାରିଛି  ମାହାଙ୍ଗା ମହୋତ୍ସବ ସାହିତ୍ୟି, ସଂସ୍କୃତି, କଳା ଓ…

ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତର ପ୍ରମୁଖ ଶିଳ୍ପପତି ମାନଙ୍କ କାନାଡ଼ା ଗସ୍ତ

ଭୁବନେଶ୍ୱର(ଶାସକ ପ୍ରଶାସକ): ବାଣିଜ୍ୟ ଓ ନିବେଶ ସଂକ୍ରାନ୍ତରେ ମନ୍ତ୍ରୀ ସ୍ତରୀୟ ଆଲୋଚନା ପାଇଁ କାନାଡା ଗସ୍ତରେ ଥିବା ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ଦେଶର ପ୍ରମୁଖ ଶିଳ୍ପପତି ମାନଙ୍କ ଏକ ସମୂହ ଫିକି ଅଧ୍ୟକ୍ଷ ତଥାଇମ୍ଫା ପରିଚାଳନା ନିର୍ଦେଶକ(ଏମଡ଼ି)…

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

ସ୍ନେହା ନାୟକ କଳାରେ ଓଡ଼ିଶା ଟପ୍‍ପର ଭୁବନେଶ୍ୱର,୧୨ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ…

ଚୋରୀ ଘଟଣାରେ ସଂପୃକ୍ତ ୩ ଚୋରଙ୍କୁ ଗିରଫ କଲା ପୋଲିସ।

ଉମରକୋଟ-/ଜିତେନ୍ଦ୍ର ମହାନ୍ତି- ଉମରକୋଟ ଥାନ ଅଂଚଳରେ ବିଭିନ୍ନ ଚୋରୀ ଘଟଣାରେ ସଂପୃକ୍ତ ୩ ଚୋରଙ୍କୁ ଗିରଫ କରିବାରେ ସଫଳ ହେଇଛି ଉମରକୋଟ ପୋଲିସ। ଜେଲ ଯାଇଥିବା ୩ ଚୋର ହେଲେ ଅଞ୍ଚଳା UV- 23 ର ପ୍ରକାଶ ଦେଉଡି(୩୦), ନାୟକ ଗୁଡା UV-11 ର ପ୍ରଦୀପ ରାୟ (୩୦) ଓ ନୂଆ ଗୁଡା UV7 ଗ୍ରାମର ପ୍ରଣବ…

ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ

• ସମସ୍ତଙ୍କ ସହଯୋଗରେ ଗତ ବର୍ଷ ବନ୍ୟାକୁ ବିଭାଗ ସଫଳତାର ସହ ମୁକାବିଲା କରିଛି । • ଗତ ବନ୍ୟାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରୁହ- ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଭୁବନେଶ୍ୱର:…

୪୪୨ ଗୋଟି ଗଭୀର ନଳକୂପ ଖନନ ପ୍ରକ୍ରିୟା ର ଶୁଭାରମ୍ଭ କଲେ ବିଧାୟିକା

ପଦ୍ମପୁର :- " ବିଜୁ କୃଷକ ବିକାଶ ଯୋଜନା " ରେ ଉଠା ଜଳସେଚନ ନିଗମ ଦ୍ୱାରା ପାଇକମାଲ ବ୍ଲକ ପାଇଁ ନୂତନ ଭାବରେ ମଞ୍ଜୁର ହୋଇଥିବା ୪୪୨ ଗୋଟି ଗଭୀର ନଳକୂପ ଖନନ ପ୍ରକ୍ରିୟା ର ଶୁଭାରମ୍ଭ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା l ଆଜି ପ୍ରଥମ ପର୍ଯ୍ୟାୟରେ ପାଇକମାଲ ବ୍ଲକ…

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଦାବି ପତ୍ର ପ୍ରଦାନ

ପଦ୍ମପୁର :- ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ତରଫରୁ ଆଜି ଜିଲ୍ଲା ଅଧିକାରୀ ମାନଙ୍କୁ ମିଳିତ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ସଦସ୍ୟ ମାନଙ୍କର ବିଭିନ୍ନ ଦାବୀ ସମ୍ଵନ୍ଧରେ ଦାବିପତ୍ର ଦିଆଯାଇଥିଲା l ସେହି ପରିପେକ୍ଷୀରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ…

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର ।

ସାରସକଣା ରୁ ଦିପୁ ମହାପାତ୍ର-ମୃତ୍ୟୁ ଏମିତି ବି ଆସେ । ପୁଅକୁ ନେଇ ଘରକୁ ଫେରିବା ବାଟରେ ଜଗି ବସିଥିଲା ଯମ ।ରାତି ପାହିଲେ ପରିବାରରେ ଥିଲା ବାହାଘର । ବନ୍ଧୁ ବାନ୍ଧବଙ୍କ ଲାଗିଥିଲା ଗହଳି ଚହଳି । ପରିବାର ବି ବେଶ ଖୁସିରେ ଥିଲେ । କିନ୍ତୁ ଖୁସିର ମୁହୂର୍ତ୍ତ ଉପରେ ଢାଙ୍କି ହୋଇ ଗଲା କଳା…

ରୋଡ ସୋ କରି ଶକ୍ତି ପ୍ରଦର୍ଶନ କଲେ ବାଣୀ କଲ୍ୟାଣ

ବାସୁଦେବପୁର - ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏହି କ୍ରମ ରେ ବାସୁଦେବପୁର ରେ ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏହି କ୍ରମ ରେ ଦେଖିବାକୁ ମିଳୁଛି ବିଜେଡ଼ି ରୁ ନିଲମ୍ବିତ ହୋଇଥିବା ବାଣୀ କଲ୍ୟାଣ ମହାନ୍ତି ଙ୍କ ବାସୁଦେବପୁର ରେ ଦବଦବା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କାର୍ଯ୍ୟ କର୍ମ…