ବାଲାଜୀ ଷ୍ଟିଲ ରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ

ପଦ୍ମପୁର :- ସ୍ଥାନୀୟ ଶିଶୁ ସମ୍ମୁଖରେ ଥିବା ବାଲାଜୀ ଷ୍ଟିଲ ନାମକ ଏକ ଲୁହା ଛଡ ଦୋକାନ ଓ ମାଲିକ ଅନିଲ ମୋଦିଙ୍କ ଘରେ ଏକକାଳୀନ ଭାବରେ ଚଢାଉ କରିଛି ସିଟି ଓ ଜିଏସଟି ବିଭାଗ l ବରଗଡ଼ ଡେପୁଟି କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ବରେ ଟିକସ ପୈଠରେ ଚଞ୍ଚକତା ଅଭିଯୋଗରେ ଚଢାଉ କରାଯାଇଥିବା ଏହି…

ନୟାଗଡ଼ ଜିଲ୍ଲାର ସର୍ବକାଳୀନ ରେକର୍ଡ: ୭ଜଣ ପାଇଛନ୍ତି ଓଇଏସ,୬ମହିଳା ଜଣେ ପୁରୁଷ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୬ ନୁହେଁ ୭ ଜଣ ପାଇଛନ୍ତି ଓଇଏସ। ସେମାନଙ୍କ ମଧ୍ୟରେ ୬ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଏହା ଜିଲ୍ଲା ପାଇଁ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା…

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ

କାମାକ୍ଷାନଗର -କାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମ ରେ ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ସେହି ଗ୍ରାମ ର ଶିରିଣି ପ୍ରଧାନ (୪୫ ବର୍ଷ) l ସୂଚନା ଅନୁସାରେ ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ…

ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଛିା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛିା ତୋଷାଳି ଭବନ ଏ-୧ ବ୍ଲକର ତଳ ମହଲାରେ ଆୟୁକ୍ତଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛିା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ…

ଓଡ଼ିଶା ଶିକ୍ଷା ସେବାରେ ନୟାଗଡ଼ରୁ ୫,ସମସ୍ତେ ମହିଳା

ନୟାଗଡ଼(ଲକ୍ଷ୍ମୀଧର ସାହୁ):ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ…

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର,୭୨ଟି ସମସ୍ୟାର ତୁରନ୍ତ ସମାଧାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଖଣ୍ଡପଡା ବ୍ଳକ ପରିସରରେ ସୋମବାର ସକାଳୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏଥିରେ ମୋଟ ୧୧୬ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୬ଟି…

“ଜୀବନ ସଉଦା” ପୁସ୍ତକ ଉନ୍ମୋଚନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଜଣେ କର୍ମଯୋଗୀଙ୍କ ଜୀବନଙ୍କୁ ନେଇ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଦ୍ଵାରା ରଚିତ ପୁସ୍ତକ" ଜୀବନ ସଉଦା" ବର୍ଷିୟାନ ସମାଜସେବୀ ଓ ରାଜନେତା ମୂରଲୀଧର ରଥଙ୍କ ଜୀବନ କାହାଣୀ ସମ୍ପର୍କତ ପୁସ୍ତକ "ଜୀବନ ସଉଦା ର ଉନ୍ମୋଚନ ଉତ୍ସବ ସଂଧ୍ୟା ୭ ଘଂଟିକା ସମୟରେ…

ଆମ ଆଦମୀ ପାର୍ଟି ର ବିଜୁଳି ଆନ୍ଦୋଳନ।

ବାସୁଦେବପୁର - ଭଦ୍ରକ ଜିଲ୍ଲାର ବାସୁଦେବପୁର ଏ ବି ହାଇସ୍କୁଲ ଛକ ନିକଟରେ ଆଜି ଆମ ଆଦମୀ ପାର୍ଟି ବାସୁଦେବପୁର ପକ୍ଷ ରୁ ବିଜୁଳି ଆନ୍ଦୋଳନ ହୋଇ ଯାଇଛି। ବାସୁଦେବପୁର ରେ ବାରମ୍ବାର ବିଜୁଳି କାଟ, ବିଜୁଳି ବିଲ୍ ମୂଲ୍ୟ ବୃଦ୍ଧି ଏହି ଭଳି ବିଜୁଳି ସମସ୍ୟା ନେଇ ଆଜି ବାସୁଦେବପୁର ଠାରେ ଏକ ଗଣ…

ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରେ ଆଜି ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭିନ୍ନ ସମସ୍ୟା କୁ ନେଇ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବାର୍ଦ୍ଧକ୍ୟଓ ଅନ୍ୟାନ୍ୟ ଭତ୍ତା ସମସ୍ୟା ,,ରାସନ କାର୍ଡ ଏବଂ ବାସୁଦେବପୁର ରେ ଏକ ଗୋଶଳା ଘର ନିର୍ମାଣ , ସହ…