Sign in
Sign in
Recover your password.
A password will be e-mailed to you.
ସ୍ୱର୍ଗତ ଦେବୀ ପ୍ରସାଦ ରାୟଙ୍କର ସ୍ମୃତି ସଭା ଆୟୋଜିତ
ଭୁବନେଶ୍ୱର, ୧୩/୦୫: ସୋଆର କୁଳାଧିପତି ସ୍ୱର୍ଗତ ପ୍ରଫେସର ଦେବୀ ପ୍ରସାଦ ରାୟଙ୍କର ସ୍ମୃତିରେ ଶୁକ୍ରବାର ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ…
ବାଂଲାଦେଶ ଉପରେ ମୋକାର ପଡ଼ିବ ପ୍ରଭାବ, ଓଡ଼ିଶାରେ ବଢ଼ିବ ତାତି
ଭୁବନେଶ୍ୱର, ୧୩/୦୫: ଭୀଷଣ ବାତ୍ୟା ‘ମୋକା’ ଯାହାକି ଶନିବାର ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୯୦ କିମି ଦୂରରେ ରହିଥିଲା ତାହା ଉତର ପୂର୍ବ ଦିଗରେ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା…
ଦୂଷିତ ହେଉଛି ବ୍ରାହ୍ମଣୀ ନଦୀ ର ଜଳ
କାମାକ୍ଷାନଗର - ଢ଼େଙ୍କାନାଳ ଜିଲ୍ଲା ଦେଇ ବୋହି ଯାଇଥିବା ବ୍ରାହ୍ମଣୀ ନଦୀ ର ଜଳ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି। ଫଳ ରେ ପିଇବା କି ଅନ୍ୟ କାର୍ଯ୍ୟ ଲାଗି ଏହାର ଜଳ ବ୍ୟବହାର କରିବା ସମ୍ଭବ ହେଉନାହିଁ। ନଦୀ ର ଉପର ମୁଣ୍ଡ ରେ ଥିବା କଳକାରଖାନା ରୁ ବାହାରୁଥିବା ଦୂଷିତ ଓ ବିଷାକ୍ତ…
ଡାକ ବିଭାଗ ପକ୍ଷରୁ ଡାକ ମେଳା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଲକ୍ ଅନ୍ତର୍ଗତ କେରମେଲାବାହାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ ବିଭାଗ ପକ୍ଷରୁ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମ୍ମାନିତ ଭାବେ ସମ୍ବଲପୁର ଡାକ ନିର୍ଦ୍ଦେଶକ ଆଦିତ୍ୟ…
ଓଡ଼ଗାଁରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଓଡ଼ଗାଁ, ୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ଥାନୀୟ ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶନିବାର ଦିନ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ସମ୍ବନ୍ଧିୟ ୨୯୪ ମାମଲାରୁ ୬ ମାମଲା ଫଇସଲା ବାବଦରେ ୩ ଲକ୍ଷ ୨୭ ହଜାର ଟଙ୍କା ଆଦାୟ ହୋଇଛି । ସିନିୟର୍ ସିଭିଲ…
ଓଡ଼ଗାଁ ଏନଏସିରେ ୧ କୋଟି ୧୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ ନୟାଗଡ଼ ବିଧାୟକ
"ଆପଣ ମାନେ ସମସ୍ତେ ମୋ ମା'ପରି । ଏଣୁ ଆଶା କରୁଛି ସନ୍ତାନର କଷ୍ଟକୁ ଆପଣମାନେ ହିଁ ବୁଝିପାରିବେ"
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିକାଶର ଧାରା ଆଗେଇ ଚାଲିଥିବା ବେଳେ ଓଡ଼ଗାଁର ଶ୍ରେୟ ସବୁବେଳେ ଆଗରେ ରହିଛି । କୌଣସି ବିକାଶ ମୂଳକ କାର୍ଯ୍ୟକୁ ଯେତିକି…
ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ
https://youtu.be/q4cVmmiFuA4
ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନ କୁ ବରଦାସ୍ତ କରିନାହାନ୍ତି।
ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ…
ସେବିକାଙ୍କ ମଧ୍ୟରେ ଦୟା ମନୋଭାବ ସବୁଠୁ ଗୁରୁତ୍ୱପୂର୍ଣ୍ଣ: ଅଚ୍ୟୁତ ସାମନ୍ତ
କିନ୍ସରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ
ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍ସେସ୍ (କିନ୍ସ) ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସେବିକାଙ୍କ…
ଜଗଦଲପୁର, ଲଉଡ଼ିଦର୍ହl ଧାନ ମଣ୍ଡି ଶୁଭାରମ୍ଭ
ଝାରବନ୍ଧ - ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଠାରେ ରବି ଧାନ କ୍ରୟ ପାଇଁ ମଣ୍ଡି କୁ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଉଦଘାଟନ କରିଛନ୍ତି l ଲଉଡ଼ିଦର୍ହl ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ତ ଏହି ମଣ୍ଡି ହେବା ଯୋଗୁଁ ଅଙ୍ଗ ନଦୀ, ଚିରାଲ ନାଲା…
ଜିତିଲେ ଦୀପାଳି ହାରିଲେ ଟଙ୍କ: କଂଗ୍ରେସର ହେଲା କରମ ବାଙ୍କ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେଡି କରିଛି ବାଜିମାତ । ବିଜେଡି ପ୍ରାର୍ଥୀନି ତଥା ସ୍ୱର୍ଗତ ନବ ଦାସଙ୍କ କନ୍ୟା ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବା…