ରୋଡ ସୋ କରି ଶକ୍ତି ପ୍ରଦର୍ଶନ କଲେ ବାଣୀ କଲ୍ୟାଣ

ବାସୁଦେବପୁର - ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏହି କ୍ରମ ରେ ବାସୁଦେବପୁର ରେ ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏହି କ୍ରମ ରେ ଦେଖିବାକୁ ମିଳୁଛି ବିଜେଡ଼ି ରୁ ନିଲମ୍ବିତ ହୋଇଥିବା ବାଣୀ କଲ୍ୟାଣ ମହାନ୍ତି ଙ୍କ ବାସୁଦେବପୁର ରେ ଦବଦବା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କାର୍ଯ୍ୟ କର୍ମ…

ଇସ୍ତଫା ଦେଲେ ଆରୁଖ, ପୁଣି ହେବେ ମନ୍ତ୍ରୀ !

ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା ଭୁବନେଶ୍ୱର : ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । "ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛି ଓ ମୁଖ୍ୟମନ୍ତ୍ରୀ ମୋତେ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ୍ । ଆଗାମୀ ଦିନରେ…

୧୦୦ଟି କଲେଜରେ ହେବ ମାନସିକ ସଚେତନତାର କାର୍ଯ୍ୟକ୍ରମ

ମୋ କଲେଜ ଅଭିଯାନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ  ଭୁବନେଶ୍ୱର, ୧୨/୦୫: ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖା ମଧ୍ୟରେ ଶୁକ୍ରବାର ଏମଓୟୁ (ବୁଝାମଣାପତ୍ର)ସ୍ଵାକ୍ଷର ହୋଇଛି। ଏହି ଏମଓୟୁ ଅନୁସାରେ ରାଜ୍ୟର…

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଜଗତସିଂହପୁର/ସୁମନ୍ତକୁମାରଦାସ: କଳି କଳୁଷ ଭରା ପ୍ରଳାୟନ୍ମୁଖି ସମାଜକୁ ରକ୍ଷା ଏବଂ ଉଚିତ୍ ଦିଗଦର୍ଶନ ଦେବା ପାଇଁ ଭଗବାନ ମହେଶ୍ୱର ହିଁ ଏକମାତ୍ର ଦେବତା l ସେହି ମହେଶ୍ୱର ଭୋଳା ବାବାଙ୍କ ଇଚ୍ଛାରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ଚଢେଇଗାଁ…

ଦଶପଲ୍ଲା ବିଧାୟକଙ୍କୁ ଘେରିଲେ ଗ୍ରାମବାସୀ

ଜଳ ଯୋଗାଣ କାର୍ଯ୍ୟକ୍ଷମ ପାଇଁ ଜଣାଇଲେ ଦାବି "ଲୋକଙ୍କୁ ଦେଖା ନଦେବା ପାଇଁ ବୋଧ ହୁଏ ରାସ୍ତା ବଦଳାଇ ଯାଉଥିଲେ ବିଧାୟକ  |  ଘଣ୍ଟିକା ନାଳଠାରେ ଅପେକ୍ଷା କରି ରହିଥିବା ଘଡେଇବନ୍ଧ ଗ୍ରାମବାସୀ ଅଟକାଇଥିଲେ ବିଧାୟକଙ୍କୁ | ସମସ୍ୟାର ଉତ୍ତର ଦେବା ବଦଳରେ ବିଧାୟକ, ମୁଁ ଆସିଛି ବୋଲି ଆପଣମାନେ…

ଷ୍ଟୁଡେଣ୍ଟ ପୋଲିସ ଓ କ୍ୟାଡେଟଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡେଟ୍ (ଏସପିସି) ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁରୁବାର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର ଏବଂ ତୁରନ୍ତ ପ୍ରମୋସନ ପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବି

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର ତଥା ତୁରନ୍ତ ପଦୋନ୍ନତି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଛି । ସୂଚନା…

ବାର ନମ୍ବର ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କର୍ପୋରେଟରଙ୍କ ଦ୍ୱାରା ସମୀକ୍ଷା

ଭୁବନେଶ୍ୱର /ଚକ୍ରଧର ମାଝୀ : ବାର ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ ୱାର୍ଡର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଉନ୍ନୟନମୂଳକ କାମ ଗୁଡିକର ସମୀକ୍ଷା କରିଛନ୍ତି l ଆଦିମାତା କଲୋନୀ, ସାମନ୍ତ ବିହାର, ଗଜପତି ନଗର ଓ ନ୍ୟୁ ଗଭର୍ନମେନ୍ଟ କଲୋନୀ ଅଞ୍ଚଳର ରାସ୍ତା , ଡ୍ରେନ୍ ,…

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ…

ସୁପ୍ରିମ୍ କୋର୍ଟ ନିଷ୍ପତିଙ୍କୁ ଆମ୍ ଆଦ୍‌ମୀ ପାର୍ଟି ର ସ୍ୱାଗତ

ଭୁବନେଶ୍ୱର : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର LG ଏବଂ ଗୃହ ବିଭାଗ ମାଧ୍ୟମରେ ଦିଲ୍ଲୀ ସରକାରଙ୍କର ନ୍ୟାର୍ଯ୍ୟ ଅଧିକାରକୁ ସଙ୍କୁ୍ଚିତ କରି ଅରବିନ୍ଦ କେଜରିୱାଲ ଙ୍କର ସମସ୍ତ ଯୋଜନାକୁ ବାଧାପହଞ୍ଚାଉଥିଲେ । ଦିଲ୍ଲୀ ବାସୀଙ୍କ ଦ୍ଵାରା ନିର୍ବାଚିତ ସରକାର ନିଜର ଯୋଜନା ଏବଂ କାମକୁ…