ଉତ୍କଳିକାର ୬୫ତମ ପ୍ରତିଷ୍ଠା ଦିବସ : ମାର୍କେଟିଂ ଓ ସୋର୍ସିଂ ହବର ଉଦ୍ଘାଟନ ଓ ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପ ଉଦ୍ୟୋଗର ବିକାଶ ତଥା ହସ୍ତଶିଳ୍ପ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ ମାଧ୍ୟମରେ ଓଡ଼ିଶାର କାରିଗରମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ କାରିଗରମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଏକ ଶୀର୍ଷ ସମବାୟ…

ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀକୁ ସମ୍ପ୍ରସାରିତ |

ଭୁବନେଶ୍ୱର,: ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସକୁ 15 ମଇ 2023 ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି | 12892 ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ 4ଘ.20ମି ରେ ଛାଡି ରାତ୍ରି 11ଘ.05ମି ରେ ବାଙ୍ଗିରିପୋଷି…

ନୟାଗଡ଼ରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜାତୀୟ ଆଇନ ସେବା ପ୍ରାଧ୍ୟାରଣଙ୍କ ନିର୍ଦେଶମତେ ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧ୍ଵକରଣ ପକ୍ଷରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭ଟି ମୋଟର…

କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ ପାଳନ

ଭୁବନେଶ୍ୱର :କର୍ଣ୍ଣାଟକର କଂଗ୍ରେସର ବିପୁଳ ଓ ବୃହତ୍ତ ବିଜୟକୁ ଆନନ୍ଦ ଓ ଉଲ୍ଲାସ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ, କର୍ଣ୍ଣାଟକର ବିପୁଳ ବିଜୟ ରାହୁଲ ଗାନ୍ଧୀଙ୍କର…

ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ ଉଦଯାପନୀ ଉତ୍ସବ ଅନୁଷ୍ଠିତ :

 ପପୁ ପମପମ ଏବଂ ମଣ୍ଟୁ ଛୁରିଆ ଙ୍କ ଧମାଲା ରେ ଦର୍ଶକ ଝୁମିଲେ ନୃତ୍ୟ-ସଂଗୀତ-କମେଡି ର ତାଲେ ତାଲେ  ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ବ୍ରହ୍ମକ୍ଷେତ୍ର ପୀଠ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ସଫଳ…

ବିଳମ୍ବ ହେଲେବି ରାସ୍ତା ର ସମସ୍ୟା ଦୁର ହେଲା !

ଭଣ୍ଡାରୀପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତର କୁନ୍ତେଶ୍ୱର ପୀଠକୁ ଯିବା ପାଇଁ ମୁଖ୍ୟ ସମସ୍ୟା ଭାବେ ରାସ୍ତା ସମସ୍ୟା ମୁଣ୍ଡ ଟିକି ଥିବା ବେଳେ ସମାଧାନ ପୂର୍ବକ କଂକ୍ରିଟ ସଡ଼କ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଆଦର୍ଶ ଗ୍ରାମ ଯୋଜନାର…

ମହାରାଷ୍ଟ୍ର ଓ ଓଡ଼ିଶା ର କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୭ ଓ ୩୮ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ମହାରାଷ୍ଟ୍ର ଏବଂ ଓଡ଼ିଶାର କୋରାପୁଟ ଜିଲ୍ଲାର ଦୁଇଟି ପୃଥକ ପୃଥକ ଦମ୍ପତ୍ତିଙ୍କୁ…

ଗୋପବନ୍ଧୁ ପାଠାଗାରରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।

ରାଉରକେଲା, (ବସନ୍ତ କୁମାର ଜେନା):-ରାଉରକେଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ସମ୍ ଅଲ୍ଟିମେଟ୍‌ରେ ଆନ୍ତର୍ଜାତୀୟ ନର୍ସେସ୍ ଦିବସ

ଭୁବନେଶ୍ୱର, ୧୩/୦୫: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ ।…

ସ୍ୱର୍ଗତ ଦେବୀ ପ୍ରସାଦ ରାୟଙ୍କର ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର, ୧୩/୦୫: ସୋଆର କୁଳାଧିପତି ସ୍ୱର୍ଗତ ପ୍ରଫେସର ଦେବୀ ପ୍ରସାଦ ରାୟଙ୍କର ସ୍ମୃତିରେ ଶୁକ୍ରବାର ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ…