Sign in
Sign in
Recover your password.
A password will be e-mailed to you.
ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରାୟ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ
ନୂତନ ଭାବରେ ଶ୍ରମିକ କାର୍ଡ ପାଇଲେ 1000 ହିତାଧିକାରୀ
ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ଥରେ ଆଜି ରାଜ୍ୟ ସରକାର ଙ୍କର ଶ୍ରମ ବିଭାଗ ଓ ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାର ଆଜି ସୋହେଲା ଠାରେ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ସମାରୋହ ର ଆୟୋଜନ କରାଯାଇଥିଲା ।…
ଓଏସ୍ଏଲକୁ “ବର୍ଷ ୨୦୨୨-୨୩ର ଶ୍ରେଷ୍ଠ ଷ୍ଟିଭେଡୋର୍ସ’ ପୁରସ୍କାର
ଭୁବନେଶ୍ୱର: ଗୌରବ ଓ ପ୍ରଦର୍ଶନ ମୁକୁଟରେ ଆଉ ଏକ ପର ଯୋଡ଼ି ସର୍ବାଧିକ ପଣ୍ୟ ପରିବହନ କରିଥିବାରୁ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍)କୁ ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଏ) ସମ୍ମାନଜନକ “୨୦୨୨-୨୩ ବର୍ଷର ଶ୍ରେଷ୍ଠ ଷ୍ଟିଭେଡୋର୍ସ’ ପୁରସ୍କାର ପ୍ରଦାନ କରିଛନ୍ତି ।ଏକ ଭବ୍ୟ…
ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ-୨୦୨୩ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ।
ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ପ୍ରଗତିଶୀଳ ନୀତି ଢାଞ୍ଚା ଓଡ଼ିଶାକୁ ଏକ ପ୍ରମୁଖ ଟେକ୍ନୋଲୋଜି ହବରେ ପରିଣତ କରିବାରେ ସହାୟକ ହୋଇଛି –ମୁଖ୍ୟମନ୍ତ୍ରୀ
• ଓଡ଼ିଶାର ପ୍ରଗତିରେ ଶତମୁଖ ନିବେଶକ ଏବଂ ବୈଷୟିକ ବିଶେଷଜ୍ଞ
• ଇ-ଗଭର୍ଣ୍ଣାନ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି କ୍ଷେତ୍ରରେ…
ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସାରିବାକୁ ମନ୍ତ୍ରୀ ଶ୍ରୀ ଘଡେଇଙ୍କ ନିର୍ଦ୍ଦେଶ
ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ସମୀକ୍ଷା ବୈଠକ
ଭୁବନେଶ୍ୱର,:ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇା ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଘଡେଇ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଧାର୍ଯ୍ୟ…
ବୃଦ୍ଧାବୃଦ୍ଧଙ୍କୁ ଡିଜିଟାଲ ଯନ୍ତ୍ରଣା
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲା କାଶୀପୁର ବ୍ଲକ ର ପୋଡ଼ାପାଡ଼ି ପଞ୍ଚାୟତ ର ଭତ୍ତାଧାରୀ ମାନେ ବ୍ୟାଙ୍କ ଓ ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନିରାଶ ହେଇ ଫେରୁଛନ୍ତି ,ଏହି ସବୁ ସରକାରୀ ଅଧିକାରୀ ମାନେ ଜାଣି ମଧ୍ୟ ଓଜଣା ହେଉଛନ୍ତି ପରିଣତ ବୟସରେ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଔଷଧ…
ଦୁବାଇରୁ ଓଡ଼ିଶା ଫେରିଲା ପ୍ରବାସୀ ଓଡ଼ିଆଙ୍କ ମୃତ ଶରୀର
ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର: ଦୁବାଇରେ ପ୍ରାଣ ହରାଇଥିବା ପ୍ରବାସୀ ଓଡ଼ିଆଙ୍କ ମୃତଶରୀର ଓଡ଼ିଶା ଫେରାଇ ଆଣିଛି ଓଡ଼ିଶା-ମୋ ପରିବାର, ତା’ ସହିତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ପାଇବାରେ ମଧ୍ୟ ପରିବାରକୁ ସାହାଯ୍ୟ କରାଯାଇଛି ।
ଗଞ୍ଜାମ ଜିଲ୍ଲା ମାର୍ଡାକୋଟ ରୁ ଜଣେ…
ଲୋକନାଥ ଚୌଧୁରୀ ସ୍ମରଣେ
ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ସ୍ବର୍ଗତ ଲୋକନାଥ ଚୌଧୁରୀ
ଅଭୟ ସାହୁ
୧୨ମେ, ବିଶିଷ୍ଟ କମ୍ୟୁନିଷ୍ଟ ଜନନେତା, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ…
ମାଓବାଦୀଙ୍କ ବର୍ବର କାଣ୍ଡ: ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା !
କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ମାଓ ଅଧିସୁତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓ ବାଦିମାନେ ହତ୍ୟା କରିଥିବା ନିଜର ସ୍ଥିତି ଜାହିର କରିଛନ୍ତି I ମୃତ ସୁବଳ କହଁର ଏହି…
ଚମତ୍କାର : ଘରୁ ଗାଡି ବାହାରିନି, ହେଲେ ଫାଇନ କଟିଛି ଜିଲ୍ଲା ପାରି
ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ |
ନବରଙ୍ଗପୁର/ ଅଶୋକ ସାହୁ: -ନବରଙ୍ଗପୁର ଜିଲ୍ଲାରେ ରହୁଥିବା ଜଣେ ମଟର ଚାଳକ, ସେ ପୁଣି ପେଶାରେ ଜଣେ ସରକାରୀ ଶିକ୍ଷକ ତାଙ୍କର ଚାଲାଣ କଟିଛି ବଲାଙ୍ଗୀର ରେ |ଯାହାକୁ ନେଇ ଶିକ୍ଷକ ଜଣକ…
ନବ ନିର୍ବାଚିତ ରାଜ୍ୟ ସଭାପତି ଏବଂ ସଂପାଦକଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଶୁଭେଚ୍ଛା
ନୟାଗଡ଼,୮ା୫: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘର ରାଜ୍ୟ ସଭାପତି ଭାବେ ଶିକ୍ଷକ ନେତା ରମଣୀ ରଞ୍ଜନ ତ୍ରିପାଠୀ ଏବଂ ସାଧାରଣ ସମ୍ପାଦକ ଭାବେ ଚାରୁଲତା ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜ୍ୟ ସଂଯୋଜକ ଭାବେ ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋତିରଂଜନ ଦାସ…